Odisha Link
Bridging the Missing Links in Odisha
Monthly Archives

November 2022

ଜିଡିପି : ଅଭିବୃଦ୍ଧି ହାର ୬.୩ ପ୍ରତିଶତ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ସଙ୍କଟରୁ ବାହାରକୁ ଆସିବା ପରେ ବି ଦେଶରେ ଅର୍ଥନୀତିର ଗତ ମନ୍ଥର ରହିଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ହୋଇଥିବା ତୈମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ୩ ମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୩ ପ୍ରତିଶତ ହାରରେ ହୋଇଛି। ଗତବର୍ଷ ଏହି ସମୟରେ ଜିଡିପି…

ଶିକ୍ଷକ ଆନ୍ଦୋଳନ ସ୍ଥଗିତ 

ଓଏଲ୍‌ ବ୍ୟୁରୋ: ୩ ଦଫା ଦାବି ନେଇ ରାଜଧାନୀ ରାଜରାସ୍ତାରେ ରଣହୁଙ୍କାର ଦେଉଥିବା ଶିକ୍ଷକ ସଂଘ ଆଜି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଡିସେମ୍ବର  ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ପ୍ରାଥମିକ ଶିକ୍ଷକ ସଂଘ । ୬ରୁ ୨୦ ତାରିଖ ଭିତରେ ଦାବି ପୂରଣ ନହେଲେ ୨୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ…

କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ…

ଓଏଲ୍‌ ବ୍ୟୁରୋ: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟ୍‍କୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍‍ ଓ…

ଓଡ଼ିଶାରୁ କତାର ଗଲା ଅଣ୍ଡା

ଓଏଲ୍‌ ବ୍ୟୁରୋ: କତାରକୁ ରପ୍ତାନୀ ହେଲା ଓଡ଼ିଶା ଅଣ୍ଡା। ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରୁ କତାର ଯାଇଛି ଅଣ୍ଡା। ବର୍ତ୍ତମାନ କତାରରେ ଫୁଟବଲ୍‌ ମହାକୁମ୍ଭ 'ଫିଫା ବିଶ୍ବକପ୍‌ ୨୦୨୨' ଚାଲିଛି । ଯାହାଫଳରେ କତାରରେ ଅଣ୍ଡାର ବ୍ୟବହାର ବଢ଼ିଛି। କତାରରେ ବର୍ତ୍ତମାନ ଅଣ୍ଡାର ଚାହିଦା ଥିବାରୁ ବଲାଙ୍ଗୀରରୁ କତାର…

ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ, ଉଦଘାଟନ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ । ଏହି ଶିଳ୍ପ ମହାକୁମ୍ଭର ୩ୟ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ। ତେବେ ୬…

ଦିଲ୍ଲୀ ଏମ୍ସ ସାଇବର ସୁରକ୍ଷା ଅବହେଳା, ୨…

ଓଏଲ୍ ବ୍ୟୁରୋ: ଦିଲ୍ଲୀ ଏମ୍ସ ସର୍ଭର ଡାଉନ ମାମଲା। ୮ ଦିନ ତଳେ ଦିଲ୍ଲୀ ଏମ୍ସ ରେ ହୋଇଥିଲା ବଡ ଧରଣର ସାଇବର ଆକ୍ରମଣ ଯାହାଦ୍ୱାରା ବର୍ତମାନ ପର୍ଯ୍ୟନ୍ତ ସର୍ଭର ଡାଉନ ଥିବାର ସୂଚନା ମିଳିଛି। ଘଟଣାରେ ସମ୍ପୃକ୍ତ ୨ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ସାଇବର ସୁରକ୍ଷାରେ ଅବହେଳା ହେବାରୁ ନିଲମ୍ବିତ…

ଗାଡି ଚାଳକଙ୍କୁ ଆଶ୍ବସ୍ତି

ଓଏଲ୍ ବ୍ୟୁରୋ: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା। ନମ୍ବର ପ୍ଲେଟ ବଦଳାଇନଥିଲେ ଗାଡି ଚାଳକଙ୍କୁ ଜୋରିମାନା ଦେବାକୁ ପଡ଼ିବନି। ବଢ଼ିଲା ନମ୍ବର ପ୍ଲେଟ ଅବଧି।ପୂର୍ବରୁ ନଭେମ୍ବର ୩୦ ତାରିଖ ଧାର୍ଯ୍ୟ ଥିଲା ନମ୍ବର ପ୍ଲେଟ ବଦଳାଇବାର ଶେଷ ତାରିଖ କିନ୍ତୁ ଡିସେମ୍ବର୩୧ ପର୍ଯ୍ୟନ୍ତ ହାଇସିକ୍ୟୁରିଟି ନମ୍ବର…

ଦିନିକିଆ ସିରିଜ ହାରିଲା ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ବର୍ଷା କାରଣରୁ ବାତିଲ ହେଲା ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ। ଯାହାଫଳରେ ଦିନିକିଆ ସିରିଜକୁ ୧-୦ରେ କବଜା କରିଛି ନ୍ୟୁଜିଲାଣ୍ଡ। ଟି-୨୦ ସିରିଜର ପ୍ରତିଶୋଧ ଦିନିକିଆରେ ନେଇଛି ନ୍ୟୁଜିଲାଣ୍ଡ। ୩ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ୭ଓ୍ୱିକେଟ୍‌ର ପରାସ୍ତ ହୋଇଥିଲା…

ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ୍‌-୧…

ଓଏଲ୍ ବ୍ୟୁରୋ : ଚଳିତବର୍ଷ ମାଟ୍ରିକ ସମ୍ମେଟିଭ୍‌- ୧ ପରୀକ୍ଷା ଖାତା ଦେଖା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ୩୦୨୯ଟି କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ମାଟ୍ରିକ୍‌ ସମ୍ମେଟିଭ୍-୧ ପରୀକ୍ଷା ଖାତାଦେଖା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ। ମୂଲ୍ୟାୟନ ୧୦ ଦିନ ଭିତରେ…

ଅର୍ଚ୍ଚନାଙ୍କୁ ମିଳିଲାନି ଜାମିନ

ଓଏଲ୍‌ ବ୍ୟୁରୋ: ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ମିଳିଲାନି ଜାମିନ୍‌। ଅର୍ଚ୍ଚନାଙ୍କ ଜାମିନ୍‌ ଖାରଜ କଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ। ଭୁବନେଶ୍ବର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ…