Odisha Link
Bridging the Missing Links in Odisha
Daily Archives

November 26, 2022

ମିଳିଲାନି ଆଡମିଟ୍ କାର୍ଡ: ମାଟ୍ରିକ…

ଓଏଲ୍ ବ୍ୟୁରୋ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ କିଛି ଛାତ୍ରଛାତ୍ରୀ। ଟିଟିଲାଗଡ ବ୍ଳକ ଅନ୍ତର୍ଗତ ପରାସରା ୫-ଟି ପଞ୍ଚାୟତ ହାଇସ୍କୁଲର ୪୭ ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଶନିବାର ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ସହ ଆସି…

ଇସ୍ରୋକୁ ଆଉ ଏକ ବଡ ସଫଳତା

ଓଏଲ୍ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ ଇସ୍ରୋ। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଇସ୍ରୋ ତରଫରୁ ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଓସେନସ୍ୟାଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୯ଟି ଛୋଟ ସାଟେଲାଇଟକୁ ପିଏସଏଲଭି –ସି୫୪/ଇଓଏସ-୦୬ ମିଶନ…

ଆଉ ନାହାନ୍ତି ବରିଷ୍ଠ ଅଭିନେତା ବିକ୍ରମ…

ଓଏଲ୍‌ ବ୍ୟୁରୋ: ପରଲୋକରେ ମଞ୍ଚ ଓ ସିନେମା ଜଗତର ଭେଟରାନ୍‌ ଅଭିନେତା ବିକ୍ରମ ଗୋଖଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବୟସ ହୋାଇଥିଲା।ପୁଣେର ଗୋଟିଏ ହସ୍ପିଟାଲରେ ବିକ୍ରମ ଗୋଖଲେଙ୍କ ଚିକିତ୍ସା ଚାଲିଥିଲା। ସେହିଠାରେ ହିଁ ସେ ଆଜି ମଧ୍ୟାହ୍ନରେ ପ୍ରାଣ ହରାଇଛନ୍ତି। ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେଲା…

୫ ବର୍ଷରେ ୨୦ ଲକ୍ଷ ଚାକିରି

ଓଏଲ୍‌ ବ୍ୟୁରୋ: ଗୁଜୁରାଟ ନିର୍ବାଚନ ପାଇଁ ସରଗରମ ରାଜନୀତି। ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଆମ୍‌ ଆଦମି ପାର୍ଟି କରୁଛନ୍ତି ଜୋରଦାର ପ୍ରଚାର। ପୂର୍ବରୁ କଂଗ୍ରେସ ଓ ଆପ୍‌ ନିଜ ନିଜ ନିର୍ବାଚନୀ ସଂକଳ୍ପ ପତ୍ର ପ୍ରକାଶ କରି ସାରିଥିବା ବେଳେ ଆଜି ବିଜେପି ପ୍ରକାଶ କରିଛି ନିର୍ବାଚନୀ ସଂକଳ୍ପ ପତ୍ର।…

‘ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ବଡ଼ ଖବର। ବିଶ୍ବପ୍ରସିଦ୍ଧ ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍‌। ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନ୍‌କ୍ଲେଭରେ ଯୋଗ ଦେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଜଗନ୍ନାଥ ଏକ୍ସପ୍ରେସ୍‌ ଦ୍ବାରା ଜଗନ୍ନାଥଙ୍କ…

ବକ୍ସ ଅଫିସରେ ରେକର୍ଡ…

ଓଏଲ୍ ବ୍ୟୁରୋ: ବକ୍ସ ଅଫିସରେ ରେକର୍ଡ ଆଶାରେ ବଲିଉଡ ସିନେମା "ଭେଡିୟା"। ବରୁଣ ଧାୱନ ଓ କ୍ରିତି ସାନନଙ୍କ ଅଭିନୀତ ବଲିଉଡ ଚଳଚ୍ଚିତ୍ର ଭେଡିୟା ବକ୍ସ ଅଫିସରେ ଦମଦାର ରେକର୍ଡ କରିବାର ଆଶା କରାଯାଉଥିବାବେଳେ ଚଳଚ୍ଚିତ୍ରଟି ୨୫ତାରିଖରେ ରିଲିଜ୍ ହୋଇଛି। ରିଲିଜ୍ ହେବାର ପ୍ରଥମ ଶୋ'ରେ ଦର୍ଶକଙ୍କ ମଧ୍ୟରେ…

ବଡ଼ଧରଣର ସାଇବର ଆକ୍ରମଣ, ଦିଲ୍ଲୀ ଏମ୍ସରୁ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ବଡ଼ଧରଣର ସାଇବର ଆକ୍ରମଣ। ଏମ୍ସରେ ଅନଲାଇନ୍‌ ସିଷ୍ଟମ ବା ସର୍ଭରକୁ ହ୍ୟାକ୍‌ କରି ତଥ୍ୟ ଚୋରି କଲେ ହ୍ୟାକର। ଏମ୍ସ ସିଷ୍ଟମ୍‌ରୁ ୪ କୋଟିରୁ ଅଧିକ ରୋଗୀଙ୍କ ତଥ୍ୟ ଚୋରାଇ ନେଇଛନ୍ତି ହ୍ୟାକରମାନେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, କଂଗ୍ରେସର ପୂର୍ବତନ…