Odisha Link
Bridging the Missing Links in Odisha
Daily Archives

December 7, 2020

ମହାକାଶକୁ ‘ସ୍ପେସ୍‌ଏକ୍ସ’ର ବଡ଼ଦିନ…

କେପ୍ କାନାଭେରାଲ୍: ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ସ୍ପେଶ ଏକ୍ସ ତା’ର ଡ୍ରାଗନ ଶିପ୍‌ରେ ବଡ଼ଦିନ ଉପହାର ପଠାଇଛି। ବଡ଼ଦିନ ଉପହାର ସମେତ ୪୦ଟି ମୂଷା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରେରଣ କରିଛି। ବଡ଼ଦିନ ଖାଦ୍ୟପେୟ ଏବଂ ଉପହାର ବୋଝେଇ ହୋଇଥିବା ମହାକାଶଯାନ ଦ୍ୱିତୀୟ ‘ଡ୍ରାଗନ୍‌’ ସୋମବାର ଦିନ ଆନ୍ତର୍ଜାତିକ…

ମ୍ୟାଚ୍‌ ସମୟରେ ଅଭଦ୍ର ଭାଷା କହିଲେ ଏହି…

ସିଡନୀପାର୍କ: ପ୍ରଥମ ଟେଷ୍ଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଘରୋଇ ନ୍ୟୁଜିଲାଣ୍ଡ ଦଳ। ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜକୁ ଏକ ଇନିଂସ ଓ ୧୩୪ ରନରେ ପରାସ୍ତ କରିଛି। ଯାହାଫଳରେ ନ୍ୟୁଜିଲାଣ୍ଡ ଦଳ ୧-୦ରେ ଆଗୁଆ ରହିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଲରାଉଣ୍ଡରଙ୍କ ଉପରେ…

କରୋନାରେ ଚାଲିଗଲେ ଦିବ୍ୟା ଭଟ୍ଟନାଗର

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟକା। ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଛି। ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଛନ୍ତି ଦିବ୍ୟା। କିଛି ଦିନ ହେଲା ଦିବ୍ୟା ଭେଣ୍ଟିଲେଟରରେ ରହିଥିଲେ। ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ଗୁଲାବୋ ଭୂମିକାରେ ସେ ଅଭିନୟ…

ଆନ୍ଧ୍ର ପ୍ରଦେଶରେ ଅଜଣା ରୋଗ ଆତଙ୍କ:…

ହାଇଦ୍ରାବାଦ: ମହାମାରୀ କରୋନା ଭାଇରସରେ ସାରା ବିଶ୍ବବାସୀ ଅସ୍ତବ୍ୟସ୍ତ। ପୂର୍ବ ଅପେକ୍ଷା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଏସବୁ ମଧ୍ୟରେ ଆଉ ଏକ ଅଜଣା ରୋଗ ଆନ୍ଧ୍ର ପ୍ରଦେଶର ଏଲୁରୁରେ ବ୍ୟାପିବାରେ ଲାଗିଛି। ଯାହାଫଳରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଆତଙ୍କିତ…

କୋଭିସିଲ୍ଡର ବ୍ୟବହାର ପାଇଁ ଅନୁମତି…

ନୂଆଦିଲ୍ଲୀ: କରୋନା ଭାକସିନ୍ ନେଇ ସମସ୍ତେ ଅପେକ୍ଷାରେ। ଫାଇଜର ପରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି। ଏହାସହ ସେରମ ଇନଷ୍ଟିଚ୍ୟୁଟ୍ ଡିଜିସିଆଇ ସମ୍ମୁଖରେ ଆବେଦନ କରିଥିବା ପ୍ରଥମ ସ୍ୱଦେଶୀ କମ୍ପାନୀ ହୋଇଛି। ସୂଚନାନୁସାରେ, ସେରମ ଇନଷ୍ଟିଚ୍ୟୁଟ୍…

ରାଣୀ ଏଲିଜାବେଥ୍ ଓ ଯୁବରାଜ ଫିଲିପ୍‌…

ବ୍ରିଟେନ୍: ଇଂଲଣ୍ଡର ରାଣୀ ଦ୍ବିତୀୟ ଏଲିଜାବେଥ୍ ନେବେ କରୋନା ଟିକା। ଫାଇଜର ଟିକା ନେବେ ଦ୍ୱିତୀୟ. ଏଲିଜାବେଥ୍ ଏବଂ ଯୁବରାଜ ଫିଲିପ୍। ଜରୁରୀକାଳୀନ ଅନୁମତି ଦେବାପରେ କିଛି ସପ୍ତାହ ମଧ୍ୟରେ ସେମାନେ ଟିକା ନେବେ ବୋଲି ଜଣାପଡିଛି। ଟିକାକରଣ ପ୍ରତି ଲୋକମାନଙ୍କ ମଧ୍ୟରେ ଭରସା ବଢ଼ାଇବା ନିମନ୍ତେ ରାଣୀ…

ସୁର ବାବାଙ୍କ ପରଲୋକ

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି। ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଆଉ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଭୁବନେଶ୍ୱର…

ସକାଳୁ ଏକାମ୍ରକ୍ଷେତ୍ର ପ୍ରକଳ୍ପ…

ଭୁବନେଶ୍ୱର: ଆଜି ସକାଳୁ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି 5-T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍। ସେଠାରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି ପଣ୍ଡିଆନ୍ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ଜମି ଦେଇଥିବା ଦୋକାନଙ୍କ ପୁନଃ ଥଇଥାନ ପାଇଁ…

ପୁଣି ବଢ଼ିଲା ପେଟ୍ରୋଲ୍ ଏବଂ ଡିଜେଲ୍…

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ୍ ଏବଂ ଡିଜେଲ୍ ଦର। କରୋନା କାଳରେ ରେକର୍ଡ ଭାଙ୍ଗିଛି ତୈଳ ଦର। ପେଟ୍ରୋଲ୍ ଲିଟର ପିଛା କିଛି ସ୍ଥାନରେ ୮୪ ଟଙ୍କା ଟପିଥିବା ବେଳେ, ଡିଜେଲ୍ ମଧ୍ୟ ୮୦ଟଙ୍କା ଟପିଛି। ଲଗାତର ଦେଶରେ ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ। ତେଲ କମ୍ପାନୀଙ୍କୁ ପକ୍ଷରୁ ପୁଣି ଥରେ ପେଟ୍ରୋଲ ଓ…

ଆଜି ପ୍ରଦୀପଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର: ଆଜି ପ୍ରଦୀପଙ୍କ ଜାମିନ ଆବେଦନ ଶୁଣାଣି। ଅର୍ଥ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପଙ୍କ ଜାମିନ ଆବେଦନ ଉପରେ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଙ୍କ କୋର୍ଟରେ ଶୁଣାଣି ହେବ। ପୂର୍ବରୁ ଜାମିନ ପାଇଁ ପ୍ରଦୀପ ଏସ୍‌ଡିଜେଏମ୍‌ଙ୍କ…