Odisha Link
Bridging the Missing Links in Odisha
Daily Archives

August 12, 2020

ଲକ୍ଷ୍ମୀକାନ୍ତ ଓ ବିଶ୍ବଜିତଙ୍କୁ ଜାମିନ

ଭୁବନେଶ୍ବର : ଅଡିଓ ଭାଇରାଲ ନେଇ ଦୁଇ ଜଣଙ୍କୁ ଗିରଫ କରାଯିବା ପ୍ରସଙ୍ଗରେ ଉଭୟଙ୍କୁ ଜାମିନ ମଂଜୁର କଲେ ଭୁବନେଶ୍ବର ଏସଡିଜେଏମ୍‌ କୋର୍ଟ। ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ବଜିତ ମହାନ୍ତିଙ୍କୁ ଆଜି ଜାମିନ ମିଳିଛି। ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ ଜେମିନ ହୋଇଛି। ଉଭୟଙ୍କୁ ରାତି ଅଧିଆ ଉଠାଇ…

ଏଣିକି ଦିନକୁ ହେବ ଏକ ଲକ୍ଷ ଟେଷ୍ଟ

ଭୁବନେଶ୍ୱର : ଆଗକୁ ଦିନକୁ ଏକ ଲକ୍ଷ କରୋନା ଟେଷ୍ଟ କରାଯିବାକୁ ଯୋଜନା ରହିଛି ରାଜ୍ୟ। ଏନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନର  ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଶ୍ରୀ ପରିଡ଼ାଙ୍କ ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୩୨ ହଜାର ଟେଷ୍ଟ କରାଯାଇଛି । ଆଗକୁ ଲକ୍ଷେ ଟେଷ୍ଟ ହେବ । ଅଗଷ୍ଟ ୨୦ ସୁଦ୍ଧା ୫୦…

ରାଜସ୍ଥାନ: ରାଜନୀତିର ଟେଷ୍ଟ ମ୍ୟାଚ୍‌…

ଜୟପୁର: ରାଜସ୍ଥାନ କଂଗ୍ରେସରେ ଲାଗି ରହିଥିବା ରାଜନୈତିକ ସଙ୍କଟରେ ପଡ଼ିଲା ଜବନିକା। ପାଇଲଟ୍‌ ସମର୍ଥକଙ୍କ ହୋଇଛି ଘର ବାହୁଡ଼ା। ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି କହିଛନ୍ତି ଯେ, ସମସ୍ତ ବିଧାୟକଙ୍କୁ ବର୍ତ୍ତମାନ ଭୁଲିଯାଅ ଓ କ୍ଷମାକର ରାସ୍ତାରେ ଯିବାକୁ ପଡ଼ିବ। ସମସ୍ତେ ପୁରୁଣା କଥା…

ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ପୁଣି ଆଉ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ। ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ନେଇ ଏହି ଚଢଉ କରାଯାଇଥିବା…

୪ ମାଓବାଦୀ ନିହତ

ଭୁବନେଶ୍ୱର: ଛତିଶଗଡ଼ ସୁକମାରେ ଏନକାଉଣ୍ଟର ହୋଇଛି। ଜାଗରମୁଣ୍ଡା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ଖବର ମିଳଛି । ସୂଚନାଯୋଗ୍ୟ ଯେ, ଜାଗରମୁଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିଲା । ଏ ସମ୍ପର୍କରେ ସୂଚନା ପାଇ କୋବ୍ରା ଓ ଡିଆରଜି ଯବାନମାନେ ମିଳିତଭାବେ…

୨୧ରୁ ଯୁକ୍ତ ଦୁଇ ଆଡମିଶନ ପାଇଁ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ ଆଡମିଶନ ପାଇଁ ଆସନ୍ତା ୨୧ ତାରିଖରୁ ଆବେଦନ କରିହେବ। ଚଳିତ ବର୍ଷ ଯୁକ୍ତ ଦୁଇ ଆଡମିଶନ ନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ ସାମସ ସେଣ୍ଟର ଜରିଆରେ ଅନଲାଇନରେ ଆବେଦନ କରିହେବ । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ…

ବାହାରିଲା ଯୁକ୍ତ ୨ ବିଜ୍ଞାନ ଫଳାଫଳ:…

ଭୁବନେଶ୍ବର : ପ୍ରକାଶ ପାଇଲା ବହୁ ପ୍ରତିକ୍ଷୀତ ଯୁକ୍ତ ୨ବିଜ୍ଞାନ ଫଳାଫଳ। ଚଳିତ ବର୍ଷ ରାଜ୍ୟରେ ମୋଟ ପାସ ହାର ରହିଛି ୭୦.୭୧%। ରାଜ୍ୟରେ ମୋଟ ୯୭,୩୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮,୩୭୪ ଜଣ ପାସ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ପାସ…

ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ, ଯବାନ…

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି। ଅନ୍ୟପଟେ ଜଣେ ଯବାନ ଏଥିରେ ଶହୀଦ ହୋଇଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ପୁଲୱାମା ଜିଲା…

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ…

ଭୁବନେଶ୍ବର :  ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ଶ୍ରୀ ଦାଶ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ୭୦.୨୧% ଛାତ୍ରଛତ୍ରୀ ପାସ କରିଛନ୍ତି। ମୋଟ ୯୭, ୩୭୭ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ‌୍ୟରୁ…

ରାଜ୍ୟରେ ୩୦୦ ଟପିଲା କରୋନା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ କରୋନ ସଂକ୍ରମଣରେ ଆଜି ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୦୦ ପାର କରିଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହିତ ରାୟଗଡ଼ାରୁ ୨, ଅନୁଗୁଳ, ବାଲେଶ୍ବର ଓ ଖୋର୍ଦ୍ଧାରୁ ଜଣେ…