Odisha Link
Bridging the Missing Links in Odisha
Browsing Tag

Road

ଗାଁକୁ ନାହିଁ ଭଲ ରାସ୍ତା, ଧାନତଳି ରୋଇ…

ମାଲକାନଗିରି: ଗାଁକୁ ନାହିଁ ଭଲ ରାସ୍ତା। ବାରମ୍ବାର ଅଭିଯୋଗ କରିବା ପରେ ବି ଶୁଣୁନି ପ୍ରଶାସନ। ଯାହାଫଳରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। କାଦୁଅ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ମାଲକାନଗିରି ସଦର ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ ଭୀମାରାଙ୍ଗିଣି ଗ୍ରାମରେ…

ରାସ୍ତା ପାଇଁ ରାସ୍ତା ରୋକ

ବାଲେଶ୍ବର: ରାସ୍ତା ପାଇଁ ରାସ୍ତା ରୋକ କଲେ ଲୋକେ। ରାସ୍ତା ମରାମତି ଦାବିରେ ୬୦ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌) ଅବରୋଧ କଲେ ଲୋକେ। ଆଜି ସକାଳୁ ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ। ମିଳିଥିବା ସୂଚନା ମୁତାବିକ, ବାଲେଶ୍ବର ଜିଲ୍ଲାର…

ଟୋଲ୍ ଦେଇ ଅତିଷ୍ଠ ହେଲେ ଗ୍ରାମବାସୀ,…

ବେଙ୍ଗାଲୁରୁ: ସାରା ଦେଶରେ ଫାଷ୍ଟ ଟ୍ୟାଗ୍‌ ଅନିବାର୍ଯ୍ୟ ଭାବେ ଲାଗୁ ହୋଇ ସାରିଛି। ଯେବେଠୁ ଦେଶରେ ଯାନ ବାହନ ପାଇଁ ଫାଷ୍ଟ ଟ୍ୟାଗ୍‌ ବାଧ୍ୟତାମୂଳକ କରାଯାଇଛି ସେବେଠୁ କିଛି ଲୋକ ଏହି ନିୟମକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ଯାହାରି ଫଳରେ ଟୋଲ ପ୍ଲାଜାରେ ସ୍ଥାନୀୟ ଲୋକ ଓ ଟୋଲ୍‌ କର୍ମଚାରୀଙ୍କ…

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ହରଭଙ୍ଗା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଏକ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ବାଇକ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଡିକସିରା ନିକଟରେ ଘଟିଛି। ମୃତକ ପୁରୁଣାକଟକ ଥାନା ତିଳେଇମୁଣ୍ଡା ଗ୍ରାମର ରତ୍ନାକର…

‘ମୋ ସରକାର’ ଶୁଣିଲେନି:…

ମାଲକାନଗିରି: 'ମୋ ସରକାର' ନାମରେ ଜନତାଙ୍କୁ ତ୍ବରିତ ସେବା ଯୋଗାଇବାର ଯାବତୀୟ ସରକାରୀ ବିଜ୍ଞାପନ ସତ୍ତ୍ବେ ତୃଣମୂଳ ସ୍ତରରେ ଏହାର ବିଫଳତାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ରାମକୃଷ୍ଣ ନନ୍ଦଙ୍କ ପ୍ରସିଦ୍ଧ କବିତା 'ତୁମ ପରି ଛୋଟ ପିଲାଟିଏ'ରେ କୁନି ମଧୁସୂଦନଙ୍କ ପନ୍ଥାକୁ…

ରାଜରାସ୍ତାରେ ଟଙ୍କା ବିଡ଼ା

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ପଡ଼ିରହିଛି ଟଙ୍କା ବିଡ଼ା। ଭୁବନେଶ୍ବର ଗଙ୍ଗନଗର ରାସ୍ତା ଉପରେ ପଡ଼ିରହିଛି ୫ ଶହ ଟଙ୍କିଆ ବଣ୍ଡଲ୍। ରାସ୍ତା ଉପରେ ପଡିଛି ୩ ଗୋଟି ୫ଶହ ଟଙ୍କିଆ ନୋଟ୍‌ ବଣ୍ଡଲ୍। ଏହି ନୋଟ୍‌ ବଣ୍ଡଲ୍ କାହାର ଏପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।

