Odisha Link
Bridging the Missing Links in Odisha

ହରିଣଠାରେ କରୋନା ପଜିଟିଭ୍ ଚିହ୍ନଟ

ନ୍ୟୁୟର୍କ: ବାଘ ଓ ସିଂହଙ୍କ ଶରୀରରେ ଭାଇରସ ଠାବ ପରେ ଏବେ ହରିଣ ଶରୀରରେ ଠାବ ହେଲା କରୋନା ଭାଇରସ। ହରିଣଠାରେ କୋଭିଡ୍-୧୯ ମିଳିବା ନେଇ ଆମେରିକାର ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଆମେରିକା କୃଷି ବିଭାଗର ରିପୋର୍ଟ ଅନୁସାରେ, ହରିଣକୁ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଓହିଓରେ ଏକ…

ଚଳଚ୍ଚିତ୍ରରେ ନଜର ଆସିବେ ସୁର ରାଉତରାୟ

ଭୁବନେଶ୍ବର: ଚଳଚ୍ଚିତ୍ରରେ ନଜର ଆସିବେ ସୁର ରାଉତରାୟ। ଗଣମାଧ୍ୟମରେ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବିଧାୟକ ସୁରେଶ ରାଉତରାୟ ରାଜନେତାରୁ ଅଭିନେତା ଆଡକୁ ମନ ବଳାଇଛନ୍ତି। ପୂର୍ବରୁ ଗୀତ ଗାଇ ଚର୍ଚ୍ଚା ସୃଷ୍ଟି କରିଥିବା ସୁର ରାଉତରାୟ ଏବେ ବଡ ପରଦାରେ ଆସିବାକୁ ଯାଉଛନ୍ତି। ସୁମିତ୍ରା…

କାବୁଲ ବିସ୍ଫୋରଣରେ ୧୪ କେରଳ ନାଗରିକଙ୍କ…

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନ ବନ୍ଦରରେ ହୋଇଥିବା ବୋମା ବିସ୍ଫୋରଣରେ ଶତାଥିକ ଲୋକ ପ୍ରାଣ ହରାଇଛନ୍ତି। ଏୟାରପୋର୍ଟରେ ବିସ୍ଫୋରଣ ଭିଆଇଥିବା ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଖୁରାସନ୍ (ଆଇଏସ୍‌-କେ)ରେ ୧୪ କେରଳ ନାଗରିକଙ୍କ ଲିଙ୍କ୍‌ ରହିଛି। କୁହାଯାଉଛି ଯେ, ଏମାନଙ୍କୁ…

ନୀତିନ ପଟେଲଙ୍କ ବିବାଦୀୟ ମନ୍ତବ୍ୟ:…

ଗୁଜୁରାଟ: ଆମ ଦେଶ ଏକ ଧର୍ମନୀରପେକ୍ଷ ଦେଶ। ଏଠି ସମ୍ବିଧାନ ଓ ସବୁ ଧର୍ମକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଗୁଜୁରାଟ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ବିବାଦୀୟ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି। ଗୁଜୁରାଟ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏକ ଗଣମାଧ୍ୟମ ସମ୍ମିଳନୀରେ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଯେ,…

ପାର୍ବଣ ପାଇଁ ଆସିବ ନୂଆ ଗାଇଡଲାଇନ:…

ଭୁବନେଶ୍ବର: ପାର୍ବଣ ଋତୁ ପାଇଁ ଆସିବ ନୂଆ ଗାଇଡଲାଇନ। ରାଜ୍ୟରେ ବର୍ତ୍ତମାନା ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟସେବା…

ମନ୍ଦିରକୁ ରୂପା ଗଞ୍ଜେଇ ଗଛ ଦାନ କଲେ…

ଜୟପୁର: ମାନସିକ ପୂରଣ ହେବାରୁ ମନ୍ଦିରକୁ ରୂପାର ଗଞ୍ଜେଇ ଗଛ ଦାନ କଲେ ଚାଷୀ। ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଥିବା ଶ୍ରୀ ସାନୱାଲିଆ ଜୀ ମନ୍ଦିରକୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ରୂପାର ଗଞ୍ଜେଇ ଗଛ ଦେଇଛନ୍ତି। ଏହି ବ୍ୟକ୍ତିଜଣକ ମନ୍ଦିରକୁ ୧୦୦ ଗ୍ରାମ ଓଜନର ରୂପା ଗଞ୍ଜେଇ ଗଛ ଦେଇଛନ୍ତି। ସୂଚନା…

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ…

ଭୁବନେଶ୍ୱର: କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି କୋଭିଡ ପ୍ଲସ ନାମରେ ଷ୍ଟେଜ ଅନ ହ୍ବିଲ ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ୟୁନିସେଫର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଅଭିମୁଖୀ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ସୂଚନାଯୋଗ୍ୟ ସଂସ୍କୃତି ବିଭାଗ ସୂଚନା ଓ…

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ…

କାନପୁର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କାନପୁରରେ ଏହି ଏଫଆଇଆର ଦାଖଲ ହୋଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚପଲରେ ମାଡ଼ ମାରିବେ ବୋଲି କହିଥିଲେ ଉଦ୍ଧବ ଠାକରେ। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଧମକ ଦେବାକୁ ଅଶୋଭନୀୟ ଏବଂ…

ଓଡ଼ିଆ ନ୍ୟୁରୋସର୍ଜନଙ୍କୁ ଅନ୍ତର୍ଜାତୀୟ…

ଭୁବନେଶ୍ୱର: ଓଡ଼ିଆ ନ୍ୟୁରୋସର୍ଜନଙ୍କୁ ଅନ୍ତର୍ଜାତୀୟ ସମ୍ମାନ। ଆମେରିକାନ ଆସୋସିଏସନ୍ ଅଫ୍ ନ୍ୟୁରୋଲଜିକାଲ ସର୍ଜନ୍ସ (AANS) ଓଡ଼ିଶା ଜନ୍ମିତ ନ୍ୟୁରୋସର୍ଜନ ବସନ୍ତ କୁମାର ମିଶ୍ରଙ୍କୁ ମିଳିଛି। ପ୍ରଥମ ଭାରତୀୟ ଭାବେ ସେ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଭାରତରେ ଉଚ୍ଚମାନର ଚିକିତ୍ସା ପାଇଁ…

ପାରାଲିମ୍ପିକ୍ସରେ ପଦକ ସୁନିଶ୍ଚିତ କଲେ…

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ମହିଳା ଟିଟି ଖେଳାଳି ଭବିନା ବେନ୍ ଇତିହାସ ରଚିଛନ୍ତି। ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭାରତ ପାଇଁ ପଦକ ହାସଲ କରିବାକୁ ଯାଉଛନ୍ତି। କ୍ୱାର୍ଟର ଫାଇନାଲରେ ବିଜୟୀ ହେବା ସହ ସେ ପଦକ ନିଶ୍ଚିତ କରିଛନ୍ତି। ଭବିନା ପଟେଲ ରିଓ ସ୍ୱର୍ଣ୍ଣ ବିଜୟିନୀ…