Odisha Link
Bridging the Missing Links in Odisha
Browsing Tag

Corona virus

ଚୀନରେ କରୋନାର କରାଳ ରୂପ; ୮୦ ପ୍ରତିଶତ…

ଓଏଲ୍ ବ୍ୟୁରୋ : ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ। ଏହି ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚୀନରେ କରୋନା ସ୍ଥିତି ଏତେ ଭୟଙ୍କର ରୂପ ନେବାରେ ଲାଗିଛି ଯେ ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ମିଳିଥିବା ଖବର ଅନୁସାରେ, ଚୀନରେ ଏବେ…

୬ଟି ଦେଶରୁ ଆସୁଥିଲେ, ଆରଟିପିସିଆର ଟେଷ୍ଟ…

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ କେନ୍ଦ୍ର ସରକାର ଏହାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ୬ଟି ଦେଶରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଜମା କରିବା…

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ଭାରତ ସରକାର ଦେଶବାସୀଙ୍କ ସୁରକ୍ଷା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥଲେ। କରୋନା ସଂକ୍ରମଣକୁ ନଜରରେ ରଖି ଭାରତ ସରକାର କରୋନାର ସମୀକ୍ଷା କରିବା ପରେ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଥିଲେ।…

ଦେଶରେ ସାପ୍ତାହିକ କରୋନା ସଂକ୍ରମଣ…

ଓଏଲ୍‌ ବ୍ୟୁରୋ : ଚୀନରେ ହୁ ହୁ ହୋଇ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ। ଭାରତ ସରକାର ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ଉଦ୍ବୋଧନ ଦେଇଥିଲେ। ହେଲେ ଦୁଇମାସ ପରେ ଆଜି ଦେଶରେ ସାପ୍ତାହିକ ସଂକ୍ରମଣ ୧୧ପ୍ରତିଶତକୁ…

୮ ମାସର ରେକର୍ଡ ଭାଙ୍ଗିଲା କରୋନା

ଓଏଲ୍‌ ବ୍ୟୁରୋ: ସମଗ୍ର ବିଶ୍ବକୁ କଲବଲ କଲାଣି ମହାମାରୀ କରୋନା। ଭାରତରେ ମଧ୍ୟରେ ବିଗତ କିଛିଦିନ ହେବ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମାମଲା। ଏସବୁ ମଧ୍ୟରେ ୮ ମାସର ରେକର୍ଡ ଭାଙ୍ଗିଲା ମହାମାରୀ। ଦୀର୍ଘ ୮ ମାସ ପରେ ବୁଧବାର ଦିନ ୩ ଲକ୍ଷରୁ ଅଧିକ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଦେଶରେ…

ମାସ ଶେଷ ସୁଦ୍ଧା ମିଳିବ ଟିକା

ଭୁବନେଶ୍ୱର : ଓଡ଼ିଶାକୁ ଜାନୁଆରୀ ଶେଷ ସୁଦ୍ଧା ଆସିପାରେ କରୋନା ଟିକା। ଏହା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି, ଜାନୁଆରୀ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ କରାଯାଉଛି। ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କମାନଙ୍କୁ ଦେବା ପାଇଁ…

କରୋନା: ୧.୭୦ କୋଟି ମୂଷାଙ୍କୁ ମାରିବ ଏହି…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ସାରା ବିଶ୍ବବାସୀ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି। ବିଶ୍ବର କିଛି ଦେଶ ଏହି ମହମାରୀକୁ ପ୍ରତିହତ କରି ଅଣ୍ଟା ସଳଖ କରିବା ବେଳକୁ ପୁଣିଥରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଦେଖିବାକୁ ମିଳିଛି। ୟୁରୋପ, ଇଟାଲୀ, ସ୍ପେନ୍, ବ୍ରିଟେ୍ନ ଆଦି ଦେଶରେ କରୋନାର…

ପାର୍ବଣ ଓ ଶୀତ ଋତୁରେ ଅଧିକ ସତର୍କ…

ଭୁବନେଶ୍ଵର: କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ଭଲ ରହିଛି। ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି। ଆଗକୁ ପୂଜା ଋତୁ…

କରୋନା ମହାମାରୀକୁ ପରାସ୍ତ କଲେ ୯୧…

ଭୁବନେଶ୍ୱର : କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ । ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ…

ଏହି ଦେଶରେ ଫେରିଛି କରୋନାର ଦ୍ବିତୀୟ…

ଜେନେଭା: ପୁଣି ୟୁରୋପକୁ ଫେରିଲା ମହାମାରୀ କରୋନାର ଦ୍ବିତୀୟ ଲହର। ଚଳିତ ବର୍ଷ ପ୍ରାରମ୍ଭରେ କରୋନାର ଅଧିକ ପ୍ରଭାବ ପଡ଼ିଥିଲା ୟୁରୋପ ଉପରେ ପଡିଥିଲା। ଏବେ ପୁଣି ୟୁରୋପରେ ଫେରିଛି କରୋନାର ଦ୍ବିତୀୟ ଲହର। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୟୁରୋପକୁ ସତର୍କ କରାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁତାବକ…