Odisha Link
Bridging the Missing Links in Odisha
Monthly Archives

December 2023

ବଡ଼ଦିନରେ ଆକର୍ଷଣୀୟ ବାଲୁକା କଳା; ବିଶ୍ଵ…

ଓଏଲ୍ ବ୍ୟୁରୋ: ପୁଣି ରେକର୍ଡ଼ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ଦେଖିବାକୁ ମିଳିଛି। ଏଥର କିନ୍ତୁ ଖାଲି ବିଶାଳ ବାଲୁକା କଳା ନୁହେଁ, ବରଂ ବାଲି ଓ ପିଆଜରେ ନିର୍ମିତ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଲଜ୍ ତିଆରି କରି ସେ ରେକର୍ଡ…

ହାରିବା ପରେ କଂଗ୍ରେସର ମାନସମନ୍ଥନ:…

ଓଏଲ୍‌ ବ୍ୟୁରୋ: ୩ଟି ରାଜ୍ୟରେ ପରାଜିତ ହେବା ପରେ କଂଗ୍ରେସର ମାନସମନ୍ଥନ। ବଦଳିଲେ କିଛି ରାଜ୍ୟର ପ୍ରଭାରୀ। ଶନିବାର ଦିନ କଂଗ୍ରେସ ତାର ସାଂଗଠନିକ ପରିବର୍ତ୍ତନ କରିଛି। କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ନବକଳେବର କରିଛନ୍ତି। ସବୁଠୁ ବଡ଼କଥା ହେଲା ପ୍ରିୟଙ୍କା…

ବଡ଼ ଖବର: ଓଡ଼ିଶାକୁ ଫେରିଲା କରୋନା; ଦେଶରେ…

ଓଏଲ୍‌ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ଏସବୁ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଡିସେମ୍ବର ମାସର ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ। ଦେଶରେ ଗତ ୨୪ ଘଣ୍ଟାରେ ୪୨୩ ପଜିଟିଭ ବାହାରିଲେ।।ମୋଟ…

କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୫୯୪…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର ପାଇଁ ଜେଏନ୍‌ ୧ ଭ୍ୟାରିଆଣ୍ଟ କରୋନା ଭୂତାଣୁ ଠାବ ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଥିବା ବେଳେ ରଖି କେନ୍ଦ୍ର ସରକାର ଜାରି କରିଛନ୍ତି ସତର୍କ ସୂଚନା। ଇନଫ୍ଲୁଏଞ୍ଜା…

ସ୍ବାସ୍ଥ୍ୟ ନିର୍ଦେଶକଙ୍କ ଅପିଲ୍: ଲକ୍ଷଣ…

ଓଏଲ୍‌ ବ୍ୟୁରୋ: ଦେଶରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ବଢୁଛି। ୫ଟି ରାଜ୍ୟରେ ୯୮ ପ୍ରତିଶତ ରୋଗୀ ଅଧିକ, ୮୮ ପ୍ରତିଶତ କେବଳ କେରଳରେ। ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପୁଛି କିନ୍ତୁ ସାଙ୍ଘାତିକ ହେଉନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଗତ ଡିସେମ୍ବର ୩ରୁ ରାଜ୍ୟରେ ଗୋଟିଏ ବି କେସ୍‌…

ଶିମିଳିପାଳରେ ଅଛନ୍ତି ୧୦ଟି କଳା ମହାବଳ:…

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ ଅଛନ୍ତି ୧୦ଟି କଳା ମହାବଳ ରହିଥିବା ଖବର ସାମ୍ନାକୁ ଆସିଛି। ରାଜ୍ୟସଭାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ବିନ ଚୌବେ କହିଛନ୍ତି ଯେ, ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳା ମହାବଳ। ଶିମିଳିପାଳରେ ୧୦ଟି କଳା ମହାବଳ ରହିଛନ୍ତି। ଅନ୍ୟପଟେ, ଝାରସୁଗୁଡ଼ା ଜଙ୍ଗଲରେ ପୁଣି ବାଘ…

କନ୍ଧମାଳରେ ୫-ଟି ସଚିବ;…

ଓଏଲ୍‌ ବ୍ୟୁରୋ: କନ୍ଧମାଳରେ ୫-ଟି ସଚିବ ଭିକେ ପାଣ୍ଡିଆନ। ଜିଲ୍ଲାର ୨ଟି ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି। ଏହା ସହ ସୁବର୍ଣ୍ଣପୁରର ରାମେଶ୍ୱର ଷ୍ଟାଡିୟମଠାରେ ଆଜି ଯୁବ ଓଡିଶା,ନବୀନ ଓଡିଶା” ନୂଆ-ଓ” ଯୁବ ଫେଷ୍ଟର ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୧୦ ହଜାର କଲେଜ ଛାତ୍ରଛାତ୍ରୀଙ୍କ ସମାଗମରେ ଅନୁଷ୍ଠିତ…

ରାଉରକେଲାରେ ବ୍ୟାପୁଛି ହଇଜା: ପୁଣି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ଏହାରି ମଧ୍ୟରେ ରାଉରକେଲାରେ ସ୍ଵାସ୍ତ୍ୟବସ୍ଥା ଏବେ ଚିନ୍ତାର ବିଷୟ ପାଲଟିଛି। ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୫ ଟପିଥିବା ସୂଚନା ରହିଛି। ଆଜି ଆଉ ଜଣଙ୍କ ମୃତ୍ୟୁ…

ଦୁର୍ବୁତ୍ତଙ୍କ ଛୁରାମାଡ଼: ପୋଲସରା…

ଓଏଲ୍‌ ବ୍ୟୁରୋ: ଚାରିଆଡେ଼ ମାତିଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଜନତା। କେତେବେଳେ ଆକ୍ରମଣ କରି କାହା ଜୀବନ ନେଲେଣି ତ ପୁଣି କେତେବେଳେ କେଉଁଠି ଲୁଟପାଟ କଲେଣି। ତେବେ ଆଜି ଘଟିଥିବା ଆଉ ଦୁଖଦଃ ଖବର ସାମ୍ନାକୁ ଆସିଛି। ଶଙ୍କୁରୁ ଓ ଏ.କରଡ଼ାବାଡ଼ି ପଞ୍ଚାୟତ…

ଆୟ ବହିର୍ଭୂତ ସମ୍ପତ୍ତି ପଡ଼ିଲା ମହଙ୍ଗା:…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିଲା। ଭିଜିଲାନ୍ସ ଜାଲରେ ପଡିଥିବା କର୍ମଚାରୀ ଜଣକ ହେଉଛନ୍ତି ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ। ରେଡ୍‌…