Odisha Link
Bridging the Missing Links in Odisha
Daily Archives

January 24, 2023

କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳାରୁ…

ଓଏଲ୍‌ ବ୍ୟୁରୋ : କାଲି ଶ୍ୱାସଜନିତ ସମସ୍ୟା ପାଇଁ ବାଲେଶ୍ୱରର ଜଣେ ରୋଗୀ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। କଟକ ଏସସିବି ମେଡିକାଲର ପୁରୁଣା ମେଡିସିନ୍ ୱାର୍ଡରେ ତାଙ୍କର ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବରୁ…

ଜଙ୍ଗଲରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଓଏଲ୍ ବ୍ୟୁରୋ : ଟିଟିଲାଗଡ଼ର ସଇଁତଳା ଥାନା ଡେଢେଲ ଗାଁ ଜଙ୍ଗଲରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଙ୍ଗଲରୁ ମହିଳାଙ୍କ ମୃତ ଶରୀର ପୁଲିସ ଉଦ୍ଧାର କରିଥିବା ସୂଚନା ମିଳିଛି। ଟିଟିଲାଗଡ଼ର ସଇଁତଳା ଥାନା ଡେଢେଲ ଗାଁ ଜଙ୍ଗଲରୁ…

ଓଡ଼ିଶାର ସମ୍ଭବ ମିଶ୍ର ପାଇଲେ ରାଷ୍ଟ୍ରୀୟ…

ଓଏଲ୍ ବ୍ୟୁରୋ : ଗତକାଲି ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ସୂଚନା ଅନୁସାରେ, ଚଳିତବର୍ଷ ୧୧ ଜଣଙ୍କୁ ମିଳିଛି ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ୧୧ ଜଣଙ୍କ ମଧ୍ୟରେ ଓଡିଶାର ସମ୍ଭବ ମିଶ୍ର ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି। ଓଡ଼ିଶାର ସମ୍ଭବ…

ଆଜି ଡଟ୍‌ ଫେଷ୍ଟର ଶେଷ ସନ୍ଧ୍ୟା

ଓଏଲ୍ ବ୍ୟୁରୋ : ଶୀତୁଆ ସନ୍ଧ୍ୟାରେ ଝୁମୁଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଡଟ୍‌ ଫେଷ୍ଟର ମଜା ନେଉଛନ୍ତି ଦର୍ଶକ। ଡଟ୍‌ ଫେଷ୍ଟ ୧୦ଦିନ ହେବ ଆରମ୍ଭ ହୋଇଥିବାବେଳେ ଆଜି ହେଉଛି ଏହାର ଶେଷ ଦିନ। ଡଟ୍‌ ଫେଷ୍ଟର ଶେଷ ଦିନରେ ଦର୍ଶକଙ୍କ ମନକୁ ଛୁଇଁବ ବିଶିଷ୍ଟ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଆଜି…

ଓଏଲ୍ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବାସ ପାଇବା ପାଇଁ ହିତାଧିକାରୀ ତାଲିକା ପ୍ରକାଶ ପାଇଥିଲା। ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ନଥିବା କୁହାଯାଉଥିଲା। ଯାହାକୁ ନେଇ ଯୋଗ୍ୟ ହିତାଧିକାରୀଙ୍କୁ ନିଜର ଅଭିଯୋଗ ଦାଖଲ କରିବାକୁ ସୁଯୋଗ ମିଳିଥିବାବେଳେ ଆଜି…

ଭୟାବହ ଅଗ୍ନିକାଣ୍ଡ ; ଜଣେ ଜୀବନ୍ତ ଦଗ୍ଧ…

ଓଏଲ୍ ବ୍ୟୁରୋ : ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲା ଗଡ଼ପୋଷରେ ବୋଲେରୋ ଏକ ଗଛରେ ପିଟି ହେବା ଫଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଗଛରେ ପିଟି ହେବା ପରେ ବୋଲେରୋଟି ଜଳି ଯିବାରୁ ଜଣେ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୩ ଜଣ ଆହତ ହୋଇଥିବା…