Odisha Link
Bridging the Missing Links in Odisha

ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍ ଯବାନ

କୋରାପୁଟ : ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍ ଯବାନ। ଆଜି କମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ।

ପ୍ରକାଶ ଯେ, କୋରାପୁଟ ଜିଲ୍ଲାର ନାରାୟଣପାଟଣାରୁ ଏହି ବିସ୍ଫୋରକ ଜବତ କରାଯାଇଛି। ଯବାନମାନେ ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ ପେଲେଟ୍, ବିଦ୍ୟୁତ ତାର, ୨.୫ କେଜି ଗନ ପାଉଡର ଆଦି ଜବତ କରିଛନ୍ତି। ପିଣ୍ଟାପଦର ଜଙ୍ଗଲରେ କମ୍ବିଂ ବେଳେ ସମସ୍ତ ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାଯାଇଛି।

Comments are closed.