Odisha Link
Bridging the Missing Links in Odisha
Browsing Tag

Marraige

ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଆସିଲା ନୂଆ…

ଭୁବନେଶ୍ବର: ପୁଣି ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏବେ ପରିସ୍ଥିତି ଚିନ୍ତାଜନକ ହୋଇ ପଡିଲାଣି। ଏହାକୁ ଦୃଷ୍ଟିରେ ରଖି କରୋନା ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ ଗାଇଡଲାଇନରେ ବାହାଘର ଓ ବ୍ରତଘର ଭଳି ଉତ୍ସବରେ…

ସାନ ଭାଇ ଓ ଭାଇ ବୋହୂକୁ ହତ୍ୟାକଲା ବଡ଼…

ଭୋପାଳ: ବଡ଼ ଭାଇ ସାଜିଲା ସଇତାନ। ସାନ ଭାଇ ଓ ଭାଇ ବୋହୂକୁ ହତ୍ୟାକଲା ବଡ଼ ଭାଇ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମଧ୍ୟପ୍ରଦେଶରେ। ବଡ଼ଭାଇର ବିବାହ ପୂର୍ବରୁ ସାନଭାଇର ବିବାହକୁ ନେଇ ଚାପରେ ରହୁଥିଲା ବଡ଼ଭାଇ। ଶେଷରେ କ୍ରୋଧରେ ଉଭୟଙ୍କୁ କରାଢ଼ିରେ ହାଣି ହତ୍ୟା କରିଛି ବଡ଼ଭାଇ। ପୁଲିସର ସୂଚନା ମୁତାବକ,…

୧୪ ବର୍ଷର ନାବାଳିକାକୁ ବାହାହେଲେ ୬୨…

ବଲୁଚିସ୍ତାନ: ୧୪ ବର୍ଷର ନାବାଳିକାକୁ ବାହାହେଲେ ୬୨ ବର୍ଷୀୟ ସାଂସଦ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ବଲୁଚିସ୍ତାନ ଚିତ୍ରାଲର ଜମିୟତ ଉଲେମା-ଏ-ଇସ୍ଲାମ ସାଂସଦ ମୌଲାନା ସଲାହଉଦ୍ଦିନ ଅୟୁବୀଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୬୨ ବର୍ଷ ବୟସ୍କ ସାଂସଦ ଗତବର୍ଷ…

ବିବାହରେ ଅଭିନବ ପଦକ୍ଷେପ ପାଇଁ…

ମୁମ୍ବାଇ: ବଲିଉଡ ଡିଭା ଦିୟା ମିର୍ଜା ନିକଟରେ ବୈଭବ ରେଖିଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ମୁମ୍ବାଇରେ ଦିୟାଙ୍କ ଘରେ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହରେ ପରିବାର ଓ କିଛି ନିକଟ ବନ୍ଧୁ ସାମିଲ ହୋଇଥିଲେ। ବିବାହରେ ଦିୟାଙ୍କ ଅଭିନବ ପଦକ୍ଷେପକୁ ନେଇ ଲୋକେ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି। ଦିୟା…

ପ୍ରେମଦିବସରେ ପ୍ରେମୀ ଯୁଗଳଙ୍କର ବିବାହ…

ଭଦ୍ରକ: ପ୍ରେମର କେବେ ଅନ୍ତ ହୁଏ ନାହିଁ, ତାହା ଚିର ଶାଶ୍ବତ ଏହାର ଜ୍ବଳନ୍ତ ଉଦାହାରଣ ଦେଖବାକୁ ମିଳିଛି ଭଦ୍ରକରେ। ସବୁ ଘାତପ୍ରତି ସତ୍ତ୍ବେ ଏକ ସ୍ଵେଚ୍ଛାସେବୀ ସଂଗଠନ ପ୍ରେମୀ ଯୁଗଳଙ୍କର ବିବାହ କରାଇଛନ୍ତି। ବିବାହ ବୟସ ହୋଇନଥିବାବ ବେଳେ ପ୍ରେମୀ ଯୁଗଳ ଘରୁ ପଳାଇଯାଇଥିଲେ। ପରେ କଥା ଥାନା, କୋର୍ଟ ଆଉ…

ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ ଧୱନ

ଅଲିବାଗ: ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ ଧୱନ। ନିଜର ପିଲାଦିନର ସାଙ୍ଗ ନତାଶା ଦଲାଲଙ୍କୁ ବିବାହ କରୁଛନ୍ତି ବରୁଣ ଧୱନ। ବରୁଣ ଓ ନତାଶାଙ୍କର ହିନ୍ଦୁ ରୀତିନୀତି ଅନୁସାରେ ବିବାହ ହୋଇଛି। ଗତକାଲି ଦ ମ୍ୟାନସନ୍ ହାଉସରେ ରାତି ପାୟ ୧୦ଟା ୩୦ରେ ଦୁହିଁଙ୍କ ବାହାଘର ହୋଇଛି। ବିବାହ ପରେ ଦୁହେଁ ବେଶ୍…

ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ…

କର୍ଣ୍ଣାଟକ: ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଣେ ବ୍ରାହ୍ମଣ ପୁଅ ଅନ୍ୟ ଜଣେ ବ୍ରାହ୍ମଣ ଝିଅକୁ ବିବାହ କଲେ ମଳିବ ୩ ଲକ୍ଷ ଟଙ୍କା। ଏଭଳି ଏକ ଯୋଜନା ଆଣିଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ସରକାରଙ୍କର ବ୍ରାହ୍ମଣ ବିକାଶ ବୋର୍ଡ ତରଫରୁ ଏପରି ନିୟମ…

କନ୍ୟାଙ୍କୁ ନାଚିବାକୁ ବାଧ୍ୟ କରି ବର…

ଉତ୍ତରପ୍ରଦେଶ: ବିବାହ ପାଇଁ ସରିଥିଲା ସବୁ ପ୍ରସ୍ତୁତି। ଆଉ କିଛି ସମୟପରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଶେଷରେ ଶିଶୁପାଳ ହୋଇ ଫେରିଲେ ବର। କନ୍ୟାକୁ ବିବାହ ଉତ୍ସବରେ ନୃତ୍ୟ ପାଇଁ ବାଧ୍ୟ କରିବାରୁ କଥା ଏତେ ବଢ଼ିଗଲା ଯେ ଶେଷରେ ଭାଙ୍ଗିଗଲା ବାହାଘର। ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ।…

ବିବାହ ଦିନ ବର ଚମ୍ପଟ, କନ୍ୟାର ହାତ…

ଭୁବନେଶ୍ବର: ଝିଅଟିଏ ବାଡ଼ୁଅ ପାଣିରେ ଗାଧୋଇ ହୋଇ ମଙ୍ଗୁଳା ହୋଇ ବର ଆସିବାକୁ ଅପେକ୍ଷା କରିଥିଲା। ମାତ୍ର ବିବାହ ଦିନ ବର ଗେଷ୍ଟ୍‌ ହାଉସ୍‌ରୁ ଚମ୍ପଟ ହୋଇଯାଇଛି। ଏଭଳି ଏକ ଘଟଣା ଘଟିଛି ଗତକାଲି ଜଗତସିଂହପୁର ଜିଲ୍ଲାରେ। ଶେଷରେ ଜଣେ ଯୁବ ସମାଜସେବୀ ଭୀଷ୍ମନାରାୟଣ ନାୟକ ମଙ୍ଗୁଳା କନ୍ୟାଙ୍କ ହାତ…

ପିପିଇ କିଟ୍ ପିନ୍ଧି ବିବାହ କଲେ ବର…

ରାଜସ୍ଥାନ: କରୋନା ମହାମାରୀ ସମୟରେ ସୀମିତ ଅତିଥୀଙ୍କୁ ନେଇ ବିବାହ ଉତ୍ସବ ହେଉଥିବା ବେଳେ ଏକ ଅଦ୍ଭୁତ ବିବାହ ସାମନାକୁ ଆସିଛି। ପିପିଇ କିଟ୍ ପିନ୍ଧି ବିବାହ କରିଛନ୍ତି ବର କନ୍ୟା। ଏଭଳି ବିବାହ ରାଜସ୍ଥାନର ବାରା କେଲଓ୍ବାଡା କୋଭିଡ୍ କେନ୍ଦ୍ରରେ ହୋଇଛି। ଏହି ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ…