ଘାଟିରେ ଓଲଟିଲା ଟ୍ରକ: ୫ ମୃତ
![](https://www.odishalink.com/wp-content/uploads/2024/01/acc-1-750x430.jpg)
ଓଏଲ୍ ବ୍ୟୁରୋ: ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଯାତ୍ରାପାର୍ଟି ଟ୍ରକ୍। ଟ୍ରକ୍ରେ ଥିବା ୧୨ରୁ ଅଧିକ ଲୋକ ଗୁରୁତର ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ଜଣଙ୍କ ମୃତ୍ୟୁ ହେଇଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ଟ୍ରକ୍ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ ଘେରରେ ରହିଛି।