Odisha Link
Bridging the Missing Links in Odisha
Daily Archives

March 4, 2021

କାଲି ସ୍କୁଲ୍‌ ଓ କଲେଜ ଛୁଟି, ଜାଣନ୍ତୁ…

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ପଞ୍ଚାୟତିରାଜ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ସମସ୍ତ…

ବନଜାତ ଦ୍ରବ୍ୟ ଆନ୍ତର୍ଜାତୀୟ ସ୍ତରରେ…

ଭୁବନେଶ୍ୱର: ସାଧାରଣ ଜନତାଙ୍କ ମୈାଳିକ ଆବଶ୍ୟକତାକୁ ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ମୋଦି ସରକାର କେନ୍ଦ୍ରରୁ ବିପୁଳ ଅର୍ଥ ଦେବା ସତ୍ୱେ ବାସଗୃହ, ଶୈାଚାଳୟ, ପାନୀୟ ଜଳ ଭଳି ମୈାଳିକ ଆବଶ୍ୟକତାରୁ ବହୁ ଦୂରରେ ଅଛନ୍ତି କନ୍ଧମାଳ ଜିଲ୍ଲାବାସୀ। ପଛୁଆ ଜିଲ୍ଲା ଭାବେ ପରିଗଣିତ…

ଧବଳେଶ୍ବର ମନ୍ଦିରରେ ଜାଗର ଯାତ୍ରା ବନ୍ଦ,…

କଟକ: କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଚଳିତବର୍ଷ ଜାଗର ଯାତ୍ରା ହୋଇପାରିବ ନାହିଁ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ଆଜି ଏକ ବୈଠକରେ ଆଲୋଚନା ଶେଷ ହେବା ପରେ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି।…

ନିଜ ମାଲିକକୁ ଛୁରି ଭୁସି ହତ୍ୟା କଲା…

ହାଇଦ୍ରାବାଦ: ନିଜ ମାଲିକକୁ ମାରି ହତ୍ୟାକରୀ ସାଜିଲା ଗଞ୍ଜା। ହତ୍ୟା ମାମଲାରେ ଏବେ ଗଞ୍ଜାକୁ ଥାନାରେେ ଅଟକ ରଖିଛି ପୁଲିସ। ଏକଥା ଆପଣଙ୍କ ଅବିଶ୍ବାସ ଲାଗିଲେ ବି ସତ। ଏମିତି ଏକ ଖବର ଆସିଛି ତେଲେଙ୍ଗାନାର ଜଗତିୟାଲ ଜିଲ୍ଲା ଲିଥୁନୁର ଗାଁରୁ। ମିଳିଥିବା ସୂଚନା ମୁତାବିକ, ଫେବ୍ରୁଆରୀ ୨୨ ତାରିଖରେେ…

କରୋନା ଟିକା ନେଲେ‌ ରାଜ୍ୟପାଳ‌

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କରୋନା‌ ଟିକା ନେଇଛନ୍ତି। ଆଜି ରାଜଭବନ ହସ୍‌ପିଟାଲ୍‌ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଟିକା ଗ୍ରହଣ କରିଛନ୍ତି। ଏକ କୋଭିଡ୍‌ ମୁକ୍ତ ଓଡ଼ିଶା ଗଠନ ନିମନ୍ତେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆହ୍ବାନ…

କ୍ରିକେଟ୍‌ ପରେ ରାଜନୀତିକୁ ଏଣ୍ଟ୍ରୀ…

ଭୁବନେଶ୍ବର: ଆପଣ ସତ କହିଲେ ଅପ୍ରିୟ ହେବା ନିଶ୍ଚିିତ। ମୁଁ ସତ କହିଲେ ଲୋକେ ମୋର ଆଟିଟ୍ୟୁଡ୍‌ ପ୍ରୋବ୍ଲେମ୍‌ କୁହନ୍ତି। ଏପରିକି ସତ କହି ମୁଁ ଟିମ୍‌ରୁ ଡ୍ରପ୍‌ ହୋଇଛି। ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ସାଂସଦ ଓ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଗୌତମ ଗମ୍ଭୀର। ଭୁବନେଶ୍ବରରେ…

ବାଇକ୍‌ ଉପରେ ମାଡ଼ିଗଲା ଯାତ୍ରୀବାହୀ…

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ା ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଏହି ଦୁର୍ଘଟଣାରେ ତିନି ମୃତ, ଜଣେ ଗୁରୁତର ଆହତ ହୋଇଛନ୍ତି। ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ବାଇକ୍ ଉପରେ ମାଡ଼ି ଯାଇଛି। ମୃତକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି। ଦୁର୍ଘଟଣା…

ରେଲୱେ ବ୍ରିଜ୍ ତଳୁ ଶିଶୁକନ୍ୟାର ମୃତଦେହ…

ଗଞ୍ଜାମ: ଛତ୍ରପୁର ଅନ୍ତର୍ଗତ ବଡ଼ଶଙ୍ଖ ନିକଟରେ ଅଭାବନୀୟ ଘଟଣା ଘଟିଛି। କନ୍ୟାସନ୍ତାନକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗୋଟିଏ ଛୋଟ ଝିଅର ମୃତ ଦେହ କିଛି ସ୍ଥାନୀୟ ଲୋକ ପ୍ରଥମେ ଦେଖିଥିଲେ। ବଡ଼ଶଙ୍ଖ ଦେଇ ଯାଇଥିବା ରେଳ ବ୍ରିଜ୍‌ ପାଖରେ ଏହି ଝିଅଟିକୁ କେହି…

ପୁଣି ବଢିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତୈଳଦର ବୃଦ୍ଧି ଯୋଗୁଁ ପୁଣି ବଢ଼ିଛି ବସ୍ ଭଢ଼ା। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ ଭଡ଼ା ଥିଲା ୮୦ ପଇସା, ହେଲା ୮୫ ପଇସା। ଠିକ୍‌ ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ଥିଲା ୮୪ ପଇସା, ହେଲା ୮୯ ପଇସା।…

କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ କରିବେ…

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଆର୍ସେଲର ମିତ୍ତଲ ଏହି ଷ୍ଟିଲ୍‌ ପ୍ଲାଣ୍ଟ କରିବ। ଏହି ପ୍ଲାଣ୍ଟରୁ ବାର୍ଷିକ ୧୨ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବ। ଏଥିପାଇଁ ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଏହି କମ୍ପାନୀ। ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ…