Odisha Link
Bridging the Missing Links in Odisha
Browsing Tag

India visit

ଆମେ ବାଟରେ ଅଛୁ : ଟ୍ରମ୍ପ୍

ନୂଆଦିଲ୍ଲୀ: ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାର ବର୍ଗ। ଆମେରିକାରୁ ବାହାରି ୧୧.୪୦ରେ ଅହମଦାବାଦରେ ପହଞ୍ଚିବେ ଟ୍ରମ୍ପ୍‌ । ଭାରତ ପହଞ୍ଚିବା ପୂର୍ବରୁ ଟ୍ରମ୍ପ୍‌ଙ୍କ ହିନ୍ଦୀରେ ଟ୍ବିଟ୍। ହିନ୍ଦୀରେ ଟ୍ବିଟ୍‌ କରି ଡୋନାଲ୍‌ ଟ୍ରମ୍ପ୍‌ କହିଛନ୍ତି…

ଅହମଦାବାଦ ଅଭିମୁଖେ ମୋଦୀ

ନୁଆଦିଲ୍ଲୀ: ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାର ବର୍ଗ। ଆମେରିକାରୁ ବାହାରି ୧୧.୪୦ରେ ଅହମଦାବାଦରେ ପହଞ୍ଚିବେ ଟ୍ରମ୍ପ୍‌ । ଟ୍ରମ୍ପ୍‌ଙ୍କୁ ଅହମଦାବାଦରେ ସ୍ବାଗତ କରିବା ପାଇଁ ଅହମଦାବାଦ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ। ସ୍ବତନ୍ତ୍ର…

‘ସିଏଏ’ ପ୍ରସଙ୍ଗରେ ମୋଦୀଙ୍କ ସହ ଆଲୋଚନା…

ଓ୍ଵାସିଂଟନ୍‌: ଭାରତ ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗ ଉଠାଇବେ ବୋଲି ଗତକାଲି ଦିନ ହ୍ଵାଇଟ୍‌ ହାଉସ୍‌ କହିଛି। ଏହାସହ ହ୍ଵାଇଟ୍‌ ହାଉସ୍‌ ସ୍ପଷ୍ଟ କରି ଦେଇଛି ଯେ ଭାରତର ଗଣତାନ୍ତ୍ରିକ ପ୍ରଥା ଏବଂ ପ୍ରତିଷ୍ଠାନ…

୨୪ରେ ପର୍ଯ୍ୟଟକଙ୍କୁ ତାଜମହଲ ମନା

ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୨୪ରେ ତାଜମହଲ ଦର୍ଶନ କରିପାରିବେନି ସା‌ଧାରଣ ପର୍ଯ୍ୟଟକ। ଫେବୃଆରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ତାଜମହଲ ପରିଦର୍ଶନ କରିବେ। ଏହି ଅବସରରେ ସୁରକ୍ଷା ଦୃଷ୍ଟିକୋଣରୁ ସା‌ଧାରଣ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ବନ୍ଦ ରହିବ। ୨୪ ତାରିଖ…

ଭାରତ ଗସ୍ତରେ ଆସି, ବିଶ୍ବର ସବୁଠୁ ବଡ଼…

ଅହମଦାବାଦ: ଫେବୃୟାରୀ ୨୩ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍। ଭାରତ ଗସ୍ତରେ ଆସି ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ର ଉଦଘାଟନ କରିବେ ଟ୍ରମ୍ପ୍। ଅହମଦାବାଦର ସରର୍ଦ୍ଦାର ବଳ୍ଲଭ ଭାଇ ପଟେଲ୍ ମୋଟେରା ଷ୍ଟାଡିୟମକୁ ବିଶ୍ବର ସବୁଠୁ ବଡ଼ କ୍ରିକେଟ୍…

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ଭାରତ-ଆମେରିକାର…

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ । ଟ୍ରମ୍ପ୍‌ଙ୍କ ଏହି ଭାରତ ଗସ୍ତ ଭାରତ-ଆମେରିକାର ବନ୍ଧୁତାକୁ ସୁଦୃଢ଼ କରିବ ଏବଂ ଭାରତ ଟ୍ରମ୍ପ୍‌ଙ୍କୁ ଏକ ସ୍ମରଣୀୟ ସ୍ୱାଗତ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…