Odisha Link
Bridging the Missing Links in Odisha
Browsing Tag

SIT

‘ପରୀ’ ମୃତ୍ୟୁ ମାମଲା: ୨ ସପ୍ତାହ ସମୟ…

ଭୁବନେଶ୍ବର: ‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ କରୁଛି ଏସଆଇଟି। ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା। ଏହାରି ଭିତରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜର ପ୍ରତିକ୍ରିୟା ରଖିଛନ୍ତି। ଅରୁଣ ବୋଥ୍ରା ନିଜର…

ଫିଟୁଛି ଆକାଶଙ୍କ ଠକେଇ ପେଡ଼ି, ଆକାଉଣ୍ଟରୁ…

ଭୁବନେଶ୍ୱର: ଫିଟୁଛି ଆକାଶଙ୍କ ଠକେଇ ପେଡ଼ି। ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଲୋକଙ୍କୁ ଠକିଥିବା ଆକାଶ ପାଠକଙ୍କ ଆକାଉଣ୍ଟର ଚାଲିଛି ଖୋଳତାଡ଼। ଖୋଳତାଡ଼ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଆଉ ୧.୪୭ କୋଟି ଟଙ୍କାର ପ୍ରମାଣ। ଆକାଶ ପାଠକଙ୍କ ପୁନେ ଓ ଭୁବନେଶ୍ୱରରେ ଥିବା ୩ଗୋଟି ଆକାଉଣ୍ଟରେ ଜମା…

ଅଭୟକାନ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା…

ଭୁବନେଶ୍ୱର: ଅଭୟକାନ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍‌ଆଇଟି। ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ। ପୂର୍ବରୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଥିଲା। ଏସଆଇଟି ପାଠକ ବାପାପୁଅଙ୍କ ଆକାଉଣ୍ଟ ବାବଦରେ ଖୋଳତାଡ଼ କରିବ।…