Odisha Link
Bridging the Missing Links in Odisha
Daily Archives

June 12, 2020

କରୋନା: ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୪ ଜିଲ୍ଲାରୁ ୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୪୭୪ରେ ପହଁଞ୍ଚିଛି।…

ପୋଲିସର ସଂଯମତା ଓ ମାନବିକତାକୁ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ…

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ…

ରାଉରକେଲା: ରାଉରକେଲାରେ ବ୍ୟବସାୟୀ ଦିଲଶାନ ଖାନ୍‌ ହତ୍ୟାକାଣ୍ଡରେ ଜଡ଼ିତ ୯ ଜଣଙ୍କୁ ଗିରଫ କରିଛି ପୁଲିସ। ବିଭିନ୍ନ ଜିଲ୍ଲାର ଏସ୍‌ପିମାନଙ୍କ ସହ ଆଇଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ପରେ ପରେ ରାଉରକେଲା ଏସ୍‌ପି ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଏ ସୂଚନା ଦେଇଛନ୍ତି। ଗିରଫ…

ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ: ଜଣେ…

ନୂଆଦିଲ୍ଲୀ: ଆଜି ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ ହୋଇଛି। ବିହାରର ସୀତାମଢ଼ୀ ନିକଟରେ ଭାରତ-ନେପାଳ ସୀମାରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ବିହାରର ସଶସ୍ତ୍ର ସୀମା ବଳର ଆଇଜି ଏହି ସୂଚନା ଦେଇଛନ୍ତି। ନେପାଳ ପଟୁ ଗୁଳିମାଡ଼ କରାଯାଇଥିବା…

ରାଉରକେଲା: ସିମି ଆତଙ୍କବାଦୀ,…

ରାଉରକେଲା: କରୋନା କଟକଣା ସମୟରେ ରାଉରକେଲା ସହରରେ ଏକ ଶବ ଶୋଭାଯାତ୍ରାର ଭିଡିଓ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ଏ ଭିଡିଓଟି ଏକ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଦୁଇଦିନ ହେଲା ଓଡ଼ିଶାର ଗଣମାଧ୍ୟମମାନେ ଏ ଖବରକୁ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ରାଉରକେଲା ସହରର…

ନୟାଗଡ଼ରେ ୧୦୦ ଟପିଲା ଆକ୍ରାନ୍ତଙ୍କ…

ନୟାଗଡ଼: ରାଜ୍ୟରେ ଆଜି ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଁଞ୍ଚିଛି। ଏଥିସହିତ ନୟାଗଡ଼ ଜିଲ୍ଲାରୁ ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି…

୨୪ ଘଣ୍ଟାରେ ୧୧୨ ଆକ୍ରାନ୍ତ ଚିହ୍ନଟ, ଜଣେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଫଳରେ ରାଜ୍ୟରେ ୩୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ଆଉ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ଦିନକରେ ସର୍ବାଧିକ ୧୦ ହଜାର ଟପିଲା…

ନୂଆଦିଲ୍ଲୀ: ଜୀବନ ଓ ଜୀବିକାକୁ ନଜରରେ ରଖି ସାରା ଦେଶରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଉଛି। ହେଲେ ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…

ପାକିସ୍ତାନ ସେନାର ୧୦ଟି ଚେକ୍‌ ପୋଷ୍ଟକୁ…

ନୂଆଦିଲ୍ଲୀ: ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତ ଉଲ୍ଲଂଘନର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା। ଗତକାଲି ଜାମ୍ମୁ କାଶ୍ମୀରର ରଜୌରୀ ଓ ପୁନଛ ସେକ୍ଟରରେ ଗୁଳି ବର୍ଷଣ କରିଥିଲେ ପାକିସ୍ତାନୀ ସେନା। ଏଥିରେ ପୁନଛ ସେକ୍ଟରରେ କାର୍ଯ୍ୟରତ ଯବାନ ହରଚରଣ ସିଂ ସହିଦ ହୋଇଥିଲେ। ଏହାର ପାଲଟା ଜବାବ ଦେଇଛି…

ସମୀରଙ୍କ ନୂଆ ଟିମ୍, ବଦଳିଲେ ୬…

ଭୁବନେଶ୍ବର: ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା ହେଲା। ରାଜ୍ୟ ବିଜେପି ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ନୂଆ ଟିମ୍ ଘୋଷଣା କଲେ ସମୀର ମହାନ୍ତି। ସମୀରଙ୍କ ଟିମ୍‌ରେ ୧୦ ଜଣଙ୍କୁ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି। ସେହିଭଳି ୪ ଜଣ ସାଧାରଣ ସଂପାଦକ ରହିଥିବା ବେଳେ…