Odisha Link
Bridging the Missing Links in Odisha
Daily Archives

February 23, 2021

ବିଧାନସଭା: ତେଲ ଦର ବୃଦ୍ଧିକୁ ନେଇ…

ଭୁବନେଶ୍ବର: ବିଧାନସଭାରେ ଆଜି ତେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା କରାଯାଇଛି। ଆଜି ତେଲ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ବିଜେଡ଼ି-ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ତେଲ ଦର କଂଗ୍ରେସ ସମୟରେ କମ୍ ଥିଲା ମୋଦି ସରକାରଙ୍କ ସମୟରେ ବଢ଼ିଲା। ମହାମାରୀ ସମୟରେ…

ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ଫଟୋ…

ମୁମ୍ବାଇ: ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ଫଟୋ ଭାଇରାଲ୍‌। ଗତକାଲି ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ କରୀନା କାପୁର ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଆଜି ନିଜର ନବଜାତ ପୁତ୍ରକୁ ଘରକୁ ନେଇଛନ୍ତି ସୈଫ୍‌ ଅଲ୍ଳୀ ଖାନ୍‌ ଓ କରୀନା କପୁର୍‌। କରୀନାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ…

ସାବଧାନ! ପର୍ଣ୍ଣ ଭିଡ଼ିଓ ଦେଖିଲେ ଆସିବ…

ଲକ୍ଷ୍ନୌ: ଅପାଣ ପର୍ଣ୍ଣ ଭିଡ଼ିଓ ଦେଖିଛନ୍ତି କି? ଯଦି ହଁ ତାହେଲେ ହେଇଯାଆନ୍ତୁ ସାବଧାନ ଦେଖୁଥିଲେ ସାବଧାନ। ଏଣିକି ପର୍ଣ୍ଣ ଦେଖିଲେ ପୋଲିସ ପଠାଇବ ମେସେଜ। ଅନଲାଇନରେ ପର୍ଣ୍ଣ ଦେଖୁଥିବା ଲୋକଙ୍କ ଉପରେ ପୋଲିସ ରଖିଛି ତୀକ୍ଷ୍ଣ ନଜର। ଡାଟାର ଅପବ୍ୟବହାର କରି ଲୋକେ ଇଣ୍ଟରନେଟରେ କଣ ଦେଖୁଛନ୍ତି ତା ଉପରେ…

ଟୁଲ୍‌କିଟ୍‌ ମାମଲା: ଦିଶା ରବିଙ୍କୁ…

ନୂଆଦିଲ୍ଲୀ: ଟୁଲ୍‌କିଟ୍‌ ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍‌ ହାଇକୋର୍ଟଙ୍କ ସ୍ୱତନ୍ତ୍ର ଅଦାଲତ ୨୧ ବର୍ଷୀୟ ପର୍ଯ୍ୟାବରଣ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ଜାମିନ୍‌କୁ ମଞ୍ଜୁର‌ କରିଛନ୍ତି। ଅଦାଲତ ଶନିବାର ଦୁଇ ପକ୍ଷର ଯୁକ୍ତିକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଅତିରିକ୍ତ ଦୈରା ଜର୍ଜ…

ଭାରତରେ ୨୦୨୫ ସୁଦ୍ଧା ଯକ୍ଷ୍ମା…

ଭୁବନେଶ୍ୱର: ୨୦୨୫ ସୁଦ୍ଧା ଦୁଃସାଧ୍ୟ ବ୍ୟାଧି ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟି.ବି)ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ ବ୍ୟବହୃତ ନ୍ୟୁକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିନାଟ) ମେସିନ୍‌ର ବ୍ୟବହାର ଖୁବ୍…

ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ…

ଭୁବନେଶ୍ବର: ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ। ହୃଦଘାତ ଯୋଗୁଁ ବିମଳଲୋଚନ ଦାସଙ୍କ ପରଲୋକ ହୋଇଥିବା ନେଇ ଜଣାପଡିଛି। ବାରିପଦା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ବିଭିନ୍ନ ଦଳର ନେତା, ସମାଜସେବୀ ଏବଂ ଜିଲ୍ଲାର ଅନେକ ଲୋକ…

ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଆହତ

କେନ୍ଦୁଝର: ଓଲଟିଲା ଯାତ୍ରୀବାହୀ ବସ୍। ଏନଏଚ-୨୦ କାଳିପ୍ରସାଦ ନିକଟରେ ଏକ ଘରୋଇ ବସ୍ ଓଲଟି ଦୁର୍ଘଟଣା ଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ଯୋଡାରୁ ଯାତ୍ରୀଙ୍କୁ ନେଇ ଚମ୍ପୁଆ ଅଭିମୁଖେ ଆସୁଥିଲା ସମୟରେ ଏନଏଚ-୨୦ କାଳିପ୍ରସାଦ ନିକଟରେ ବସ୍ ଓଲଟି ପଡିଥିଲା। ବସ୍‌ଟିର ନାମ…

ଡକାୟତି କରି ଜେଲ ଗଲେ ପୂର୍ବତନ ବିଧାୟକ

ଫୁଲବାଣୀ: ଡକାୟତି ମାମଲାରେ ଗିରଫ ହୋଇଛନ୍ତି ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ଫୁଲବାଣୀର କାଟ୍ରିଙ୍ଗିଆ ଏବଂ କାଟ୍ରାମାଲା ରାସ୍ତାରେ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କୁ ଧମକାଇବା ସହ ତାଙ୍କଠାରୁ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗତ ୧୧ ତାରିଖରେ ଫୁଲବାଣୀ ଥାନାରେ ଅଭିଯୋଗ…

ଚଳନ୍ତା ଗାଡ଼ିରେ ମହିଳାଙ୍କୁ ଦୁଷ୍କର୍ମ

ମଧ୍ୟପ୍ରଦେଶ: ନିର୍ଭୟା ମାମଲାର ପୁନରାବୃତ୍ତି। ଚଳନ୍ତା ଗାଡ଼ିରେ ମହିଳାଙ୍କୁ ଦୁଷ୍କର୍ମ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଜଣେ ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରାଯାଇଛି। ମହିଳାଙ୍କୁ ଜଣେ ଯୁବକ ବାହାନା କରି ଗାଡ଼ିରେ ବସାଇବା ପରେ ଦୁଷ୍କର୍ମ କରିଥିଲେ। ପରେ ମହିଳାଙ୍କୁ…

ମମତାଙ୍କ ପୁତୁରାଙ୍କ ଘରେ ସିବିଆଇ ଟିମ୍

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ ସିବିଆଇ। କୋଇଲା ଦୁର୍ନିତୀ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ଆଜି ସିବିଆଇ ଟିମ୍ ପହଞ୍ଚିଛନ୍ତି। ସିବିଆଇ କୋଇଲା ଦୁର୍ନିତୀ ମାମଲାରେ ଅଭିଷେକଙ୍କ ଧର୍ମପତ୍ନୀ ରୁଜିରା ନରୁଲାଙ୍କୁ ପଚରାଉଚରା କରୁଛି।…