ପୁଣି ବିଦ୍ୟୁତ୍ ନେଲା ଜୀବନ

ନବରଙ୍ଗପୁର: ପୁଣି ଜୀବନ ନେଲା ବିଦ୍ୟୁତ୍ ତାର। ୧୧ ଜେଭି ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ ଘଟିଛି। ନବରଙ୍ଗପୁର ଗୋରୁମହିଷାଣି ଥାନା ସୁଂଘାଳ ଗାଁରେ ଘଠିଛି ଏଭଳି ଅଭାବନୀୟ ଘଟଣା। ଘର ଛାତ ଉପରେ କାମ କରୁଥିବା ବେଳେ ଶ୍ରମିକଙ୍କର ମୃତ ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ବ୍ୟକ୍ତି ଜଣଙ୍କୁ ରାଇରଙ୍ଗପୁର ମେଡିକାଲ ନିଆଯାଇଥିଲା। ସେଠାରେ ଡାଙ୍କୁ ତାକ୍ତର ମୃତ ଘୋଷଣା କରିଛନ୍ତି।