Odisha Link
Bridging the Missing Links in Odisha

ନବରଙ୍ଗପୁରରେ ୨ ଦିନିଆ ସଟ୍‌ଡାଉନ

ନବରଙ୍ଗପୁର: ନବରଙ୍ଗପୁର ଜିଲାକୁ ୨ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୨୫ ତାରିଖ ଓ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ ରହିବ। ନବରଙ୍ଗପୁର କୋରନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁରରୁ ୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ନବରଙ୍ଗପୁରରେ ଏହିପରି ପଦକ୍ଷେପ ନିଆଯାଇଛି।

Comments are closed.