Odisha Link
Bridging the Missing Links in Odisha
Browsing Tag

SIT

ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟାକାଣ୍ଡ…

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଆସିଲା ବଡ଼ ଖବର। ଲଖୀମପୁର ଖେରୀ ହିଂସାକାଣ୍ଡ ଦୁର୍ଘଟଣା ନୁହେଁ ବରଂ ଥିଲା ଷଡ଼ଯନ୍ତ୍ର। ଏଭଳି କିଛି ରିପୋର୍ଟ ତଦନ୍ତ ଦାୟିତ୍ୱରେ ଥିବା ବିଚାରପତିଙ୍କୁ ଦେଇଛନ୍ତି ତଦନ୍ତକାରୀ ସଂସ୍ଥା ଏସଆଇଟି। ଉତ୍ତର ପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର…

ପରୀ ହତ୍ୟା ମାମଲା: ଚାର୍ଜସିଟ୍‌ ଦାଖଲା…

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି‌। ଆଜି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ୩୮୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି। ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ…

ପରୀ ହତ୍ୟା ମାମଲା: ସିଟିଙ୍ଗ୍ ଜଜ୍…

ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏସଆଇଟି ତଦନ୍ତ ମନିଟରିଂ ପାଇଁ ରାଜ୍ୟ ସରକାର ସିଟିଙ୍ଗ୍ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ କୌଣସି ଚିଠି ଲେଖିନାହାନ୍ତି। ଏନେଇ ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।…

ପରୀ ହତ୍ୟା ମାମଲା: ବ୍ରେନ୍ ମ୍ୟାପିଂ…

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଏସଆଇଟିର ଆବେଦନ ଖାରଜ। ଜୁଭେନାଇଲ ଜଷ୍ଟିସ ବୋର୍ଡରେ ବ୍ରେନ୍ ମ୍ୟାପିଂ ପାଇଁ ମନାକଲା ଅଭିଯୁକ୍ତ। ଅଭିଯୁକ୍ତ ଅରାଜି ହେବାରୁ ଏସଆଇଟିର ଆବେଦନ ଖାରଜ କଲେ ଜେଜେବି। ଅଭିଯୁକ୍ତର ଏଲ୍‌ଭିଏ ଟେଷ୍ଟ ପାଇଁ ଜେଜେବିରେ ଆବେଦନ…

ସରୋଜର କାରାନାମା ନେଇ ଜାଣିଥିଲେ ପରିବାର…

ନୟାଗଡ: ସରୋଜାର କାରାନାମା ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରିବାରର କେହି ଜଣେ ସଦସ୍ୟ ଜାଣିଥିଲେ। ପରିବାରର କେହି ନା କେହି ଏହା ସମ୍ପର୍କରେ ଜାଣିଛନ୍ତି ବୋଲି କହିଲେ ବୋଥ୍ରା। ଏହାସହ ସେ…

ପରୀ ହତ୍ୟା ମାମଲା: ସିନ୍‌ ରିକ୍ରିଏସନ୍‌…

ଯଦୁପୁର: ପରୀ ହତ୍ୟା ମାମଲାର ସିନ୍‌ ରିକ୍ରିଏସନ୍‌ କଲା ଏସ୍‌ଆଇଟି। ସରୋଜକୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ୍‌ କଲା ଏସ୍‌ଆଇଟି। ଘଟଣାସ୍ଥଳକୁ ଆଣି ସରୋଜକୁ ଡେମୋ କରାଇଲା ଏସ୍‌ଆଇଟି। ପୋଖରୀ କୂଳରେ ଘଟଣା ସଂପର୍କରେ ବର୍ଣ୍ଣନା କଲା ସରୋଜ। ସରୋଜକୁ ଘଟଣାସ୍ଥଳରେ ଟିକିନିକି ପଚାରୁଛନ୍ତି ଏସ୍‌ଆଇଟି ମୁଖ୍ୟ…

ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା…

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାର ଖିଅ ଦିନକୁ ଦିନ ବଢ଼ିବାରେ ଳାଗିଛି। ଗୋଟିଏ ପରେ ଗୋଟିଏ ପ୍ରମାଣ ଦେଉଛି ଏସଆଇଟି। ବର୍ତ୍ତମାନ ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ପରୀ ନାକରୁ ରକ୍ତ ବାହାରିଥିବା ନେଇ ସୂଚନା ମିଳିଛି। ଅଭିଯୁକ୍ତ ପରୀର ତଣ୍ଟି ଚିପି ହତ୍ୟା କରିବା ସମୟରେ…

ପରୀ ହତ୍ୟାକାଣ୍ଡ ଅଭିଯୁକ୍ତ ସାବାଳକ:…

ନୟାଗଡ଼: ଆଜି ପରୀ ହତ୍ୟାକାରୀ ତଥା ଅଭିଯୁକ୍ତ ସରୋଜକୁ ପୋସ୍କୋ କୋର୍ଟରେ ହାଜର କରାଯାଇଛି। ଏସ୍‌ଆଇଟି କୋର୍ଟରେ ଏକ ଚାଞ୍ଚଲ୍ୟ କର ତଥ୍ୟ ରଖିଛି। ସେଠାରେ ଅଭିଯୁକ୍ତର ବୟସ ପ୍ରମାଣ ପତ୍ର ଦାଖଲ କରିଛି। ଅଭିଯୁକ୍ତ ନାବାଳକ ନୁହେଁ, ତାର ବୟସ ୧୮ ବର୍ଷ। ପ୍ରକାଶ ଯେ, ଏସ୍‌ଆଇଟି ଟିମ୍ ରବିବାର ସନ୍ଧ୍ୟାରେ…

ପରୀ ହତ୍ୟା ମାମଲା, ୩ ଜଣଙ୍କୁ ଉଠାଇ ନେଲା…

ନୟାଗଡ଼ : ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଇଛି SIT। ସେମାନେ ହେଲେ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀ । ନୟାଗଡ଼ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା SIT। ସୂଚନାଅନୁସାରେ, ପୂର୍ବରୁ ସରୋଜଙ୍କୁ ୨ ଥର ଉଠାଇ ନେଇ ପଚରାଉଚରା କରିଥିଲା। ଆଜି ପୁଣି SIT ଟିମ୍‌ ମା’, ଭଉଣୀଙ୍କ ସହ ତାଙ୍କୁ ଉଠାଇ…

ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ୨ ଦିନିଆ ରିମାଣ୍ଡରେ ଯିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ୍ଆଇଟି। ୨ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟଙ୍କ ଅନୁମତି। ଠକେଇ ମାମଲାର ଅଧିକ ତଦନ୍ତ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ…