Odisha Link
Bridging the Missing Links in Odisha
Browsing Category

ଯୋଜନା ଓ ବିକାଶ

ରାଉରକେଲାରେ ହେବ ଭାରତର ବୃହତ୍ତମ ହକି…

ଭୁବନେଶ୍ୱର: ରାଉରକେଲା ସହରରେ ଏକ ନୂତନ ସର୍ବୋତ୍ତମ ହକି ଷ୍ଟାଡିୟମ୍‌ ନିର୍ମାଣ କରାଯିବ ବୋଲି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ମାନଜନକ ‘ଏଫ୍‌ଆଇଏଚ୍‌ ଓଡ଼ିଶା ମେନ୍‌ସ୍‌ ହକି ଓ୍ଵାର୍ଲଡ୍‌ କପ୍‌ ୨୦୨୩’ ଆୟୋଜନ କରାଯିବା। ଏହି ଷ୍ଟାଡିୟମ୍‌ ହେବ ଭାରତର ବୃହତ୍ତମ ହକି…

ପୁରୀ ଓ ଯାଜପୁର ମେଡିକାଲ କଲେଜକୁ…

ଭୁବନେଶ୍ୱର: ପୁରୀ ଓ ଯାଜପୁର ମେଡିକାଲ କଲେଜକୁ କ୍ୟାବିନେଟ୍ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୂର୍ତ୍ତ ବିଭାଗର ଏହି ଦୁଇଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତା ପୂରଣ ଓ ମେଡିକାଲ…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ…

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନକୁ କ୍ୟାବିନେଟ ମଞ୍ଜୁରୀ ପ୍ରନାନ କରାଯାଇଛି। ଲିଙ୍ଗରାଜ ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ପାଇଁ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଅଧ୍ୟାଦେଶରେ…

ଆରମ୍ଭ ହେବ ପିଏମ-ବାଣୀ ଯୋଜନା

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପିଏମ-ବାଣୀ ଯୋଜନା ଲାଗୁ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ନିଷ୍ପତ୍ତି ନେଇ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ମାଗଣା ୱାଇଫାଇ ବ୍ୟବସ୍ଥା ନେଇ ପିଏମ-ବାଣୀ ଯୋଜନା ଆରମ୍ଭ ହେବ। ପିଏମ-ବାଣୀ…

ସମସ୍ତ ରେଳ ଷ୍ଟେସନରେ ମିଳିବ ମଟକା ଚା’:…

ନୂଆଦିଲ୍ଲୀ : ପ୍ଲାଷ୍ଟିକ ମୁକ୍ତ ଭାରତ ଗଢିତୋଳିବା ପାଇଁ ସରକାର ବିଭିନ୍ନ ପହକ୍ଷେପ ନେଉଛନ୍ତି। ଏହି ଦିଗରେ ଆଉ ପାଦେ ଆଗେଇ ଭାରତୀୟ ରେଳବାଇ ବିଭାଗ। ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍‌ ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ଯେ, ସମସ୍ତ ରେଳ ଷ୍ଟେସନରେ ପ୍ଲାଷ୍ଟିକ କପ୍‌ ବଦଳରେ ଏଣିକି…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ଥିବା ଜଣାଇଛନ୍ତି…

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ…

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ୫-ଟି କାର୍ଯ୍ୟକ୍ରମରେ ଅନ୍‌ଲାଇନ ଜରିଆରେ ୧୧ ପ୍ରକାର ସେବା ଆଜି ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ…

୩ ବର୍ଷରେ ୧ ହଜାର ଏଲ୍‌ଏନ୍‌ଜି ଇନ୍ଧନ…

ନୂଆଦିଲ୍ଲୀ: ଦେଶରେ ସ୍ୱଚ୍ଛ ଇନ୍ଧନର ଉପଲବ୍ଧି ତଥା ଉପଲବ୍ଧିକୁ ବଢ଼ାଇବା ପାଇଁ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୃତିବଦ୍ଧ । ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ପ୍ରମୁଖ ରାଜପଥ, ଶିଳ୍ପ କୋରିଡର ଏବଂ ଖଣି ଅଞ୍ଚଳ ମାନଙ୍କରେ ୧ ହଜାର ଏଲ୍‌ଏନ୍‌ଜି ଇନ୍ଧନ ଷ୍ଟେସନ…

ପେଟ୍ରୋଲିୟମ ପ୍ରକଳ୍ପର ଅଗ୍ରଗତି ନେଇ…

ନୂଆଦିଲ୍ଲୀ: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀଭବନ ଠାରେ କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଉଭୟ ନେତା ଛତିଶଗଡ଼ରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ କ୍ରିୟାନ୍ୱିତ ହେଉଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି…

ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟକୁ…

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କା ବଜେଟ ରଖାଯାଇଛି । ଏହା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି-“ଶ୍ରୀମନ୍ଦିରର ବ୍ୟୟ ବଢ଼ିଥିବା ବେଳେ ଆୟ ଅନେକ କମି ଯାଇଛି। ଆୟ ବୃଦ୍ଧି ପାଇଁ ଅନଲାଇନ…