Odisha Link
Bridging the Missing Links in Odisha
Daily Archives

December 7, 2020

ଟ୍ରକ୍ ଦୁର୍ଘଟଣାରେ ଚାଳକ ଓ ହେଲପର…

କାଶୀପୁର: ରାୟଗଡା ଜିଲା ଅନ୍ତର୍ଗତ କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତର ବତ୍ରିବାଲି ଘାଟି ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଟ୍ରକ୍ ଦୁର୍ଘଟଣାଗସ୍ତ ହୋଇ ଗାଡିଚାଳକ ଏବଂ ହେଲପରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

ମୂଲ୍ୟବାନ ରତ୍ନ ପଥର ଜବତ କଲା ଏସଟିଏଫ…

ରାୟଗଡ଼ା: ରାୟଗଡ଼ାରେ ମୂଲ୍ୟବାନ ରତ୍ନ ପଥର ଜବତ କରିଛି ଏସଟିଏଫ ଟିମ। ରତ୍ନ ପଥରଟି ପ୍ରାୟ ୧୫୩ କିଲୋଗ୍ରାମ୍ ଓଜନର ହୋଇଥିବାର ଖବର ମିଳିଛି। ସହରର ଜଗନ୍ନାଥ କମ୍ପ୍ଲେକ୍ସରେ ଚଢ଼ଉ କରିଥିଲେ ଟିମ । ପରେ ଜଣେ ବ୍ୟକ୍ତିଙ୍କ ଘରୁ ଏହି ରତ୍ନ ପଥର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା…

ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଲୋକାୟୁକ୍ତ ତଦନ୍ତ କରିବେ। ଏହି ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଛନ୍ତି। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ରାଜ୍ୟ ସରକାର ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା ସୁପାରିସ…

ବରିଷ୍ଠ ଅଭିନେତା ଦିଲୀପ କୁମାର ଅସୁସ୍ଥ

ମୁମ୍ବାଇ: ବଲିଉଡ ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାର ହୋଇନଥିବା ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି। ସାୟରା ବାନୋ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ଗତ କିଛି ବର୍ଷ ହେଲା ଦିଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ସେ ବେଶ ଦୁର୍ବଳ ହୋଇପଡିଛନ୍ତି। ତାଙ୍କର ରୋଗ ପ୍ରତିରୋଧକ…

ଏବେ ନୁହେଁ ୟୁଜି, ପିଜି ପରୀକ୍ଷା

ଭୁବନେଶ୍ୱର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସ୍ଥିତିର ସୁଧାର ଆସିନାହିଁ। ଚଳିତ ବର୍ଷ କରୋନା ପାଇଁ ହେବନି କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା। ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର…

ଚାଷୀଙ୍କ ସମର୍ଥନରେ ପୁରସ୍କାର ଫେରାଇବାକୁ…

ନୂଆଦିଲ୍ଲୀ: ଦେଶରେ କୃଷି ଆଇନ ବିରୋଧ ଜୋର ଦାର ହେବାରେ ଲାଗିଛି। କୃଷକଙ୍କ ସମର୍ଥନରେ ରାଜନୈତିକ ଦଳଠୁ ନେଇ ଏବେ ସାହିତ୍ୟ ଓ ମନୋରଞ୍ଜନ ଜଗତର ହସ୍ତି ମାନେ ମଧ୍ୟ ସପକ୍ଷରେ ଠିଆ ହୋଇଛନ୍ତି। କୃଷକଙ୍କୁ ସମର୍ଥନ କରି ଆଥଲେଟ୍‌ ମାନେ ଆଗକୁ ଆସିଛନ୍ତି। ରବିବାର ବକ୍ସର ବିଜେନ୍ଦର ସିଂହ ନୂତନ କୃଷି ଆଇନ…

କରୋନା କାଳ ଚକ୍ରରେ ଅଭିନେତ୍ରୀ ତନାଜ

ମୁମ୍ବାଇ:  କରୋନା କାଳର ଚକ୍ରରେ ପୁଣି ପଡ଼ିଯାଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଅପନା ଭି ଟାଇମ୍ ଆଏଗାର ଅଭିନେତ୍ରୀ ତନାଜ ଈରାନୀ । ସେ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି। ଏହା ସହିତ ସେ ପ୍ରାର୍ଥନା କରିଛନ୍ତି ଯେ ତାଙ୍କ ସହିତ ଆଉ କେହି ସଂକ୍ରମିତ ନ ହୁଅନ୍ତୁ। ତନାଜ ଲେଖିଛନ୍ତି…

ଲୁଟେରା ଗ୍ୟାଙ୍ଗ୍ ଠାବ କଲେ ପୁଲିସ

ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ଦୁବୃତ। ତେବେ ପୁଲିସ ଭୁବନେଶ୍ୱରର ସହିଦନଗରରୁ ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ପୋଲିସ ଠାବ କରିବାରେ ସକ୍ଷମ ହୋଇଛି।  ଏହି ଘଟଣାରେ ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ୧୦୨ଟି ମୋବାଇଲ ଜବତ କରାଯାଇଛି। ତେବେ ଚୋରା ମୋବାଇଲ୍ କିଣିଥିବା ୮୨ ଜଣଙ୍କୁ…

ପିପିଇ କିଟ୍ ପିନ୍ଧି ବିବାହ କଲେ ବର…

ରାଜସ୍ଥାନ: କରୋନା ମହାମାରୀ ସମୟରେ ସୀମିତ ଅତିଥୀଙ୍କୁ ନେଇ ବିବାହ ଉତ୍ସବ ହେଉଥିବା ବେଳେ ଏକ ଅଦ୍ଭୁତ ବିବାହ ସାମନାକୁ ଆସିଛି। ପିପିଇ କିଟ୍ ପିନ୍ଧି ବିବାହ କରିଛନ୍ତି ବର କନ୍ୟା। ଏଭଳି ବିବାହ ରାଜସ୍ଥାନର ବାରା କେଲଓ୍ବାଡା କୋଭିଡ୍ କେନ୍ଦ୍ରରେ ହୋଇଛି। ଏହି ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ…

ସ୍କୁଲ ଫି’ ମାମଲା, ସତ୍ୟପାଠ ଦାଖଲ କଲେ…

କଟକ: ଆଜି ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ହ୍ରାସ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଫି’ ନିୟନ୍ତ୍ରଣ କରିବାର କ୍ଷମତା ସରକାରଙ୍କର ନାହିଁ ବୋଲି ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏଥିସହ ସହ ଏହି ମାମଲାର ଶୁଣାଣି…