Odisha Link
Bridging the Missing Links in Odisha
Daily Archives

January 24, 2023

ସମ୍‌ ହସ୍ପିଟାଲ୍‌ରେ କଙ୍ଗାରୁ ମଦର କେୟାର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଅପରିପକ୍ୱ ଶିଶୁମାନଙ୍କୁ ମା’ର ସ୍ୱତନ୍ତ୍ର ଯତ୍ନ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞମାନଙ୍କ ଭୁମିକା ନେଇ…

ଛକାର ଶତକ ପୂରଣ କଲେ ସୂର୍ଯ୍ୟକୁମାର,…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବ ୨୦୨୧ ମାର୍ଚ୍ଚ ମାମସରେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ। ଅଳ୍ପ ସମୟ ଭିତରେ ଦୁର୍ଦ୍ଦଶ ବ୍ୟାଟିଂ ପାଇଁ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୂର୍ଯ୍ୟକୁମାର ଯାଦବ। ସେ ବର୍ତ୍ତମାନ ଦୁନିଆର ଏକ ନମ୍ବର…

ଶୃଙ୍ଖଳା ମୂଳପୋଛ କଲା ଭାରତ, ଦିନିକିଆରେ…

ଓଏଲ୍‌ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚକୁ ଜିତିବା ସହିତ ଶୃଙ୍ଖଳା ମୂଳପୋଛ କଲା ଭାରତ। ୩ଟି ଯାକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ଶେଷ ଦିନିକିଆରେ ୩୮୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ…

ଓସ୍କାରରେ ‘ନାଟୁ ନାଟୁ’ର…

ଓଏଲ୍‌ ବ୍ୟୁରୋ: ବିଶ୍ବ ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର ୯୫ ତମ ଓସ୍କାର ପୁରସ୍କାର ପାଇଁ ଚୂଡ଼ାନ୍ତ ମନୋନୟନ ଘୋଷଣା ହୋଇଛି । ୩ଟି ଭାରତୀୟ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରି ମନୋନୟନ ହୋଇଛି। ଓସ୍କାର ପାଇଁ ମନୋନୀତ ହେଲା ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆରର ଗୀତ ।…

କନେଷ୍ଟବଳ ଆଶାୟୀଙ୍କ ପାଇଁ ଖୁସି ଖବର,…

ଓଏଲ୍‌ ବ୍ୟୁରୋ: କନେଷ୍ଟବଳ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କାରଣ ହାଇକୋର୍ଟ ଆଜି ଶୁଣାଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। କନେଷ୍ଟବଳ ନିଯୁକ୍ତି ପାଇଁ ବୟସ ସୀମା କୋହଳ କଲେ ହାଇକୋର୍ଟ। ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ ଗତ ଡ଼ିସେମ୍ବର ୩୦ ତାରିଖରେ…

ଉତ୍ତର ଭାରତରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ : ଭୂମିକମ୍ପରେ ଦୋହଲି ଗଲା ଦିଲ୍ଲୀ ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନ। ଏହି ତୀବ୍ର ଭୂମିକମ୍ପ ପଖାପାଖି ୩୦ ସେକେଣ୍ଡ ଅନୁଭୂତ ହୋଇଥିବା ଜଣା ପଡିଛି। ରିକ୍ଟର ସ୍କେଲରେ ଭୂକଂପର ତୀବ୍ରତା ୫.୮ ରେକର୍ଡ ହୋଇଥିବାବେଳେ ଏହାର କେନ୍ଦ୍ରସ୍ଥଳି ନେପାଳ ବୋଲି କୁହାଯାଉଛି। ଏହି…

ଅର୍ଚ୍ଚନା ନାଗ ମାମଲା : କୋର୍ଟରେ ହାଜର…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ଆଜି କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୁହାଯାଇଥିଲା। ତେବେ ଆଜି କୋର୍ଟରେ ହାଜର ହୋଇଥାନ୍ତେ ଶ୍ରଦ୍ଧାଞ୍ଜଳୀ, ହେଲେ ଶ୍ରଦ୍ଧାଞ୍ଜଳୀ ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର…

ଗିରଫ ହେଲେ ଦୁଇ ମାଓବାଦୀ

ଓଏଲ୍‌ ବ୍ୟୁରୋ : ନବରଙ୍ଗପୁର ପୁଲିସକୁ ବଡ଼ ସଫଳତା। ନୂଆପଡ଼ା ଡିଭିଜନରେ ବିଭିନ୍ନ ଗୁଳିକାଣ୍ଡରେ ସାମିଲ ଥିବା ଦୁଇ ମାଓବାଦୀଙ୍କୁ ଗିରଫ କଲା ପୁଲିସ। ଗିରଫ ମାଓବାଦୀ ହେଲେ ମହିଳା ମାଓବାଦୀ ଏରିଆ କମିଟିର ସଦସ୍ୟ ପୂଜା ମାଣ୍ଡୋଭି ଗିରଫ ଓ ଅନ୍ୟଜଣେ ହେଲେ ସମୁଦ୍ର ବାଗ। ସୂଚନା ଅନୁସାରେ, ରାଇଘର ଥାନା…

କାଲିଠୁ ଗଡ଼ିବ ଶ୍ରୀଜଗନ୍ନାଥ ଯାତ୍ରା…

ଓଏଲ୍‌ ବ୍ୟୁରୋ : ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନ୍ କାଲି ଯାତ୍ରା ଶୁଭାରମ୍ଭ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯିବ…

ରେଳ ଭିତରେ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍…

ଓଏଲ୍‌ ବ୍ୟୁରୋ : ରେଳରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଲୁଟର ଶିକାର ହୋଇଥିବା ଯାତ୍ରୀ ଦୁଇଜଣ ଦିଲ୍ଲୀରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଫେରୁଥିବାବେଳେ ତାଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟ୍ ହୋଇଥିବା ଜଣା ପଡିଛି। ଲୁଟର ଶିକାର ହୋଇଥିବା ଯାତ୍ରୀ…