Odisha Link
Bridging the Missing Links in Odisha
Browsing Tag

CAB

ଲକ୍‌ଡାଉନ୍: କଟକ-ଭୁବନେଶ୍ବରରେ ଓଲା…

ଭୁବନେଶ୍ବର: କରୋନା ପାଇଁ ଲକ୍‌ଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବାଗୁଡ଼ିକ ଛାଡ଼ି ସମସ୍ତ ସେବା ବନ୍ଦ ଥିଲା। ସାଧାରଣ ପରିବହନ ବ୍ୟବସ୍ଥା, କ୍ୟାବ୍‌ ସର୍ଭିସ୍‌ ଆଦି ମଧ୍ୟ ବନ୍ଦ ରହିଥିଲା। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ଭାବେ କଟକ ଓ ଭୁବନେଶ୍ବରରେ ଓଲା କ୍ୟାବ୍‌ ସେବା ପୁଣି ଆରମ୍ଭ…

ଛାତ୍ରଛାତ୍ରୀଙ୍କୁ ଅନ୍ତରୀଣ ସୁରକ୍ଷା…

ନୂଆଦିଲ୍ଲୀ : ନାଗରିକତା ଆଇନ ପ୍ରସଙ୍ଗରେ ହିଂସାତ୍ମକ ଆନ୍ଦୋଳନ କରିଥିବା ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନାକରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନର ବିଚାର…

ନାଗରିକତା ଆଇନ ପ୍ରତିବାଦକୁ ରୋକିବା ପାଇଁ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂତନ ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଏହାକୁ ଦମନ କରିବା ପାଇଁ ଦିଲ୍ଲୀର କେତେକ ଅଞ୍ଚଳରେ ଭଏସ୍‌ ଡାଟା ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବାକୁ ମୋବାଇଲ୍‌ ଫୋନ୍‌ ଅପରେଟର୍‌ମାନଙ୍କୁ ସରକାର କହିଛନ୍ତି। ସକାଳ ୯ଟାରୁ ଦିନ ୧ଟା…

ସୁପ୍ରିମକୋର୍ଟରେ CAA ବିରୋଧରେ ଓୱେସୀଙ୍କ…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(CAA)କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଆସାଉଦ୍ଦିନ ଓୱେସୀ। ସେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଓୱେସୀଙ୍କୁ ମିଶାଇ CAA ବିରୋଧରେ ଏପର୍ୟ୍ୟନ୍ତ ସୁପ୍ରିମ…

CAB: ଆସାମରେ ଇଣ୍ଟରନେଟ୍‌ ସେବା ବନ୍ଦ,…

ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତର-ପୂର୍ବ ଭାରତ ଅଶାନ୍ତ। ଏହି ବିଲକୁ ବିରୋଧ କରି ଆସାମରେ ଅଶାନ୍ତି ଲାଗି ରହିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଟୁଇଟ କରି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ଯେ, ମୁଁ ଆସାମର ସମସ୍ତ ଭାଇ ଓ…

ସିଏବି ପାଇଁ ନବୀନଙ୍କୁ ଟାର୍ଗେଟ

ଭୁବନେଶ୍ୱର: ବିବାଦୀୟ ନାଗରିକତା ସଂଶୋଧନ ବିଲ ଲୋକସଭା ପରେ ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ଲୋକସଭାରେ ୩୧୧-୮୦ ଭୋଟରେ ଏହି ବିଲ ଗୃହୀତ ହୋଇଥିବାବେଳେ ରାଜ୍ୟସଭାରେ ୧୨୫-୧୦୫ ଭୋଟରେ ପାସ ହୋଇଛି। ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଏହି ବିଲକୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା । ଏହି ବିଲକୁ ବିରୋଧ…

ସିଲେକ୍ଟ କମିଟିକୁ ଯିବନାହିଁ CAB

ନୂଆଦିଲ୍ଲୀ: ସିଲେକ୍ଟ କମିଟିକୁ ପଠାଯିବ ନାହିଁ ନାଗରିକତା ସଂଶୋଧନ ବିଧେୟକ(ସିଏବି) । ରାଜ୍ୟସଭାରେ ସିଲେକ୍ଟ କମିଟିକୁ ପଠାନଯିବା ସପକ୍ଷରେ ୧୨୪ଭୋଟ ହୋଇଥିବା ବେଳେ ଏହାର ବିପକ୍ଷରେ ୯୯ ଟି ଭୋଟ ହୋଇଛି। ଭୋଟିଂ ସମୟରେ ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ। ଲୋକସଭାରେ ଏହି ବିଲ ସପକ୍ଷରେ ଭୋଟ ଦେଇଥିବା ଶିବସେନା…

ଗୌହାଟୀରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍‌…

ଗୌହାଟୀ: ଗୋଟିଏ ପଟେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିତର୍କ ଚାଲିଥିବା ବେଳେ ଅନ୍ୟପଟେ ଆସାମରେ ତୀବ୍ର ବିରୋଧ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଲ ବିରୋଧରେ ସ୍ୱର ଉଠୁଥିବା ବେଳେ ଧିରେଧିରେ ଏହି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟସଭାରେ ବିଲ ନେଇ ବିତର୍କ ଯେତିକି ଜୋର ହେଉଛି…

ଏହା ପାକିସ୍ତାନର ସଂସଦ ନୁହେଁ: ଶିବସେନା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭା ସରଗରମ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରାଜ୍ୟସଭାରେ ସିଏବି ବିଲକୁ ଆଗତ କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଦଳ ଏହି ବିଲ୍‌କୁ ବିରୋଧ କରୁଛନ୍ତି। ଲୋକସଭାରେ ସିଏବିକୁ ସମର୍ଥନ ଦେଇଥିବା ଶିବସେନା ରାଜ୍ୟସଭାରେ ୟୁଟର୍ଣ୍ଣ…