Odisha Link
Bridging the Missing Links in Odisha
Daily Archives

December 7, 2020

ବିପୁଳ ପରିମାଣର ବନ୍ୟଜନ୍ତୁ ସାମଗ୍ରୀ…

ଢେଙ୍କାନାଳ: ଢେଙ୍କାନାଳ ବନ ବିଭାଗ ପକ୍ଷରୁ ବିପୁଳ ପରିମାଣର ବନ୍ୟଜନ୍ତୁ ସାମଗ୍ରୀ ଜବତ କରାଯାଇଛି। କପିଳାସ ଅଭୟାରଣ୍ୟରୁ ୨ ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି।ଏହାଛଡ଼ା ହାତୀ ଓ ବାରହା ଦାନ୍ତ, ଭାଲୁ ନଖ ଓ କଇଁଛ ଖୋଳ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣେ ସ୍କୁଲ ଶିକ୍ଷକଙ୍କ…

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ବର: କ୍ରମାଗତ କିଛି ଦିନ ହେବ ତୈଳ ଦର ବୃଦ୍ଦି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଅଡିନାରୀ ବସ୍‌ ଭଡ଼ା ୭୨ ରୁ ବଢ଼ି ୭୩ ପଇସା ହୋଇଛି। ସେହିପରି ଏକ୍ସ ପ୍ରେସ୍ ବସ୍‌ ଭଡ଼ା ବଢ଼ି କିଲୋମିଟର ପିଛା ୭୫ ପଇସାରୁ ୭୬ ପଇସା କରାଯାଇଛି। ଡିଲକ୍ସ ବସ୍‌ ଭଡ଼ା କିଲୋମିଟର…

ପରୀ ହତ୍ୟା ମାମଲା: ବିଜେପିର ଧାରଣାକୁ…

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗରେ ବିଜେପିର ଧାରଣାକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପିପିଲିଠୁ କୁନ୍ଦୁଲି ଯାଏଁ ମାମଲାରେ ବିଜେପି ଏମିତି ପ୍ରତିବାଦ କରିଥିଲା କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ରାଜ୍ୟରେ ବିଜେପି ଓ ବିଜେଡି ସମ୍ପର୍କ ମଧୂର, ସେମାନେ…

ଲୁଟେରା ଗ୍ୟାଙ୍ଗ୍ ଠାବ, ୧୦୨ ମୋବାଇଲ ଜବତ

ଭୁବନେଶ୍ୱର: ସହିଦନଗର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଭୁବନେଶ୍ୱରର ସହିଦନଗରରୁ ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ପୋଲିସ ଠାବ କରିବାରେ ସକ୍ଷମ ହୋଇଛି। ଲୁଟେରା ଗ୍ୟାଙ୍ଗ୍‌ ଠାରୁ ୧୦୨ଟି ମୋବାଇଲ ଜବତ କରାଯାଇଛି। ଏହି ଘଟଣାରେ ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ଚୋରା ମୋବାଇଲ୍ କିଣିଥିବା ୮୨ ଜଣଙ୍କୁ ତଦନ୍ତ…

ଭାରତ ବନ୍ଦକୁ କଂଗ୍ରେସର ପୂର୍ଣ୍ଣ…

ଭୁବନେଶ୍ୱର: ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରାକୁ…

ରାଜ୍ୟରେ କରୋନା: ୩୬୮ ଆକ୍ରାନ୍ତ, ୭ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୨ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୫୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…

ଭାରତ ବନ୍ଦକୁ ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ବ୍ୟାପକ ଓ ତୀବ୍ର ହେବାରେ ଲାଗିଛି ହେବାରେ ଲାଗିଛି। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତବନ୍ଦ ଡାକରା…

ପିିପିଇ କିଟ୍ ଓ ମାସ୍କ ଦୁର୍ନୀତି ମାମଲା:…

ଭୁବନେଶ୍ୱର: ପିିପିଇ କିଟ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ପୁଣି ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। ପ୍ରାକ୍ତନ କ୍ରୟ କମିଟି ମୁଖ୍ୟ ଆଇଏଏସ ହେମନ୍ତ ଶର୍ମା ଓ ଔଷଧ ନିଗମ ଅଧ୍ୟକ୍ଷା ଆଇଏଏସ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି। ଆଜି…

ଏନ୍‌କାଉଣ୍ଟର୍‌ ପରେ ଦିଲ୍ଲୀରୁ ୫…

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ସହ ଗୁଳି ବିନିମୟ ପରେ ଗିରଫ ହୋଇଛନ୍ତି ୫ ସନ୍ଦିଗ୍ଧ ଆତଙ୍କବାଦୀ। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ନିର୍ଦ୍ଦେଶରେ ସେମାନେ ଦିଲ୍ଲୀରେ ପହଞ୍ଚିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି। ସୋମବାର ସକାଳେ ନୂଆଦିଲ୍ଲୀର ଶକରପୁର ଅଞ୍ଚଳରୁ ଅନ୍ୟୂନ ୫ଜଣ ଆତଙ୍କବାଦୀଙ୍କୁ…

ଦିଲ୍ଲୀରେ ଏନକାଉଣ୍ଟର: ବିପୁଳ ପରିମାଣର…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଶକରପୁରରେ ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୁଲିସ। ଧରାପଡିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ପଞ୍ଜାବ ଓ ତିନିଜଣ କଶ୍ମୀରର ବୋଲି ଜଣାପଡ଼ିଛି। ଡିସିପି ସ୍ପେଶାଲ ସେଲ୍ ପ୍ରମୋଦ କୁଶଓ୍ବାହ…