Odisha Link
Bridging the Missing Links in Odisha
Daily Archives

October 31, 2020

ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ…

ଭୁବନେଶ୍ୱର: ତିର୍ତୋଲ ଉପନିର୍ବାଚନରେ ଭୋଟରଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ଲାଗି ସରକାରୀ ପ୍ରଶାସନିକ ଅଧିକାରୀ ପ୍ରବର୍ତାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଥିବା ସମୟରେ ଏବେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୯୧୧…

ଭୁବନେଶ୍ଵର: ଦୀର୍ଘ ସାତ ମାସ ପରେ ଓଡ଼ିଶାରେ କରୋନା ସଂକ୍ରମଣ କମିବାରେ ଲାଗିଛି। ରାଜ୍ୟରେ ଦୈନିକ ସଂକ୍ରମଣ ତୂଳନାରେ ଆରୋଗ୍ୟସଂଖ୍ୟା ଅଧିକ ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୭୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୧୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ…

ଆସନ୍ତାକାଲି ଉନ୍ମୋଚନ ହେବ “ମୋ ଧାମ ମୋ…

ପୁରୀ: ପୁରୀକୁ ସ୍ୱଚ୍ଛ ଧାମ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ସ୍ୱଚ୍ଛତା ଅଭିଯାନ। “ମୋ ଧାମ ମୋ ଗର୍ବ” ନାମରେ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଆସନ୍ତାକାଲି ଏହାର ଲୋଗୋ ଉନ୍ମୋଚନ ଅନୁଷ୍ଠିତ ହେବ। ଆଗାମୀ ସପ୍ତାହେ ବ୍ୟାପି ସ୍ୱଚ୍ଛତା ନେଇ ପୌରସଂସ୍ଥା ଅଞ୍ଚଳରେ…

ରାୟଗଡ଼ା ଟ୍ରେନ ଦୁର୍ଘଟଣା ମାମଲା:…

ଭୁବନେଶ୍ୱର: ରେଳ ବିଭାଗ ତରଫରୁ ରାୟଗଡ଼ା ଟ୍ରେନ ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଷ୍ଟେସନ ପରିଚାଳକଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ଟେକ୍ନିସିଆନଙ୍କୁ ନିଲମ୍ବିତ କରାଯାଇଛି। ବହିଷ୍କୃତ ହୋଇଥିବା ଦୁଇ ଷ୍ଟେସନ ପରିଚାଳକ ହେଉଛନ୍ତି ସଞ୍ଜୟ ଟୋପୋ ଓ…

ଆତ୍ମହତ୍ୟା କଲେ ସିଆର୍‌ପିଏଫ୍‌ ଯବାନ

ଝାରସୁଗୁଡ଼ା: ନିଜ ସର୍ଭିସ ରିଭଲଭର୍‌ ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ସିଆର୍‌ପିଏଫ୍‌ ଯବାନ। ମୃତ ଯବାନଙ୍କ ନାମ କମଳା କାନ୍ତ ରୋହିଦାସ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର କମଳାକାନ୍ତ ୨୦୧୭ ମସିହାରେ ସିଆର୍‌ପିଏଫ୍‌ ରେ ଯୋଗଦେଇ ଝାଡଖଣ୍ଡରେ…

କରେନା: ରାଜଧାନୀରୁ ଆଉ ୮୧ ପଜିଟିଭ୍…

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଆଜି ଭୁବନେଶ୍ୱରରୁ ଆଉ ୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୫୩ରେ ପହଞ୍ଚିଛି। ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୯ ଜଣ ରହିଥିବା ବେଳେ ୬୨ ଜଣ…

ସୋଆ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା…

ଭୁବନେଶ୍ୱର: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଜନ୍ମ ବାର୍ଷିକି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଏନଏସଏସ ଶାଖା ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଇଛି। ସୋଆ କୁଳପତି ପ୍ରଫେସର…

ତିନି ଗୁଣା ନିଟ୍ ଲାଭ ବୃଦ୍ଧି କରିଛି…

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ଦ୍ୱିତୀୟ ତ୍ରୟମାସରେ ନିଟ୍ ଲାଭରେ ତିନି ଗୁଣା ବୃଦ୍ଧି ସହ ୨୮୪୪ କୋଟି ଟଙ୍କା ହାସଲ କରିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ କମ୍ପାନୀ ୯୯୦ କୋଟି ଟଙ୍କାର ନିଟ୍ ଲାଭ କରିଥିଲା।…

ଏଣିକି ଅନଲାଇନରେ ହେବ ବିଧାନସଭାର…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କାର୍ଯ୍ୟ ଶୈଳୀ ବଦଳୁଛି। ଏହାରି ମଧ୍ୟରେ ବଦଳିଛି ବିଧାନସଭାର କାର୍ଯ୍ୟକରିବାର ଶୈଳୀ। ଏଣିକି ବିଧାନସଭାର ସବୁ କାମ ଅନଲାଇନରେ ହେବା ନେଇ ନିଆଯାଇଛି ନିଷ୍ପତ୍ତି। ଏଥିପାଇଁ ପୂରା ବିଧାନସଭାକୁ ଇ-ବିଧାନସଭା କରାଯିବା ସହିତ ପୂରା ବିଧାନସଭାକୁ…

ରାଜଧାନୀରୁ ଜବତ ହେଲା ବ୍ରାଉନ ସୁଗାର

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣରୁ ଶନିବାର ଏସଟିଏଫ୍ ଟିମ୍ ବ୍ରାଉନ ସୁଗାର ଜବତ କରିଛି। ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ୧୭ ଲକ୍ଷ ଟଙ୍କା ହେବାର ଅନୁମାନ କରାଯାଉଛି। ଏଥିରେ ସଂପୃକ୍ତ ବାଲେଶ୍ୱରର ସେକ ହସିମ ବକ୍ସକୁ…