୩.୫ କୋଟି ହଡ଼ପ ମସୁଧା: କଂକ୍ରିଟ୍‌ ବଦଳରେ…

ବୌଦ୍ଧ: ସରକାର ଲୋକଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି। ମାତ୍ର ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ହୋଇଯାଉଛି ବାଟମାରଣ। ବୌଦ୍ଧ ଭଳି ଏକ ପଛୁଆ ଜିଲ୍ଲାରେ ଏଭଳି ଏକାଧିକ ମହାଦୁର୍ନୀତି ସାଧାରଣରେ ଉଦ୍‌ବେଗ ସୃଷ୍ଟି କରୁଛି। ବୌଦ୍ଧ ଜିଲ୍ଲୋ ପ୍ରତିବର୍ଷ ବନ୍ୟା ପରିସ୍ଥିତି…

ରାଜରାସ୍ତାରେ ଯୁବତୀଙ୍କୁ ଛୁରାମାଡ଼

ନୂଆପଡ଼ା: ରାଜରାସ୍ତାରେ ୨ ଯୁବତୀଙ୍କୁ ଛୁରାମାଡ଼। ନୂଆପଡ଼ା ବୋଡ଼େନ୍‌ ବଜାରରେ ଏଭଳି ଗୁଣ୍ଡାରାଜ୍‌ ଦେଖିବାକୁ ମିଳିଛି। ରାସ୍ତାରେ ୨ ଯୁବତୀଙ୍କୁ ଛୁରାମାଡ଼ କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ଅଣ୍ଟା, ବେକ, ହାତକୁ ଛୁରାମାଡ଼ କରିଛନ୍ତି। ଛୁରାମାଡ଼ରେ ୨ ଯୁବତୀ ଗୁରୁତର ହୋଛନ୍ତି। ୨ ଯୁବତୀଙ୍କୁ ବୋଡ଼େନ୍‌…

ରାଜରାସ୍ତାରେ ଶିକ୍ଷୟିତ୍ରୀଙ୍କ ନ୍ୟାୟ…

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଜଣେ ଶିକ୍ଷୟିତ୍ରୀଙ୍କର ନ୍ୟାୟ ଭିକ୍ଷାର କୁରଣ ଦୃଶ୍ୟ ଦେଖିବାକୁ ମିଳିଛି।ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟିବା ପରେ ଏପରି ଭାବେ ରାଜଧାନୀ ରାଜରାସ୍ତାରେ ନ୍ୟାୟ ଭିକ୍ଷା କରୁଛନ୍ତି ଜଣେ ଶିକ୍ଷୟିତ୍ରୀ। ଶିକ୍ଷୟିତ୍ରୀଜଣକ ଅନୁଗୁଳର ଏକ ମ୍ୟୁନିସିପାଲିଟି ସ୍କୁଲର…

ଏନ୍.ଏଚ୍‌ ଉପରେ ଛିଡିଲା ୧୩୨ କେ.ଭି ତାର

ଝାରସୁଗୁଡା: ପୁଣି ଛିଡିଲା ବିଦ୍ୟୁତ ତାର। ଏନ୍.ଏଚ୍‌ ଉପରେ ଛିଡିଲା ୧୩୨ କେ.ଭି ବିଦ୍ୟୁତ ତାର। ଏନ୍.ଏଚ୍‌ ୪୯ ବିଟିଏମ୍‌ ଛକ ନିକଟରେ ଛିଡି ପଡିଛି ୧୩୨ କେ.ଭି ବିଦ୍ୟୁତ ତାର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହାତ ହୋଇ ନାହାନ୍ତି। ରାସ୍ତା ଉପରେ ବିଦ୍ୟୁତ ତାର ପଡିଥିବାରୁ ଗାଡି ଚଳାଚଳ ଠପ୍‌ ହୋଇଯାଇଛି।…