ଆମେରିକା ରାଷ୍ଟ୍ରପତି ନିର୍ବାଚନ:ଓହରିଲେ…
ଓଏଲ୍ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ନଭେମ୍ବର ମାସରେ ଅନୁଷ୍ଠିତ ହେବ। ଏହି ହାଇଭୋଲଟେଜ ନିର୍ବାଚନକୁ ଦେଢ଼ ବର୍ଷରୁ ଅଧିକ ସମୟଥିବା ସତ୍ତ୍ବେ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା। ଭାରତୀୟ-ଆମେରିକୀୟ ଉଦ୍ୟୋଗପତି ବିବେକ ରାମସ୍ବାମୀ ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ…