Odisha Link
Bridging the Missing Links in Odisha
Daily Archives

August 8, 2023

ମୋଦି ଜଣେ ନିର୍ଭୀକ ବକ୍ତା: ବିଜେଡି…

ଓଏଲ୍‌ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ଆଉ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଲା ବିିଜୁ ଜନତା ଦଳ। ଆଇଏନ୍‌ଡିଆଇଏ ପକ୍ଷରୁ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ପକ୍ଷରୁ ବିରୋଧ କରିଛନ୍ତି ସାଂସଦ ପିନାକୀ…

ବିଧାନସଭା: ୬ଟି ରାଜ୍ୟର ୭ଟି ଆସନରେ ହେବ…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ। ଏଥିପାଇଁ ଆଜି ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେପ୍ଟେମ୍ବର ୫ ତାରିଖରେ ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଉ ୮ ତାରିଖରେ ଫଳାଫଳ ପ୍ରକାଶ କରିବ।…

ମିଳୁନି ଦୁଇ କଲେଜ ଛାତ୍ରଙ୍କ ପତ୍ତା,…

ଓଏଲ୍‌ ବ୍ୟୁରୋ: ମହାନଦୀକୁ ଗାଧେଇବାକୁ ଯାଇ ଦୁଇ କଲେଜ ଛାତ୍ର ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ଆଜି ଅପରାହ୍ନରେ ଏକ ଘରୋଇ କଲେଜର ଦୁଇ ନାବାଳକ ଛାତ୍ର ମୁଣ୍ଡଳୀ ନିକଟସ୍ଥ ମହାନଦୀକୁ ଗାଧେଇବାକୁ ଆସି ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ…

ଉପରମୁଣ୍ଡରେ କମିଲା ଜଳସ୍ତର, ବନ୍ଦ ହେଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ୧୭ଟି ଗେଟ୍ ଖୋଲିଥିଲା। ପରେ ଆଉ ୩ଟି ଗେଟ ହୀରାକୁଦ ଖୋଲିଥିଲା। ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଥିଲା। ଜଳ ନିଷ୍କାସନ ପରେ…

ବର୍ତ୍ତମାନ ସମୟ, ଅନାସ୍ଥା ପ୍ରସ୍ତାବ…

ଓଏଲ୍‌ ବ୍ୟୁରୋ: ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସଂସଦରେ ଅନାସ୍ଥା ବିତର୍କ ଜାରି ରହିଛି। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦ ପକ୍ଷ ରଖୁଛନ୍ତି। ଲୋକସଭାରେ ଅନାସ୍ଥା ବିତର୍କରେ ବିଜେଡି ସାଂସଦ ପିନାକୀ ମିଶ୍ର ମତ ରଖିଛନ୍ତି। ସେ କହିଛନ୍ତି,…

ଓଡ଼ିଶା ହାଇକୋର୍ଟକୁ ମିଳିଲା ନୂଆ ମୁଖ୍ୟ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଡ. ଏସ୍‌. ମୁରଲୀଧର ସୋମବାର ଅବସର ଗ୍ରହଣ କରିଛନ୍ତି। ଆଜି ଓଡ଼ିଶା ହାଇକୋର୍ଟକୁ ନୂଆ ମୁଖ୍ୟ ବିଚାରପତି ମିଳିଛି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ…

ପୁରୁଣା ଘର ଫେରି ପାଇବେ ରାହୁଲ!

ନୂଆଦିଲ୍ଲୀ: ୧୦୯ ଦିନ ପରେ ପୁରୁଣା ଘରକୁ ଫେରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ମୋଦି ଉପନାମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ସାଂସଦ ପଦ ଫେରିପାଇବା ପରେ ତୁଗଲକରେ ଥିବା ସରକାରୀ ଘର ଫେରିପାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତ ୨୨ ଏପ୍ରିଲରେ ୨୦୨୩ରେ ରାହୁଲ ଗାନ୍ଧୀ…

ସଂସଦରେ ଅନାସ୍ଥା ବିତର୍କ; ଏନ୍‌ଡିଏ…

ଓଏଲ୍‌ ବ୍ୟୁରୋ: ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସଂସଦରେ ଅନାସ୍ଥା ବିତର୍କ ଜାରି ରହିଛି। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦ ପକ୍ଷ ରଖୁଛନ୍ତି। ସଂସଦରେ ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ମଧ୍ୟରେ ଏନ୍‌ଡିଏ ସପକ୍ଷରେ ୩୬୬ ସମର୍ଥନ ରହିଛି।…

ଆଧାରକାର୍ଡ ବିନା ସ୍କୁଲରେ ନାମଲେଖାଇ…

ଓଏଲ୍‌ ବ୍ୟୁରୋ: ସ୍କୁଲରେ ନାମଲେଖାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖିଥିବା ଜଣା ପଡିଛି। ଆଧାର କାର୍ଡ ନଥିଲେ ସ୍କୁଲ୍‌ରେ ନାମ ଲେଖାଇ ପାରିବେ ବୋଲି…

ମୌସୁମୀ ପ୍ରବାହ ଦୁର୍ବଳ, ରାଜ୍ୟର କିଛି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ, ରାଜ୍ୟରେ ମୌସୁମୀ ପ୍ରବାହ…