Odisha Link
Bridging the Missing Links in Odisha
Browsing Tag

Dronald Trump

ଭାରତକୁ ୨୦୦ ଭେଣ୍ଟିଲେଟର ଦେବ ଆମେରିକା,…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବବାସୀ ମୁକାବିଲା କରୁଛନ୍ତି। ଏହି ସମୟରେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାକୁ ସାହାଯ୍ୟ କରିଥିଲା ଭାରତ। ବର୍ତ୍ତମାନ ସମୟରେ ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଛି ଆମେରିକା। କରୋନା ଆକ୍ରାନ୍ତ ଚିକିତ୍ସା ଲାଗି ଭାରତକୁ ଭେଣ୍ଟିଲେଟର ଯୋଗାଇବାକୁ…

ହ୍ୱାଇଟ୍ ହାଉସରେ ବେଦପାଠ

ଓ୍ବାଶିଂଟନ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହି ମହାମାରୀ କବଳରୁ ବର୍ତ୍ତୀ ପାରିନାହିଁ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା। ମହାମାରୀ କରୋନା ଯୋଗୁଁ ଆମେରିକା ବେଶ ପ୍ରଭାବିତ ହୋଇଛି। ଏହାରି ମଧ୍ୟରେ ଆମେରିକା ପବିତ୍ର ବୈଦିକ ପାଠକୁ ମନେ ପକାଇଛି। ଏହି ମହାମାରୀ ମଧ୍ୟରେ…

ଇତିହାସରେ ପ୍ରଥମ: ଭାରତର ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆଜିର ସମୟୟରେ ସାରା ବିଶ୍ବରେ ସୋସିଆଲ ମିଡିଆ ବହୁଳ ମାତ୍ରାରେ ବ୍ୟବହାର ହେଉଛି। ସେ ମଧ୍ୟରୁ ଟୁଇଟର ହେଉଛି ଅନ୍ୟତମ। ଏହା ହେଉଛି ସୋସିଆଲ ମିଡିଆର ଏକ ବଡ଼ ପାଲ୍ଟଫର୍ମ। ଆଜିର ସମୟରେ ଟୁଇଟର ହିଁ ନେନା, ମନ୍ତ୍ରୀଙ୍କ କଥା ସୋସିଆଲ ମିଡିଆରେ ପହଁଞ୍ଚେଇଥାଏ। ଏସବୁ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ…

ଟ୍ରମ୍ପଙ୍କ ଧନ୍ୟବାଦର ପ୍ରତିକ୍ରିୟା ଦେଲେ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିପକ୍ଷରେ ଲଢ଼ାଯାଉଥିବା ଯୁଦ୍ଧରେ ଆମେରିକାକୁ ଭାରତ ସାହାଯ୍ୟ କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ଆମେରକି ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍। ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ରପ୍ତାନୀ କରିବା ପରେ ଭାରତ ଓ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏହାର…

ବଦଳିଲା ଟ୍ରମ୍ପଙ୍କ ସ୍ବର, କହିଲେ…

ଓଏଲ୍‌ ବ୍ୟୁରୋ: ଜରୁରୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଅନ୍ୟତମ ବୃହତ ଉତ୍ପାଦକ ଭାରତ ୩ ଦିନ ତଳେ ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲା। ଶନିବାର ଠାରୁ ବିଦେଶକୁ ଏହାର ପ୍ରେରଣ ନିଷିଦ୍ଧ କରାଯାଇଥିଲା। ତେବେ ରବିବାର ଅମେରିକାର ଅନୁରୋଧ ପରେ ଭାରତ ନିଷିଦ୍ଧାଦେଶକୁ ଆଂଶିକ ଉଠାଇଛି। ଆମେରିକାକୁ ଭାରତ…

କରୋନା ମୁକାବିଲା: ଟ୍ରମ୍ପଙ୍କ ସହ କଥା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବବାସୀ ଚିନ୍ତିତ। ଏହାରି ମଧ୍ୟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରୋନା ବା କୋଭିଡ୍‌-୧୯ ସଙ୍କଟ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଫୋନ୍‌…

ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ…

ୱାଂଶିଟନ୍: ସାରା ବିଶ୍ବ କରୋନା ଭାଇରସକୁ ନେଇ ଆତଙ୍କିତ। କରୋନା ଭାଇରସର ଆତଙ୍କ ସାରା ବିଶ୍ବକୁ ଏଭଳି ବ୍ୟାପିଛି ଯେ ସାରା ବିଶ୍ବ ଭାରତୀୟ ସଂସ୍କୃତିକୁ ଆପଣାଉଛନ୍ତି। ଏବେ କରମର୍ଦ୍ଦନ ନକରି ନମସ୍କାର କରୁଛି ସମ୍ପୁର୍ଣ୍ଣ ବିଶ୍ୱ। ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ…

ଆମେରିକାରେ ପହଁଞ୍ଚିଲେ ଟ୍ରମ୍ପ୍, ଲେଖିଲେ…

ଓ୍ୱାଶିଂଟନ: ଦୁଇ ଦିନିଆ ଭାରତ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକାରେ ପହଞ୍ଚିବା ପରେ ସେ ଟୁଇଟ୍ କରି ତାଙ୍କ ପହଞ୍ଚିବା ବାବଦରେ ସୂଚନା ଦେଇଛନ୍ତି। ‘ଭାରତ ମହାନ। ଗସ୍ତ ସଫଳ ହୋଇଛି। ଏବେ ହ୍ୱାଇଟ୍ ହାଉସ ଯାଉଛି। କରୋନା ଭାଇରସ ସମ୍ପର୍କୀତ ବୈଠକରେ…

ରାଜଘାଟରେ ଗଛ ଲଗାଇଲେ ଟ୍ରମ୍ପ ଦମ୍ପତ୍ତି,…

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆଜି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପାଞ୍ଜଳି ଦେଇଥିଲେ ଟ୍ରମ୍ପ ଦମ୍ପତ୍ତି। ଏହି ସମୟରେ…

ରାଷ୍ଟ୍ରପତି ଭବନରେ ପହଁଞ୍ଚିଲେ ଟ୍ରମ୍ପ୍,…

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନରେ ସେ ଦିଲ୍ଲୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରରେ ଆଜି ସକାଳ ୧୦ଟାରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭବନରେ…