Odisha Link
Bridging the Missing Links in Odisha
Browsing Category

ଯୋଜନା ଓ ବିକାଶ

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ବୈଠକ ବସିବ। ବୈଠକରେ ୩ଟିରୁ ଅଧିକ ପ୍ରସ୍ତାବ ଆସିପାରେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍ ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍‌ କୁ  କ୍ୟାବିନେଟ୍ ଅନୁମୋଦନ…

ସଫେଇ କର୍ମଚାରୀଙ୍କ ପାଇଁ ଖୁସି ଖବର,…

ଭୁବନେଶ୍ବର: ରାଜ୍ୟର ସଫେଇ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା କରିଛନ୍ତି। ସଫେଇ କର୍ମଚାରୀଙ୍କ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେପ୍‌ଟିକ୍…

ନିଲାମ ହେବ ବିଦ୍ୟା ବାଲାନଙ୍କ ଶାଢ଼ୀ:…

ଭୁବନେଶ୍ୱର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ ନିଲାମ ହେବ। ଅନଲାଇନରେ ୧୫ ତାରିଖରୁ ନିଲାମ ଆରମ୍ଭ ହୋଇଥିବା ବେଳେ ୨୦ ତାରିଖ ରାତି ୧୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଆଗ୍ରହୀ ବ୍ୟକ୍ତି ଏହାକୁ କିଣିବା ପାଇଁ ‘ଗୁଗୁଲ ଫର୍ମସ’ରେ ଆବେଦନ କରିପାରିବେ । ଶାଢ଼ି ବିକି୍ରର…

ଡିସେମ୍ବରରେ ହେବ ମେକ୍ ଇନ୍ ଓଡ଼ିଶା

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟର ସର୍ବବୃହତ ନିବେଶକ ସମ୍ମିଳନୀ ‘ମେକ୍ ଇନ୍ ଓଡ଼ିଶା’କୁ ନିର୍ଧାରିତ ସମୟରେ ଆୟୋଜନ କରାଯାଇପାରିବ ନାହିଁ। କାରୋନା ମହାମାରୀର ପ୍ରଭାବ ଜାରି ରହିଥିବାରୁ ଏହା ନିର୍ଧାରିତ ସମୟରେ ହେବାନାହାିଁ ଏହି ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଛି। ବିଭିନ୍ନ ଆନ୍ତର୍ଜାତିକ…

ସୁନ୍ଦରଗଡ଼: ଶିଶୁଙ୍କ ପାଇଁ ଅଙ୍ଗନବାଡ଼ି…

ସୁନ୍ଦରଗଡ଼: ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ହେମଗିରି ବ୍ଲକରେ ‘ମାଣ୍ଡିଆ ଲଡୁ’ ଏବଂ ଲେଫ୍ରିପଡ଼ା ବ୍ଲକରେ ‘ସ୍ପିରୁଲିନାଯୁକ୍ତ ଚିନି ଓ ବାଦାମ ଚିକି’ର ପାଇଲଟ୍‌ କାର୍ଯ୍ୟକ୍ରମ…

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌ରେ ଓଡ଼ିଆ…

ଭୁବନେଶ୍ବର: ମାଇକ୍ରୋସଫ୍ଟ ପକ୍ଷରୁ ଓଡ଼ିଆଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌ରେ ଉପଲବ୍ଧ ହେବ ଓଡ଼ିଆ ଭାଷା। ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ଯୋଡି ହେବା ନେଇ କମ୍ପାନୀ ପକ୍ଷରୁ ଟୁଇଟ୍‌ କରାଯାଇଛି। ମାଇକ୍ରୋସଫ୍ଟ ଅଫିସରେ ମଧ୍ୟ ଏହି ଅନୁବାଦ ସୁବିଧା…

ଆଣ୍ଡାମାନରେ ଇଣ୍ଟରନେଟ୍: ସମୁଦ୍ରତଳେ…

ନୂଆଦିଲ୍ଲୀ: ଦେଶରେ ପ୍ରଥମ ସମୁଦ୍ରତଳ ଅପ୍ଟିକାଲ୍‌ ଫାଇବର୍‌ କେବଲ୍‌ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚେନ୍ନାଇ ଠାରୁ ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜକୁ ସଂଯୋଗ କରୁଛି ଏହି ୨,୩୦୦ କିଲୋମିଟର ଦୀର୍ଘ ଇଣ୍ଟରନେଟ୍‌ କେବୁଲ ଲାଇନ୍। ଏହି ପ୍ରକଳ୍ପ ଦ୍ବାରା ମୂଳ ଭୂଖଣ୍ଡ ଭଳି…

ଓଡ଼ିଶାରେ ନ୍ୟୁନତମ ରୋଜଗାର କାର୍ଯ୍ୟକ୍ରମ…

ଭୁବନେଶ୍ବର: ଓଡ଼ିଶାର ଖଣିଜସମ୍ପଦ ଭରା ଜିଲ୍ଲାରେ ଗରିବ ଲୋକଙ୍କୁ ନିଶ୍ଚିତ ରୋଜଗାର ଦେବା ଲକ୍ଷ୍ୟରେ ସମାବେଶୀ ବିକାଶ ଲାଭାଂଶ (IGD) ବା ସାର୍ବଜନୀନ ନ୍ୟୁନତମ ଆୟ (UBI) କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ ଓ ଇଷ୍ଟର ଡୁଫ୍ଲୋଙ୍କ…

କରୋନା ଯୋଦ୍ଧାମାନଙ୍କ ପାଇଁ…

ଭୁବନେଶ୍ବର: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଆଜି ପୁଣି ଥରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ନବୀନ। ଏନେଇ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି…

କରୋନା କବଚ: କେନ୍ଦ୍ର ସରକାରଙ୍କ ଏହି…

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଦକ୍ଷିଣ କୋରିଆ ପରେ ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତ କରୋନା ସଂକ୍ରମଣ ଟ୍ରାକ୍‌ କରିବା ପାଇଁ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିଛି। 'କରୋନା କବଚ' ନାମକ ଏହି ଆପ୍‌ ବ୍ୟବହାର କରି ଆପଣ କରୋନା ଆକ୍ରାନ୍ତଙ୍କ ପାଖ ମାଡ଼ୁଛନ୍ତି କି ନା ଜାଣିପାରିବେ। କେନ୍ଦ୍ର ସରକାରଙ୍କ…