Odisha Link
Bridging the Missing Links in Odisha
Browsing Tag

Nabarangpur

ନବରଙ୍ଗପୁରରେ ୨ ଦିନିଆ ସଟ୍‌ଡାଉନ

ନବରଙ୍ଗପୁର: ନବରଙ୍ଗପୁର ଜିଲାକୁ ୨ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୨୫ ତାରିଖ ଓ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ ରହିବ। ନବରଙ୍ଗପୁର କୋରନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ…

ଦୁଇ ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ

ନବରଙ୍ଗପୁର: ଭାସ୍କେଲ ନଦୀରୁ ଦୁଇ ନାବାଳିକା ମୃତ ଦେହ ଉଦ୍ଧାର। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ରୁନିଗୁଡ଼ା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାଯୋଗ୍ୟ ଯେ, ଗତକାଲି ରୁନିଗୁଡା ଗ୍ରାମର ସମଦୁ ପୂଜାରୀଙ୍କ ଝିଅ ଓ ତାଙ୍କ ସାନ ଭାଇ ଡମ୍ବରୁଧର ପୂଜାରୀଙ୍କ ଝିଅ ଜୟମଣି ଓ ହେମବତୀ ଆଖୁ…

ନବରଙ୍ଗପୁର ଆର୍‌ଟିଓଙ୍କ ନାଁରେ ମାମଲା

ନବରଙ୍ଗପୁର: ନବରଙ୍ଗପୁର ଆର୍‌ଟିଓ ଅଫିସର ଗଣେଶ୍ବର କହଁରଙ୍କ ନାଁ ରେ ଥାନାରେ ମାମଲା। ଆର୍‌ଟିଓ ଗଣେଶ୍ବର କହଁରଙ୍କ ନାଁ ରେ ମାମଲା ରୁଜୁ କରିଛି ନବରଙ୍ଗପୁର ଥାନା ପୋଲିସ। ଅସ୍ଥାୟୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଆର୍‌ଟିଓ ଅଫିସରେ ସ୍ଥାୟୀ ଚାକିରି ଲୋଭ ଦେଖାଇ…

ପୁଣି ବିଦ୍ୟୁତ୍‌ ନେଲା ଜୀବନ

ନବରଙ୍ଗପୁର: ପୁଣି ଜୀବନ ନେଲା ବିଦ୍ୟୁତ୍‌ ତାର। ୧୧ ଜେଭି ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ ଘଟିଛି। ନବରଙ୍ଗପୁର ଗୋରୁମହିଷାଣି ଥାନା ସୁଂଘାଳ ଗାଁରେ ଘଠିଛି ଏଭଳି ଅଭାବନୀୟ ଘଟଣା। ଘର ଛାତ ଉପରେ କାମ କରୁଥିବା ବେଳେ ଶ୍ରମିକଙ୍କର ମୃତ ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ପରେ…

ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ…

ନବରଙ୍ଗପୁର: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର…

ଡିଜେଲ ପେଟ୍ରୋଲ ରେଡି ରଖିଥାଓ ନିର୍ଦ୍ଦେଶ…

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଖୋଲାଖୋଲି ତାଙ୍କ ସମର୍ଥକ ମାନଙ୍କୁ ଉସୁକାଉଥିବା ଭିଡିଓ ଭାଇରାଲ ହୋଇଛି। ଫୋନରେ କଂଗ୍ରେସ କର୍ମୀଙ୍କୁ ଡିଜେଲ୍ ପେଟ୍ରୋଲ ପ୍ରସ୍ତୁତ କରି ରଖିବାକୁ ଏବଂ ହିଂସାକାଣ୍ଡ କରିବାକୁ ଖୋଲାଖୋଲି କହୁଛନ୍ତି ପ୍ରଦୀପ…

ନିଖୋଜ ଯୁବକଙ୍କ ମୃତ ଦେହ ଠାବ

ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଠାବ କରାଯାଇଛି । ସେ ୫ ଦିନ ତଳୁ ନିଖୋଜ ଥିଲେ । ମଇଦଲପୁର ଫାଣ୍ଡି ଆମ୍ବପାଣି ଜଙ୍ଗଲରେ ମୃତଦେହ ମିଳିଛି । ପରିବାରର ଅଭିଯୋଗ ଅନୁସାରେ , ୨ଜଣ ଲୋକ ତାଙ୍କୁ ଘରୁ ଡ଼ାକି ନେଇ ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାଁ ରାମ ଭତରା। ତାଙ୍କ ଘର ପାପଡ଼ାହାଣ୍ଡି…

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଗୁଜୁମାପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି କରୁଥିବା ସନ୍ଦେହ କରି ତୁଳାବତୀ ସାନ୍ତା ନାମକ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁଜୁମାପଦର ଗ୍ରାମର ଧନୁ ସାନ୍ତା ଏବଂ ରାଧୁ ସାନ୍ତା ବିଳମ୍ବିତ ରାତିରେ ମହିଳା ଜଣକୁ ଘରୁ ଡାକି…