Odisha Link
Bridging the Missing Links in Odisha
Daily Archives

November 24, 2023

ମାତ୍ର ୪ ଦିନରେ ବନ୍ଦ ହେଲା ବିଧାନସଭା

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା ବିଧାନସଭାର ଶୀତକାଳୀନ ଅଧିବେଶନ। ମୋଟ ୩୦ଟି କାର୍ଯ୍ୟ ଦିବସ ଥିଲା। ହେଲେ ୨୬ଟି କାର୍ଯ୍ୟଦିବସ ଥାଇ ଆଜି ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଶାସକ…

ଧବଳେଶ୍ୱର ପୀଠର ପୂଜକଙ୍କୁ ନିର୍ଦ୍ଦେଶ;…

ଓଏଲ୍‌ ବ୍ୟୁରୋ: ଚାଲିଛି କାର୍ତିକ ମାସ। ଧର୍ମ ମାସରେ ପଂଚୁକ ଚାଲିଥିବାବେଳେ ସମସ୍ତ ଧାର୍ମିକ ପୀଠରେ ଭିଡ଼ ଜମୁଛି। ଏହାରି ମଧ୍ୟରେ ମନ୍ଦିରରେ ପୂଜା ଛାଡି ଆନ୍ଦୋଳନ କରୁଛନ୍ତି ଧବଳେଶ୍ୱର ପୂଜକ। ଦୃଶ୍ୟଟି ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ରେ। ବ୍ୟାରିକେଡ୍‌ ବ୍ୟବସ୍ଥାକୁ ବିରୋଧ କରି ଧବଳେଶ୍ୱର ପୀଠର…

ଟନେଲ୍ ଭିତରେ ୪୧ ଜୀବନ: ଉତ୍ତରାଖଣ୍ଡ…

ଓଏଲ୍‌ ବ୍ୟୁରୋ: ଟନେଲ୍ ଭିତରେ ମିଶନ ଜୀବନ। ଆଶା ଆଉ ଆଶଙ୍କା ମଧ୍ୟରେ ଆଉ ମାତ୍ର କିଛି ସମୟର ଅପେକ୍ଷା। ହଟିବ ଟନେଲର ଅନ୍ଧାର ଆଉ ବଞ୍ଚିବ ୪୧ ଜୀବନ। ଏହା ସହ ୧୩ ଦିନ ପରେ ଆଲୋକ ଦେଖିବେ ଶ୍ରମିକ। ଟନେଲ ତଳେ ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାରୁ ପାଞ୍ଚ ଜଣ ରହିଛି। ତେବେ ଉତ୍ତରାଖଣ୍ଡ ଅଭିମୁଖେ…

କେନ୍ଦୁଝରରୁ ନନ୍ଦନକାନନକୁ ଆସିଲା ହାତୀ…

ଓଏଲ୍‌ ବ୍ୟୁରୋ: ନନ୍ଦନକାନନକୁ ଏକ ନୂଆ ହାତୀ ଛୁଆ ଅଣାଯାଇଛି। କେନ୍ଦୁଝର ବନାଞ୍ଚଳରୁ ଆଣି ୩ ମାସର ହାତୀ ଛୁଆକୁ ନନ୍ଦନକାନନରେ ଛଡାଯାଇଛି। ହାତୀ ଛୁଆର ଡାହାଣ ପାଖ ଗୋଡରେ କ୍ଷତ ହୋଇଥିିବା ବେଳେ ଅସୁସ୍ଥ ହୋଇ ବୁଲୁଥିଲା ହାତୀ ଛୁଆଟି। ନିଜ ମାଆ ଓ ହାତୀ ପଲ ସହ ଜଙ୍ଗଲରେ ବୁଲୁଥିଲା। ଉଦ୍ଧାର କରାଯାଇଥିବା ୩…

ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧୀକ୍ଷକ;…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧୀକ୍ଷକ। ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି। ଚଢ଼ାଉ ସମୟରେ ଅବକାରୀ ଅଧୀକ୍ଷକଙ୍କ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ନବରଙ୍ଗପୁର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ଦୁଇଟି ୩ ମହଲା କୋଠା ଠାବ କରାଯାଇଛି। ଏହା ସହ…

ଆସୁଛି ଆଉ ଏକ ଲଘୁଚାପ! ୨୯ରେ ଅବପାତରେ…

ଓଏଲ୍‌ ବ୍ୟୁରୋ: ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ଆସନ୍ତା ୨୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବାବେଳେ ଲଘୁଚାପ ସୃଷ୍ଟି ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୨୭ ତାରିଖ…

ଟନେଲ୍ ତଳେ ୪୧ ଜୀବନ; ଉଦ୍ଧାର ପାଇଁ…

ଓଏଲ୍‌ ବ୍ୟୁରୋ: ଟନେଲ୍ ଭିତରେ ମିଶନ ଜୀବନ। ଆଶା ଆଉ ଆଶଙ୍କା ମଧ୍ୟରେ ଆଉ ମାତ୍ର କିଛି ସମୟର ଅପେକ୍ଷା। ହଟିବ ଟନେଲର ଅନ୍ଧାର ଆଉ ବଞ୍ଚିବ ୪୧ ଜୀବନ। ଏହା ସହ ୧୩ ଦିନ ପରେ ଆଲୋକ ଦେଖିବେ ଶ୍ରମିକ। ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି। ଆଉ ୧୦ ମିଟର ଖନନ ବାକି ରହିଛି। ଉଦ୍ଧାର…

ଜଗା ଦର୍ଶନ ହେଲା ଶେଷ ଦର୍ଶନ; କାର୍ତ୍ତିକ…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଲା କାର୍ତ୍ତିକ ମାସ। ପୁଣ୍ୟ ମାସ କାର୍ତ୍ତିକରେ ଚାଲିଛି ୫ଦିନିଆ ପଂଚୁକ। ଏଥିପାଇଁ ବିଭିନ୍ନ ଦେବାଳୟରେ ଭିଡ଼ ଲାଗି ରହିଛି। ପଞ୍ଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ…

ସାବାଡ଼ ହେବେ ଡିପ୍‌ଫେକ୍ ପ୍ରସ୍ତୁତକାରୀ;…

ଓଏଲ୍‌ ବ୍ୟୁରୋ: ବଢୁଛି ଡିପଫେକ ଭିଡିଓ କାରନାମା। ଆଜିକାଲି ଅଭିନେତ୍ରୀମାନଙ୍କ ନକଲି ବା ଡିପ୍‌ଫେକ୍ ଭାଇରାଲ ଭିଡିଓ ଖବର ଖୁବ୍ ଚର୍ଚ୍ଚାରେ ରହିଛି। ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ପରେ କ୍ୟାଟ୍ରିନା ଓ ସାରା ତେନ୍ଦୁଲକରଙ୍କ ନକଲି ଭିଡିଓ ପୁଣି ଚର୍ଚ୍ଚାର ବିଷୟ…

ପୁନର୍ବିଚାର ହେବ ଆଦିବାସୀ ଜମି ବିକ୍ରି…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗରୁତ୍ୱପୂର୍ଣ ପ୍ରସ୍ତାବରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୩ଟି ପ୍ରସ୍ତାବରେ ମୋହର ବାଜିଛି। ରାଜସ୍ବ, କୃଷି ଓ ଆଇଟିରେ ମୋଟ…