Odisha Link
Bridging the Missing Links in Odisha
Daily Archives

February 23, 2021

ବ୍ୟାସ ସରୋବର ମହୋତ୍ସବ ବନ୍ଦ

ଯାଜପୁର: ଚଳିତ ବର୍ଷ ଯାଜପୁରରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ମେଳା ବନ୍ଦ ରହିବ। କରୋନାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ପୀଠରେ ରିତିନିତି ଅନୁସାରେ ଆରମ୍ଭ ହେବ। ଏହା ସହ ମେଳାରେ କୌଣସି ଦୋକାନ ଓ ବଜାର ପଡିବ…

ପଶ୍ଚିମବଙ୍ଗ ନିର୍ବାଚନ: ମେଣ୍ଟିଲା ବାମଦଳ…

କଲିକତା: ମାତ୍ର ଆଉ କିଛିଦିନ ମଧ୍ୟରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରିପାରନ୍ତି। ଏହାରି ମଧ୍ୟରେ ନିର୍ବାଚନକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନରେ ଅନ୍ୟ ଏକ ମେଣ୍ଟ ବାମଦଳ ଓ କଂଗ୍ରେସ ନିର୍ବାଚନୀ ମୈଦାନକୁ…

ତୈଳ ଦର ବୃଦ୍ଧି ନେଇ ଏପରି କହିଲେ…

ଭୁବନେଶ୍ୱର: ଦେଶରେ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ତୈଳ ଦର ବୃଦ୍ଧିର ପ୍ରଭାବ ସବୁ ଜିନିଷ ଉପରେ ପଡିଛି। ସାଧାରଣ ଖାଉଟୀ ନାହିଁ ନଥିବା ହାଇରାଣ ହେଉଛନ୍ତି। ଏନେଇ ଆଜି ପ୍ରତିକ୍ରିୟା ଦେଇ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ତେଲ ଦର ବଢ଼ିବା ସାମୟିକ। ଏହା ଶୀଘ୍ର…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା:…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ କମିଶନରେଟ ପୁଲିସ ଗିରଫ କରିଛି। ଏହି ପ୍ରସଙ୍ଗରେ ସିବିଆଇର ୨ ଜଣିଆ ଟିମ୍ ପୁଲିସ କମିଶନର ସୁଧାଂଶୁ ଷଢଙ୍ଗୀଙ୍କ ସହ ଭେଟିଛନ୍ତି। ସିବିଆଇର ଜଣେ ଅଧିକାରୀ ଓ ଜଣେ ଓକିଲ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ…

ଶ୍ରମିକଙ୍କ ସମସ୍ୟାକୁ କେନ୍ଦ୍ର ସରକାରଙ୍କ…

ଭୁବନେଶ୍ୱର : ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଗସ୍ତ ସମୟରେ ଏଫସିଆଇ ପ୍ରୋଜେକ୍ଟକୁ ୧୦ ହଜାର କୋଟି ଏବଂ ଟିଟିପିଏସ ପ୍ରୋଜେକ୍ଟକୁ ୯,୫୦୦ କୋଟି ଟଙ୍କା ଅନୁଦାନ କରିଥିଲେ । କିନ୍ତୁ ରାଜ୍ୟ ସରକାର ଟିଟିପିଏସ ପ୍ରକଳ୍ପକୁ ଅନୁମତି ଦେଇନଥିଲେ। ଯାହାଫଳରେ ଟିଟିପିଏସର ୬୬ × ୨…

ଗରିବ ଲୋକଙ୍କ ମୁହଁରେ ହସ ମୋତେ ସବୁଠାରୁ…

ପୁରୀ: ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପାଳନ କରୁଛ। ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧୀଜୀ ପ୍ରଥମେ ଓଡିଶା ଆସିଥିଲେ । ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏହିଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଭାଗ ନେଇଥିଲେ। ଗାନ୍ଧୀଜୀଙ୍କ ଆଦର୍ଶ ସବୁବେଳେ, ବିଶେଷ କରି…

କଟକରେ ନକଲି ସିମେଣ୍ଟ ଜବତ

କଟକ: ପୁଣି କଟକରୁ ନକଲି କାରଖାନ ଠାବ। ନକଲି ସିମେଣ୍ଟ କାରଖାନାର ଗୋଦାମ ଘରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ ମଧ୍ୟ କରାଯାଇଛି। ପ୍ରକାଶ ଯେ, କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ…

୨୨ ବର୍ଷ ହେଲା ସେ ଘରକୁ ଫେରି ନାହାନ୍ତି:…

କଟକ : “୨୨ ବର୍ଷ ଧରି ବିବନ୍‌ ଘରକୁ ଫେରି ନାହାନ୍ତି। ତାଙ୍କ ସହ ସମ୍ପର୍କ ତିକ୍ତ କରି ସାରିଛୁ।” ଏପରି ପ୍ରତିକ୍ରିୟା ଦେଇଛନ୍ତି ବିବନ୍ ବିଶ୍ୱାଳଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ୱାଳ। ଗୀତାଞ୍ଜଳି କହିଛନ୍ତି, “୨୨ ବର୍ଷ ହେଲା ସେ ଯାଇଥିବା ବେଳେ କେବେ ବି ଘରକୁ ଆସିନାହାନ୍ତି। ଘର ସହ ତାଙ୍କର କୌଣସି…

ମାଉଜର ଦେଖାଇ ଲୁଟ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗ୍ରାମ ନିକଟରେ ଲୁଟ୍। ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଲେ ଦୁର୍ବୃତ୍ତ। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହୁମ୍ମାରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ…

ରାଜ୍ୟରେ କରୋନା: ୬୨ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୬୭ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭ ଜଣ…