Odisha Link
Bridging the Missing Links in Odisha
Browsing Tag

Nabarangpur

ସଡକ ଦୁର୍ଘଟଣା: ଦ୍ରୁତ ଗତିରେ ଗଛକୁ…

ଓଏଲ୍‌ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଘଟଣା ସ୍ଥଳରେ ଚଳନ୍ତା କାରଟି ଗଛରେ ପିଟି ହୋଇଥିଲା ଯାହା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ଥିବା ଖବର ସାମ୍ନାକୁ ଆସିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା…

କହ୍ନେୟା କୁମାରଙ୍କ ପାଇଁ ଛିଞ୍ଚାଗଲା…

ନବରଙ୍ଗପୁର: ସଜ ସଜ କଂଗ୍ରେସ ହାତ ଧରିଥିବା କହ୍ନେୟା କୁମାର ପୁଣି ଏବେ ଚର୍ଚ୍ଚାରେ। କହ୍ନେୟା କୁମାର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାକୁ ଆସିଥିଲେ। ଆଉ ସେ କାର୍ଯ୍ୟକ୍ରମ ସାରି ଯିବା ପରେ ସଭାସ୍ଥଳକୁ ଗଙ୍ଗାଜଳରେ ଶୁଦ୍ଧିକରଣ କରିଛନ୍ତି ନବରଙ୍ଗପୁରର ଦୁଇ ଜଣ…

ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫ ପ୍ରତିଶତ

ଭୁବନେଶ୍ୱର: ରାଜ୍ୟରେ ଡ୍ରପ୍ ଆଉଟ ହାର ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫ ପ୍ରତିଶତ ରହିଛି। ୨୦୧୮-୧୯ରେ ଡ୍ରପ୍ ଆଉଟ ହାର ୬.୯୩ ପ୍ରତିଶତ ଥିଲା। ଡ୍ରପ୍ ଆଉଟ ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମରେ ରହିଛି। ଗତବର୍ଷ ନବରଙ୍ଗପୁରରେ…

ଏହି ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ପୁଣି କାୟା ମେଲାଇ ଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବାରୁ ଅନେକ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଘୋଷଣା କରାଯାଉଛି। ମାତ୍ର ଆଜିଠାରୁ ନବରଙ୍ଗପୁର…

ରାଜ୍ୟର ଆଉ ଏକ ଜିଲ୍ଲାରେ ଲାଗିଲା ନାଇଟ୍…

ନବରଙ୍ଗପୁର: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ମାଲକାନଗିରି ପରେ ନବରଙ୍ଗପୁରରେ…

ପୁଣି ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍

ନବରଙ୍ଗପୁର: ରାଜ୍ୟରେ ଦିନ କୁ ଦିନ ବଢ଼ୁଛି ଲୁଟ୍। ଲୁଟେରାଙ୍କ ନଜରରେ ରହିଛନ୍ତି ଗହଣା ବ୍ୟବସାୟୀ। ଆଜି ନବରଙ୍ଗପୁରରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଭାର୍ଷୁଣ୍ଡିଠାରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଲୁଟେରା । ବ୍ୟବସାୟୀ ଆଶାରାମ…

ମା’ଙ୍କ ଶେଷଇଛା କଲେ ପୂରଣ, ଜଗନ୍ନାଥଙ୍କୁ…

ନବରଙ୍ଗପୁର: ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ପର ପାଲଟି ଯାଉଥିବା ବେଳେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଏଠି ସମ୍ପର୍କ ସନ୍ତାନ, ପରିବାର ସହ ନୁହେଁ, ବରଂ ସମ୍ପର୍କ ଗଢି ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ସହ। ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ପୁଅ ବୋଲି ଭାବି ନିଜର ତିନି ମହଲା କୋଠା…

ନାବାଳିକାକୁ ଭୟଭୀତ କରି ବାରମ୍ବାର…

ତେନ୍ତୁଳିଖୁଣ୍ଟି: ନାବାଳିକାକୁ ଭୟଭୀତ କରି ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅନ୍ତର୍ଗତ କର୍ମୀଗୁଡା ଗ୍ରାମରେ। ନାବାଳିକାକୁ ଭୟଭୀତ କରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି। ଦୁଷ୍କର୍ମକାରୀ ଜଣଙ୍କ ବୀରେନ୍ଦ୍ର…

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ,…

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ସାର୍ଟିଫିକେଟ ସଂଶୋଧନ କରିବା ବାବଦକୁ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ। ମିଳିଥିବା ସୂଚନା ମୁତାବିକ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ କୁନ୍ଦେଇ ପଞ୍ଚାୟତର ଦନିପାରା ଗ୍ରାମର ଇନ୍ଦୁଲି ରାମ ଗଣ୍ଡଙ୍କ…

ନବରଙ୍ଗପୁରରେ ୨ ଦିନିଆ ସଟ୍‌ଡାଉନ

ନବରଙ୍ଗପୁର: ନବରଙ୍ଗପୁର ଜିଲାକୁ ୨ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୨୫ ତାରିଖ ଓ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ ରହିବ। ନବରଙ୍ଗପୁର କୋରନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ…