Odisha Link
Bridging the Missing Links in Odisha
Browsing Tag

1 dead

ଟ୍ରକ୍‌ ଧକ୍କାରେ ପୋଲ ତଳକୁ ଖସିଲା…

ଜଳେଶ୍ବର: ଟ୍ରକ୍‌ ଧକ୍କାରେ ପୋଲ ତଳକୁ ଖସିଲା ଡମ୍ଫର। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଡମ୍ଫରକୁ ଟ୍ରକ୍‌ ପଛପଟୁ ଧକ୍କା ଦେବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ଅଟୋ-ସ୍କୁଟି ମୁହାଁମୁହିଁ: ଜଣେ ମୃତ, ୨…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଡାଗୋଠ ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଅଟୋ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି। ୨ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।ସେଠାରେ ତାଙ୍କ…

କୋଇଲା ଅତଡ଼ା ଖସି କର୍ମଚାରୀ ମୃତ

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ନନ୍ଦିରା ଭୂତଳ କୋଇଲା ଖଣିରେ ଏକ କୋଇଲା ଅତଡ଼ା ଖସି ଜଣେ କର୍ମଚାରୀଙ୍କ ମୃତ ଘଟିଥବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତିଜଣକ ହେଲେ ଢେଙ୍କାନାଳ ଜିଲ୍ଲାର ଜିରାଳ ଗ୍ରାମର ଗଙ୍ଗାଧର ଦାସ(୫୭)। ସେ ଡ୍ରେସର ଭାବେ କାମ କରୁଥିବା ନେଇ ସୂଚନା ମିଳିଛି।…

ବାଇକକୁ ଧକ୍କା ଦେଲା ହାଇଓ୍ବା; ଜଣେ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଁଳ ରଙ୍ଗମାଟିଆଠାରେ ଆଜି ଦିନ ପ୍ରାୟ ୧୨ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କାରେ ବାଇକରେ ଥିବା ସିଆରୀମାଳିଆ ଗାଁର ସୁଧାକର ପ୍ରଧାନଙ୍କର ୪ ବର୍ଷର ପୁଅ ବିନୟ ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଵେଳେ…

ସେନା ଶିବିରରେ ଅଗ୍ନିକାଣ୍ଡ; ୧ ଯବାନ…

ଶ୍ରୀନଗର : କାଶ୍ମୀର କୁପଓ୍ବାଡା ଜିଲ୍ଲା ସେନା ଶିବିରରେ ଗତକାଲି ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ଜଣେ ଯବାନ ଜଳି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ତିନୋଟି ନିର୍ମାଣ, ଦୁଇଟି ଗାଡି ଏବଂ ଅନେକ ତେଲ ଟ୍ୟାଙ୍କର ପୋଡି ପାଉଁଶ ହୋଇଯାଇଛି। ଏ ନେଇ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି…

ପୁଣି ବିଦ୍ୟୁତ୍‌ ନେଲା ଜୀବନ

ନବରଙ୍ଗପୁର: ପୁଣି ଜୀବନ ନେଲା ବିଦ୍ୟୁତ୍‌ ତାର। ୧୧ ଜେଭି ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ ଘଟିଛି। ନବରଙ୍ଗପୁର ଗୋରୁମହିଷାଣି ଥାନା ସୁଂଘାଳ ଗାଁରେ ଘଠିଛି ଏଭଳି ଅଭାବନୀୟ ଘଟଣା। ଘର ଛାତ ଉପରେ କାମ କରୁଥିବା ବେଳେ ଶ୍ରମିକଙ୍କର ମୃତ ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ପରେ…