Odisha Link
Bridging the Missing Links in Odisha
Daily Archives

February 23, 2021

Fact Check: ନୀଳମାଧବ ପଣ୍ଡାଙ୍କ ଓସ୍କାର…

ଭୁବନେଶ୍ବର: କେବଳ ଓଡ଼ିଶାର ନୁହେଁ, ବର୍ତ୍ତମାନ ସମୟରେ ସର୍ବଭାରତୀୟ ସ୍ତରରେ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଜଣେ ଚଳଚ୍ଚିତ୍ର ନିର୍ମାତା ଭାବେ ବେଶ୍‌ ପ୍ରସିଦ୍ଧ। ତାଙ୍କର ଭିନ୍ନ ଶୈଳୀର ସିନେମା ଓ ଏ ସଂକ୍ରାନ୍ତୀୟ ସଫଳତା ନେଇ ଓଡ଼ିଶାବାସୀ ଗର୍ବ ଅନୁଭବ କରନ୍ତି। ତାଙ୍କ ନିର୍ମିତ ସଦ୍ୟ ଓଡ଼ିଆ ଚଳଚ୍ଚିତ୍ର…

୧୨ତମ ବାର୍ଷିକ ଉତ୍ସବ ପାଳନ କଲା ଖିମଜୀ…

ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ଓ ୮୪ ବର୍ଷର ଅଭିଜ୍ଞତା ଥିବା ଖିମଜୀ ଜୁଏଲର୍ସ ଭୁବନେଶ୍ୱରରେ ଏହାର ପ୍ରତିଷ୍ଠିତ ୬୨୧ ଜନପଥ ଷ୍ଟୋରର ୧୨ତମ ବାର୍ଷିକୀ ପାଳନ କରିଛି। ଏହି ଅବସରରେ ହଲମାର୍କ ସୁନା ଅଳଙ୍କାରର ଗଢା ମୂଲ୍ୟ ଉପରେ ଫ୍ଲାଟ୍ ୫୦% ରିହାତି, ସ୍ୱିକୃତି ପ୍ରାପ୍ତ ହୀରା…

୧୪ ବର୍ଷର ନାବାଳିକାକୁ ବାହାହେଲେ ୬୨…

ବଲୁଚିସ୍ତାନ: ୧୪ ବର୍ଷର ନାବାଳିକାକୁ ବାହାହେଲେ ୬୨ ବର୍ଷୀୟ ସାଂସଦ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ବଲୁଚିସ୍ତାନ ଚିତ୍ରାଲର ଜମିୟତ ଉଲେମା-ଏ-ଇସ୍ଲାମ ସାଂସଦ ମୌଲାନା ସଲାହଉଦ୍ଦିନ ଅୟୁବୀଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୬୨ ବର୍ଷ ବୟସ୍କ ସାଂସଦ ଗତବର୍ଷ…

ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମଣ୍ଡିରେ ପାଖାପାଖି ଚାଷୀଙ୍କ ୫ ଲକ୍ଷ ବସ୍ତା ଧାନ ପଡ଼ିରହିଛି, ସରକାରଙ୍କ ଠାରୁ ଟୋକନ ପାଇବା ପରେ ମଣ୍ଡିରେ ଚାଷୀ ଧାନ ପକାଇଥିଲେ ମଧ୍ୟ ରାଜ୍ୟ ସରକାର ଏକ ମାସ ସମୟ କାଳ ମଧ୍ୟରେ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇ ପାରିଲେ ନାହିଁ। ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ…

ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ। ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ ମିଳିଛି। ବିଶ୍ୱବିଦ୍ୟାଳୟର ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ…

୪ ଥର ବିବାହ କରି ଧରାପଡ଼ିଲେ ମିଛ କନିଆ

କଳାହାଣ୍ଡି: ବେଶ୍‌ ଧୁମ୍‌ଧାମ୍‌ରେ ଚାଲିଥିଲା ବାହାଘର ଆଉ ଭୋଜି ଭାତର ଆସର। ହେଲେ ସମସ୍ତଙ୍କୁ ଅଗୋଚର ଥିଲା ଏହା ପରର ପରିଣତି। ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ସତସତିକା କିନିଆ ସାଜି ଧୋକା ଦେଉଥିଲା କନିଆ। ଥରେ କି ଦୁଇ ଥର ନୁହେଁ ୪ ଥର ବିବାହ କରି ଧରାପଡ଼ିଛି ମିଛ କନିଆ। ଏହି ଘଟଣାରେ କନିଆକୁ…

ଭୋଟ ପାଇଁ ବିଜେଡ଼ିର ବିକାଶ ଯୋଜନା:…

ପିପିଲି: ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି। ଏହାର ସାମଗ୍ରିକ ଉନ୍ନତି ପାଇଁ ୬୭.୬୮ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କେବଳ ପିପିଲି ଉପନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି…

ବଢ଼ିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ସୁନା ଦର କ୍ରମାଗତ ଭାବେ ହ୍ରାସ ପାଇବା ପରେ ପୁଣି ବଢ଼ିଲା ସୁନା ଦର। ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ମଜ୍‌ବୁତ୍‌ ସ୍ଥିତି ଭିତରେ ସରଫା ବଜାରରେ ସୁନାର ଦାମ୍‌ରେ ୩୩୭ଟଙ୍କା ବୃଦ୍ଧି ହୋଇଛି। ଫଳରେ ସୁନା ଦର ଦଶ ଗ୍ରାମ ପିଛା ମୂଲ୍ୟ…

ଟିକା ନନେଲେ ସୁବିଧା ରଦ୍ଦ!

ଭୁବେନେଶ୍ବର: ରେଜିଷ୍ଟ୍ରେସନ କରି ଟିକା ନନେଲେ ହରାଇବେ ଯାବତୀୟ ସୁବିଧା। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ। ସବୁ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ତାଗିଦ କରିବାକୁ ଜିାଲ୍ଲାପାଳଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆ ଯାଇଛି। ଏହା ସହିତ ରେଜିଷ୍ଟ୍ରେସନ କରି…

ବିଷ ବଳୟରେ ୭ ସହର

ଭୁବନେଶ୍ବର: ରାଜ୍ୟର ୭ଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି। ତେଣୁ ଏହାକୁ ନନ୍-ଆଟେନମେଣ୍ଟ ସିଟିର ଆଖ୍ୟା ଦିଆଯାଇଛି। ଏହି ସହରର ବାୟୁମଣ୍ଡଳରେ ଦିନ ୧୦ଟାରୁ ୨…