Odisha Link
Bridging the Missing Links in Odisha
Daily Archives

September 9, 2020

‘ଦିଲ୍ଲୀପ ଶତପଥୀ ଥିଲେ ଅଜାତଶତ୍ରୁ’

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ଶତପଥୀ ଥିଲେ ଅଜାତଶତ୍ରୁ। ଓଡ଼ିଶାର ସାମ୍ବାଦିକ ଜଗତକୁ ତାଙ୍କର ବହୁମୂଲ୍ୟ ଅବଦାନ ରହିଛି। ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ସାମ୍ବାଦିକ ଭାବେ ସେ ଯେତିକି ପ୍ରତିଷ୍ଠା ଅର୍ଜନ କରିଥିଲେ, ଜଣେ ବନ୍ଧୁବତ୍ସଳ ଓ ଛାତ୍ର ବତ୍ସଳ ବ୍ୟକ୍ତି ଭାବେ ସେ ସେତିକି…

ପରଲୋକରେ ବର୍ଷିୟାନ୍ ସିନେ ନିର୍ଦ୍ଦେଶକ…

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ବର୍ଷିୟାନ୍‌ ନିର୍ଦ୍ଦେଶକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସାରଦା ପ୍ରସନ୍ନ ନାୟକଙ୍କ ପରଲୋକ। ବୁଧବାର ସନ୍ଧ୍ୟାରେ ୯୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ନାୟକଙ୍କ ପରଲୋକ ଘଟିଛି। ଏନେଇ ସୂଚନା ଦେଇଛନ୍ତି ତାଙ୍କର…

ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ…

ଭୁବନେଶ୍ୱର: ବୁଧବାର ରାଜ୍ୟ ସୂଚନା କମିଶନର ଭାବେ ବିକ୍ରମ ସେନାପତି ଓ ଦିଲ୍ଲୀପ କୁମାର ବିଶୋଇ ଶପଥ ଗ୍ରହଣ କରିଛନ୍ତି।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂଚନା କମିଶନର ଦ୍ୱୟଙ୍କୁ ଶପଥ ପାଠ କରାଇଛନ୍ତି। ଆଜି ଅପରାହ୍ନରେ ରାଜଭବନର ଅଭିଷେକ ହଲ୍‌ରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ୩୧୧୦…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷେ ଦିନକୁ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି। ଯାହା ଏକ ଆଶ୍ବସ୍ତିକର ଖବର। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩ ହଜାର ୧୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥତା…

ଅନୁଗୁଳରେ ବଜ୍ରାଘାତ: ଚାଲିଗଲା ୨ ଜୀବନ,…

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବଜ୍ରାଘାତ। ବୁଧବାର ଅପରାହ୍ନରେ ବଜ୍ରାଘାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଗୋରୁଗାଈ ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ନାଲକୋ ସି.ପି.ପି ହାଟିଙ୍ଗରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମୃତକ ମାନେ ହେଲେ ରାମଚନ୍ଦ୍ର କସବ(୨୫) ଏବଂ ଦଶରଥ ମୁର୍ମୁ(୨୭)।…

କରୋନା ମୁକାବିଲା: ଗୁରୁତର ରୋଗୀଙ୍କୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖୋର୍ଦ୍ଧା ଓ କଟକ…

ICC Ranking: ମଲାନ୍‌ ଶ୍ରେଷ୍ଠ…

ନୂଆଦିଲ୍ଲୀ: ବୁଧବାର ପ୍ରକାଶ ପାଇଛି ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗ୍। ସଦ୍ୟ ପ୍ରକାଶିତ ର‍୍ୟାଙ୍କିଙ୍ଗ୍‌ରେ ଟି-୨୦ ଫର୍ମାଟର ୧ ନମ୍ବର ବ୍ୟାଟସ୍‌ମ୍ୟାନ୍‌ ହେଲେ ଇଂଲଣ୍ଡର ଡେଭିଡ ମଲାନ୍। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ପାକିସ୍ତାନ ଦଳର ଅଧିନାୟକ ବାବାର ଆଜାମଙ୍କୁ…

ନିଳାଦ୍ରୀ ଜାନୀଙ୍କ ବିୟୋଗରେ ରାଜ୍ୟ…

ଭୁବନେଶ୍ୱର: ଟିଡିସିସିର ପୂର୍ବତନ ଚେୟାରମେନ୍ ଏବଂ ୨ ଥର ଅବିଭକ୍ତ ଫୁଲବାଣୀ ଜିଲ୍ଲା ବିଜେପି ସଭାପତି ନିଳାଦ୍ରୀ ଜାନୀଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି…

ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଶିବସେନାର ଧମକ ପରେ କେନ୍ଦ୍ର ସରକାରଙ୍କର y+ ସୁରକ୍ଷା ଭିତରେ ମୁମ୍ବାଇ ପହଞ୍ଚିଛନ୍ତି କଙ୍ଗନା। କଙ୍ଗନାଙ୍କ ମୁମ୍ବାଇ ଆଗମନକୁ କ‌ଡ଼ା ବିରୋଧ କରିଛି ଶିବସେନା। ଶିବସେନା ସମର୍ଥକଙ୍କ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜ…

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ପ୍ରବାସୀ ଓଡ଼ିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଟ୍ରେନ୍ ଚଳାଚଳ କରିବା ପାଇଁ ଅନୁରୋଧ କରିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶାରୁ ଅହ୧ଦବାଦ ଏବଂ ସୁରତ ସମେତ ୩ଟି ସ୍ଥାନକୁ ସ୍ପେଶାଲ୍ ଟ୍ରେନ୍…