Odisha Link
Bridging the Missing Links in Odisha
Daily Archives

June 23, 2021

ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍…

ଭୁବନେଶ୍ୱର: କୋଭିଡ୍ ପଜିଟିଭ୍ ମା'ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ସମ୍…

ରୁଜୁ ମାମଲା ଉପରେ ରୋକ ପାଇଁ…

ନୂଆଦିଲ୍ଲୀ: ଏଲୋପାଥିକୁ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବାବା ରାମଦେବ ବର୍ତ୍ତମାନ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରରେ ଯାଚିକା ଦାୟର କରି ନିଜ ବିରୋଧରେ ରୁଜୁ ସମସ୍ତ ଏଫଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ରାମଦେବ ଆବେଦନରେ ଆଇଏମଏ ପକ୍ଷରୁ…

ବର ଖବରକାଗଜ ପଢ଼ି ନପାରିବାରୁ ବାହାଘର…

ଉତ୍ତରପ୍ରଦେଶ: ଖବରକାଗଜ ପଢ଼ି ନପାରିବାରୁ ବାହାଘର ଭାଙ୍ଗିଲେ କନ୍ୟା। ଉତ୍ତରପ୍ରଦେଶର ଅରାୟା ଜନପଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବର ହିନ୍ଦୀ ଖବରକାଗଜ ପଢ଼ିନପାରିବାରୁ ବାହାଘର ଭାଙ୍ଗିଯାଇଛି। ଏବଂ ବର ପକ୍ଷ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…

ଚୋକ୍‌ସି, ମୋଦୀ ଓ ମାଲ୍ୟାଙ୍କ ୯,୩୭୧…

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା, ହୀରା ସୌଦାଗର ନୀରବ ମୋଦୀ ଏବଂ ତାଙ୍କ ଦାଦି ମେହୁଲ୍‌ ଚୋକ୍‌ସିଙ୍କୁ ଋଣ ଦେଇଥିବା ରାଷ୍ଟ୍ରାୟାତ ବ୍ୟାଙ୍କ୍‌ମାନଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କରିଥିବା ସେମାନଙ୍କ ୮୪୪୧.୫ କୋଟି ଟଙ୍କାର ସମ୍ପତ୍ତି ହସ୍ତାନ୍ତର କରିଛି। ବିଜୟ ମାଲ୍ୟା, ନିରବ…

ଦେଶର ନାଁ ପରିବର୍ତ୍ତନ ପାଇଁ କଙ୍ଗନାଙ୍କ…

ନୂଆଦିଲ୍ଲୀ: ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡର ଅଭିନେତ୍ରୀ କଙ୍ଗନା ରଣାୱତ। କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିବା ବେଳେ ସେ ନିଜର ଇନଷ୍ଟାଗ୍ରାମରେ ମତ ପ୍ରକାଶ କରୁଛନ୍ତି। ଏବେ କଙ୍ଗନା କହିଛନ୍ତି ଯେ, ଦେଶର ନାମ ଇଣ୍ଡିଆରୁ ପରିବର୍ତ୍ତନ ହୋଇ ଭାରତ…

ନକଲି ଔଷଧ କାରବାର ମାମଲା: ୩ ଗିରଫ

କଟକ: ନକଲି କରୋନା ଔଷଧ କାରବାର ମାମଲାରେ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଜଣେ ମେଡିଲଏଡ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ହୋଇଥିବା ବେଳେ ଅନ୍ୟ ୨ଜଣ କମ୍ପାନୀ କର୍ମଚାରୀ ଅଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ସମ୍ପୃକ୍ତ କମ୍ପାନୀ…

ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ…

କଟକ: ପୁରୀ ଛଡ଼ା ଅନ୍ୟା ଜାଗାରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା। କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା। ହସ୍ତକ୍ଷେପ ପାଇଁ ମନା ସହ ୫ ମାମଲାର ଅନ୍ତ କରିଛନ୍ତି…

ଚଳିତବର୍ଷ ଛେରାପହଁରା କରିବେନି ଗଜପତି

ପୁରୀ: ଗତବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଚଳିତବର୍ଷ ଗଜପତି ଛେରାପହଁରା କରିବେନି ବୋଲି ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।…

ବରଯାତ୍ରୀଙ୍କୁ ଖାସି ମାଂସ ମିଳିଲାନି…

ସୁକିନ୍ଦା: ଖାସି ପାଇଁ ଭାଙ୍ଗିଲା ବାହାଘର। ବରଯାତ୍ରୀଙ୍କୁ ଖାସି ମାଂସ ନଦେବାରୁ ଫେରିଗଲା ବର। ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁରେ। ସୂଚନା ମୁତାବକ, ମାନତିରା ଗାଁର କାଳନ୍ଦି ପାତ୍ର ଝିଅର ବାହାଘର କେନ୍ଦୁଝର ଜିଲ୍ଲା…

ତୃତୀୟ ଲହର ଆସିବାର ସମ୍ଭାବନା ରହିଛି,…

ଭୁବନେଶ୍ବର: କରୋନା ତୃତୀୟ ଲହର ନେଇ ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାପରେ କିଛି ଲୋକ କୋଭିଡ୍ ନିୟମ ଭାଙ୍ଗୁଥିବାର ଦେଖାଯାଉଛି। ସେମାନେ ଭାବୁଛନ୍ତି ଯେମିତି ମହାମାରୀ ଚାଲିଯାଇଛି।  ଯାହା ଆମ ପାଇଁ ବିପଦ ସୃଷ୍ଟି କରିପାରେ। ଲୋକମାନେ ଯଦି…