Odisha Link
Bridging the Missing Links in Odisha

ଆଜି ବି ପ୍ରବଳ ବର୍ଷିବ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ‌ରେ ଦୁଇ ଦିନ ହେଲା ଉପକୂଳ ଓ ଆ‌ଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ଆଜି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ଆଜିଠୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ +୨ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ। ଆଡମିଶନ ସମୟରେ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଅଫଲାଇନ୍ ବ୍ୟତୀତ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଆଡମିଶନ କରିପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା…

ଆଜି ସୁନ୍ଦରଗଡ଼ରେ ସ୍ୱାସ୍ଥ୍ୟ କାର୍ଡ…

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗସ୍ତରେ ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ୪ ଲକ୍ଷ ୩୬ ହଜାର ୯୪୮ କାର୍ଡ ବଣ୍ଟନ କରାଯିବ। ଜିଲ୍ଲାର ୧୫ ଲଷ ୯ ହଜାର…

ଦୁବାଇରେ ନୂଆଖାଇ ପାଳନ

ଦୁବାଇ: ଦୁବାଇରେ ରହୁଥିବା ଓଡ଼ିଆମାନେ ଖୁବ ଧୁମଧାମରେ ପାଳନ କରିଛନ୍ତି ନୂଆଖାଇ। ଏଥିପାଇଁ ଦୁବାଇ ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଅନେକ ଓଡ଼ିଆ ପରିବାର ଏକ ପାର୍କରେ ଏକାଠି ହୋଇଥିଲେ। ଏହି ଅବସରରେ ଉପସ୍ଥିତ ଓଡ଼ିଆମାନେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ। ସେହିପରି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ…

ଝିଅ ଜନ୍ମ ହେବାରୁ ମାଗଣାରେ ବାଣ୍ଟିଲେ…

ମଧ୍ୟପ୍ରଦେଶ: ଝିଅ ଜନ୍ମ ହେବାରୁ ମାଗଣାରେ ବାଣ୍ଟିଲେ ଗୁପଚୁପ୍। ଭୋପାଳରେ ଜଣେ ଗୁପଚୁପ ବିକାଳିଙ୍କ ଘରେ ଝିଅ ଜନ୍ମ ହେବା ପରେ ଭିନ୍ନ ଢଙ୍ଗରେ ଖୁସି ପାଳନ କରାଯାଇଛି। ଗୁପଚୁପ ବିକାଳି ଅଞ୍ଚଳ ଗୁପ୍ତା ସମସ୍ତଙ୍କୁ ମାଗଣାରେ ଗୁପଚୁପ ଖାଇବାକୁ ଦେଇଛନ୍ତି। ଏଥିପାଇଁ ସେ ପ୍ରଥମେ ୫୦ ହଜାର ଗୁପ୍‌ଚୁପ୍‌…

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା:…

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ପୁଣି ମାଡ଼ି ଆସୁଛି ଆଉ ଏକ ବର୍ଷା ବିତ୍ପାତ। ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର। ମୃତୁ୍ୟଞ୍ଜୟ…

ଲଗାଣ ବର୍ଷାରେ ସୁଅରେ ଭାସି ଚାଷୀଙ୍କ…

ଖୋର୍ଦ୍ଧା: ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହୋଇଛି। ତେବେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମନାକୁ ଆସିଛି। ଜଣେ ଚାଷୀ ନାଳରେ ଭାସିଯାଇଛନ୍ତି ଓ ତାଙ୍କର ମୃତ୍ୟୁ ହୋଇଯାଇଛି। ନୂଆପଡ଼ା ପଞ୍ଚାୟତ ମୋରମରସିଂ ଗାଁରେ ଏହି ଅଘଟଣ…

ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି…

ଭୁବନେଶ୍ୱର: ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ ଏନେଇ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ଆବଶ୍ୟକ ସ୍ଥଳେ ରାତି ପାଟ୍ରୋଲିଂ ବି କରାଯିବ। ରାଜ୍ୟରେ ବନ୍ୟା…

ଶାଶୂଙ୍କୁ ହତ୍ୟାକରି ଗୁପ୍ତାଙ୍ଗରେ ବାଉଁଶ…

ମୁମ୍ବାଇ: ଶାଶୂଙ୍କୁ ହତ୍ୟାକରି ଗୁପ୍ତାଙ୍ଗରେ ବାଉଁଶ ପୂରାଇ ଦେଲା ଜ୍ୱାଇଁ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ମୁମ୍ବାଇର ଭିଲେ ପର୍ଲରେ। ପୁଲିସ ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ୍ ଗିରଫ କରିଛି। ଅଧିକ ପଚରାଉଚରା ପାଇଁ ୧୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛି ପୁଲିସ୍। ସୂଚନା ମୁତାବକ, ଅଭିଯୁକ୍ତ ପ୍ରଥମେ…

ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ। www.samsodisha.gov.in ୱେବସାଇଟରେ ତାଲିକା ଉପଲବ୍ଧ ହୋଇଛି। +୨ ପାଇଁ ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍ ଅଫରେ ମନୋନୀତ ହୋଇଛନ୍ତି। ତେବେ କଳାର ପ୍ରଥମ…