Odisha Link
Bridging the Missing Links in Odisha
Daily Archives

August 12, 2020

ରାଜ୍ୟ କ୍ୟାବିନେଟରେ ୨୦ଟି ପ୍ରସ୍ତାବକୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ। ଆଜି ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଜି ଅନୁଷ୍ଠିତ ବୈଠକରେ ମୋଟ ୨୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ…

କୃଷିଙ୍କ ଆୟକୁ ୨ଗୁଣା କରିବା ନେଇ…

ଭୁବନେଶ୍ବର: କରୋନା ମହାମାରୀ କୁ ପ୍ରତିହତ କରିବା ପାଇଁ ମୋଦୀ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପର୍ଯ୍ୟାୟକ୍ରମେ ଏହି ପ୍ୟାକେଜର କ୍ରିୟାନ୍ୱୟନ ଆରମ୍ଭ ହୋଇଛି। ଭାରତରେ ୬୫ ପ୍ରତିଶତ…

ସ୍ବାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁ…

ଭୁବନେଶ୍ବର: ଚଳିତବର୍ଷ କରୋନା କଟକଣାରେ ପାଳିତ ହେବ ୭୪ତମ ସ୍ବାଧୀନତା ଦିବସ। ଏଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଥିଲେ। ଆଜି ରାଜ୍ୟ ସରକାର କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବ ସେ ନେଇ ବଜ୍ଞପ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପତାକା…

ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ…

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ (ସିଏସ୍‌ଆର୍‌) ସର୍ଭେ ୨୦୨୦ ଅନୁଯାୟୀ ଏହି…

ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

ସମ୍ବଲପୁର: ନୂଆଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ ହୋଇଛି। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ନବାନ୍ନ ଲାଗି କରାଯିବ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଠାରେ ଲାଗି ହେବ ନବାନ୍ନ। ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ନବାନ୍ନ ଲଗ୍ନ ଘୋଷଣା କରାଯାଇଛି।

ତାଲିମ ବେଳେ ମହାନଦୀରେ ବୁଡି ଯବାନ ମୃତ

ବୌଦ୍ଧ : ମହାନଦୀରେ ବୁଡି ଜଣେ ଯବାନଙ୍କର ମୃତ୍ୟୁ ହରାଇଥିବା ଜଣାପଡ଼ିଛି। ସୂଚନାଅନୁସାରେ ମୁତାବକ ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ର ଯବାନମାନଙ୍କୁ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ କିଆକଟା ପଞ୍ଚାୟତର ବାଙ୍କପାଲ ଘାଟଠାରେ ଓଡ୍ରାଫ ତାଲିମ ଦିଆଯାଉଥିବାବେଳେ ପାଣିରେ ବୁଡି ଜଣେ ଯବାନ ନିଖୋଜ ହୋଇଯାଇଥିଲେ।…

କରୋନା ପାଇଁ ତେଲ କଟକଣା, ମନଇଚ୍ଛା…

ଓଏଲ୍‌ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଏଣିକି ଗାଡ଼ିଚାଳକ ମନଇଚ୍ଛା ଟାଙ୍କିରେ ଭରି ପାରିବେ ନାହିଁ ତେଲ। ସେ ବାଇକ ହେଉ ଅବା କାର ହେଉ କିମ୍ବା ବସ୍ ତେଲ ଟାଙ୍କିରେ ଏଣିକି ଗାଡ଼ି ଚାଳକ କେତେ ଇନ୍ଧନ ଭରିବେ ତାର ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିଛନ୍ତି ସରକାର। ତେବେ କରୋନା କଟକଣାକୁ ନଜରରେ…

ନୟାଗଡ଼: ଯୁକ୍ତ ୨ ଟପ୍ପର ହେଲେ ଉମେଶ,…

ନୟାଗଡ଼: ଆଜି ପ୍ରକାଶ ପାଇଛି ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ଫଳାଫଳ। ଚଳିତବର୍ଷ ନୟାଗଡ଼ ଜିଲ୍ଲା ପାସ୍‌ ହାରରେ ସାରା ରାଜ୍ୟରେ ଆଗୁଆ। ନୟାଗଡ଼ ଜିଲ୍ଲାର ପାସ୍‌ ହାର ଚଳିତବର୍ଷ ୮୬.୫୧ ପ୍ରତିଶତ ରହିଛି। ନୟାଗଡ଼ ଜିଲ୍ଲାର ଉମେଶ ଦାସ ୫୪୬ ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। ତାଙ୍କ ପଛକୁ ୫୪୧ ମାର୍କ ରଖି…

ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ :…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କରୋନା ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ୪ଟି ଜିଲ୍ଲାରୁ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ଯାଜପୁରକୁ ଅଧିକ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ମୋଦୀ ହୈ ତୋ ମୁମକିନ୍ ହୈ: ରାହୁଲ

ନୂଆଦିଲ୍ଲୀ: କରୋନା କାଳରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ବାରମ୍ବାର ସମାଲୋଚନା କରି ଆସୁଛନ୍ତି। ଆଜି ପୁଣି ଜିଡିପି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଜିଡିପିକୁ ନେଇ ତାତ୍ସଲ୍ୟ କରି ପ୍ରଥମ ଥର ପାଇଁ ମୋଦୀ ହୈ ତୋ ମୁମକିନ୍ ହୈ ନାରାରେ ସ୍ବର…