Odisha Link
Bridging the Missing Links in Odisha
Browsing Tag

India visit

ଭାରତ ଗସ୍ତ ଅତି ଚମତ୍କାର : ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଏହି ବୈଠକ ପରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଭାରତ ମାଟିରେ ଭାରତୀୟମାନେ ତାଙ୍କୁ ଯେପରି…

ଟ୍ରମ୍ପ୍‌-ମୋଦି ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ୨ୟ ଦିନ। ଏହି ଅବସରରେ ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଟ୍ରମ୍ପ୍‌-ମୋଦିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ହାପିନେସ୍‌ କ୍ଲାସ୍‌’ରେ ମେଲାନିଆ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରୀ ସର୍ବୋଦୟ ସେକେଣ୍ଡାରୀ ସ୍କୁଲ୍‌ରେ ମେଲାନିଆ ଟ୍ରମ୍ପ୍। ପରିବାର ସହ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆଜି ଭାରତରେ ଅନ୍ତିମ ଦିନ। ଏହି ଅବସରରରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍ ଆଜି ଦିଲ୍ଲୀର ସର୍ବୋଦୟ ସନିୟର…

ହାଇଦ୍ରାବାଦ ହାଉସ୍‌ରେ ଟ୍ରମ୍ପ୍

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ହାଇଦ୍ରାବାଦ ହାଉସ୍‌ରେ ପହଞ୍ଚିଛନ୍ତି ଟ୍ରମ୍ପ୍। ହାଇଦ୍ରାବାଦ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ…

ରାଜଘାଟରେ ଟ୍ରମ୍ପ୍

ନୂଆଦିଲ୍ଲୀ: ରାଜଘାଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ମେଲାନିଆ ଟ୍ରମ୍ପ୍। ସେଠାରେ ତାଙ୍କୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି…

ଆଗ୍ରାରେ ଟ୍ରମ୍ପ୍‌

ଆଗ୍ରା: ଅହମଦାବାଦରୁ ଯାଇ ଆଗ୍ରାରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ସପରିବାର ସହ ଆଗ୍ରାର ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ୍‌। ଇଷ୍ଟ୍‌ ଗେଟ୍‌ ଦେଇ ସପରିବାର ସହ ତାଜମହଲ ପରିସରରେ ପହଞ୍ଚିଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ତାଜମହଲ ପରିସର ବୁଲି ଫଟୋ ପୋଜ ଦେଇଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ଡୋନାଲ୍‌ ଟ୍ରମ୍ପ୍‌…

ଆଗରୁ ବହୁଥର ଭାରତ ଆସିଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି ଡୋନାଲଡ ଟ୍ରମ୍ପ। କିନ୍ତୁ ରାଷ୍ଟ୍ରପତି ହେବା ପୂର୍ବରୁ ଟ୍ରମ୍ପ ବହୁଥର ଭାରତ ଆସିଛନ୍ତି। ରାଷ୍ଟ୍ରପତି ହେବା ପୂର୍ବରୁ ବିଶ୍ୱର ଜଣେ ବିତ୍ତଶାଳୀ ଓ ରିୟଲ ଇଷ୍ଟେଟ ମାଲିକ ଭାବେ ଟ୍ରମ୍ପ ବେଶ ଜଣାଶୁଣା ଥିଲେ। ଟ୍ରମ୍ପଙ୍କ…

ମୋଟେରା ଅଭିମୁଖେ ଟ୍ରମ୍ପ୍

ଗୁଜୁରାଟ: ଗୁଜୁରାଟର ସାବରମତୀ ଆଶ୍ରମ ପରିଦର୍ଶନ କରି ମୋଟେରା ଷ୍ଟାଡିୟମ୍‌ ଅଭିମୁଖେ ଡୋନାଲ୍‌ ଟ୍ରମ୍ପ୍‌। ମୋଦୀଙ୍କ ସହ ରୋଡ୍‌ ସୋ କରି ସାବରମତୀ ଆଶ୍ରମ ପରିଦର୍ଶନ କରିବା ପରେ ଏବେ ମୋଟେରା ଷ୍ଟାଡିୟମ୍‌ ଅଭିମୁଖେ ଯାଉଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ମୋଟେରା ଷ୍ଟାଡିଅମ୍‌‘ ରେ ନମସ୍ତେ ଟ୍ରମ୍ପ’…

ଅହମଦାବାଦରେ ଟ୍ରମ୍ପ୍‌ଙ୍କୁ ଭବ୍ୟ ସ୍ବାଗତ

ଅହମ୍ମଦାବାଦ: ଗୁଜୁରାଟ ଅହମଦାବାଦରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ସ୍ବତନ୍ତ୍ର ବିମାନ ‘ଏୟାରଫୋର୍ସ ଓ୍ବାନ୍’ରେ ଅହମଦାବାଦ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ଟ୍ରମ୍ପ୍‌ଙ୍କୁ ଅହମ୍ମଦାବାଦ…

ଅହମଦାବାଦରେ ପହଞ୍ଚିଲେ ଟ୍ରମ୍ପ୍‌

ଅହମଦାବାଦ: ଗୁଜୁରାଟ ଅହମଦାବାଦରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ସ୍ବତନ୍ତ୍ର ବିମାନ 'ଏୟାର ଫୋର୍ସ ଓ୍ବାନ୍'ରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ଟ୍ରମ୍ପ୍‌ଙ୍କ ସହ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଏବଂ…