ଓଡ଼ିଆ ବିଶ୍ବବିଦ୍ୟାଳୟର ନୂତନ ସୌଧ…
ଓଏଲ୍ ବ୍ୟୁରୋ: ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର ଲୋକାର୍ପଣ ଉତ୍ସବ। ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯ ଏକର ଜାଗାରେ ନିର୍ମିତ ହୋଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ଶାନ୍ତି ନିକେତନ ବିଶ୍ୱଭାରତୀରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ପ୍ରଫେସର ସବିତା ପ୍ରଧାନଙ୍କୁ ଓଡ଼ିଆ…