Odisha Link
Bridging the Missing Links in Odisha
Browsing Tag

1 dead

ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା…

ଓଏଲ୍‌ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲାରେ ଘଟିଥିବା ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମହିଳା କନେଷ୍ଟବଳଙ୍କ ମୃତଶରୀର। ଢେଙ୍କାନାଳ ରିଜର୍ଭ ଲାଇନ ପୁଳିସ କ୍ବାର୍ଟରରୁ ଝୁଲନ୍ତା ଅବସ୍ଥାରେ ମିଳିଛି ମହିଳା ପୁଲିସ କନେଷ୍ଟବଳଙ୍କ ମୃତଦେହ। ସୂଚନା ଅନୁସାରେ,…

ଦୁର୍ବୁତ୍ତଙ୍କ ଆକ୍ରମଣରେ ଚାଲିଗଲା…

ଓଏଲ୍‌ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଦୁର୍ବୁତ୍ତ ମାନଙ୍କ ଆକ୍ରମଣର ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ଧାରୁଆ ମାରଣାସ୍ତ୍ରରେ ଯୁବକଙ୍କ ମୁହଁକୁ ହାଣିଛନ୍ତି। ଆକ୍ରମଣର ଶିକାର ହୋଇଥିବା ମୃତ ଯୁବକ ଜଣକ ହେଲେ ଭଦ୍ରକ…

ବିଜୁ ସେତୁ କାମ ବେଳେ ଅଟଘଣ

ବାରିପଦା: ପୁଣି ବିଜୁ ସେତୁ କାମ ବେଳେ ଅଟଘଣ। ଏହି ଅଘଟଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଏହି ଅଘଟଣ ଘଟିଛି। ମୃତକ ହେଉଛନ୍ତି ରସଗୋବିନ୍ଦପୁର ଥାନା ସାରମୂଳା ପଞ୍ଚାୟତ ଧାନଶୋଳ ଗ୍ରାମର କାର୍ତ୍ତିକ ସିଂଙ୍କ ପୁଅ ଦୀପକ(୨୨)। ସୂଚନା ମୁତାବକ,…

ଓଲଟିଲା ପିକ୍‌ନିକ୍‌ ଗାଡ଼ି: ୧ ମୃତ, ୧୨…

ମୋହନା: ଘାଟିରେ ଓଲଟିଲା ପିକ୍‌ନିକ୍‌ ଗାଡ଼ି। ଗାଡ଼ି‌ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।ଗଜପତି-ରାୟଗଡ଼ା ସୀମା ଡୁମ୍ବଲାପଦର ବୁଲାଣିଆ ଘାଟିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ ଭୁବନେଶ୍ୱରର ସୁନୀଲ ସାହୁ। ସୂଚନା ମୁତାବକ, ଏକ ଟ୍ରାଭେଲରରେ ୨୦ ଜଣ କୋରାପୁଟ ଗୁପ୍ତେଶ୍ଵର…

ବିଷାକ୍ତ ଶାଗ ଖାଇ ଜଣେ ମୃତ, ୩ ଗୁରୁତର

ନୟାଗଡ଼: ଶାଗ ଖାଇ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ ଘଟିଛି ଘଟଣା । ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ବରସାହି ଗାଁର ରାକେଶ…

ସଡ଼କ ଦୁର୍ଘଟଣା: ୧ ମୃତ, ୪ ଗୁରୁତର

ସାଲେପୁର: ନିଶ୍ଚିନ୍ତ କୋଇଲି ଥାନା କଟିକଟା ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟିପ୍ପର ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଯାଜପୁର ଜିଲ୍ଲା ବିଞ୍ଝାରପୁରରୁ ଜଣେ ରୋଗୀଙ୍କୁ ନେଇ ଏକ…

ଭୋଟ ଦେବାକୁ ଆସି ମୃତ୍ୟୁ

ଜଗତସିଂହପୁର: ଆଜି ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଭୋଟ ଗ୍ରହଣ ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଦେବାକୁ ଆସିବା ବାଟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ରଘୁନାଥପୁର ବ୍ଲକ ରେଢୁଆ ବୁଥକୁ ଭୋଟ ଦେବାକୁ…

ବୋମା ବିସ୍ଫୋରଣରେ ଜଣେ ମୃତ, ୨ ଗୁରୁତର

ଗଞ୍ଜାମ: ଗଞ୍ଜାମ ବଡ଼ଗଡ଼ ଭୀମପୁର ଗାଁରେ ବୋମା ବିସ୍ପୋରଣ। ବୋମା ଭିଡୁଥିବାବେଳେ ବିସ୍ପୋରଣ ଘଟିଥିବା ଜଣାପଡିଛି। ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭୀମପୁର ଗ୍ରାମର ବୁଲୁ ମଳିକ। ଆହତ ଦୁଇ ଜଣ ହେଲେ ଭୀମପୁର ଗ୍ରାମର ନନ୍ଦିଆ ନାୟକ ଓ ପ୍ରକାଶ…

କରୋନା ଟିକା ଟ୍ରାଏଲ ସମୟରେ…

ବ୍ରାଜିଲ: ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କରୋନା ଭ୍ୟାକସିନ୍ ଟ୍ରାଏଲ ସମୟରେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ। ବ୍ରାଜିଲରେ ତୃତୀୟ ପର୍ଯ୍ୟାୟ କରୋନା ଭ୍ୟାକସିନ୍ ଟ୍ରାଏଲରେ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ବ୍ରାଜିଲ୍‌ର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱେଚ୍ଛାସେବୀ ବ୍ରାଜିଲର ବୋଲି…

ମହୁମାଛି କାମୁଡାରେ ଜଣେ ମୃତ,୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ମହୁମାଛି ଆତଙ୍କ। ମହୁମାଛି କାମୁଡାରେ ଜଣେ ମହିଳା ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଯୋଡା ବ୍ଲକ ତିତିରବିଲ୍ ଗାଁର ବାସୁମତୀ ସର୍ଦ୍ଦାର। ୩ ଗୁରୁତରଙ୍କୁ ବର୍ତମାନ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।…