Odisha Link
Bridging the Missing Links in Odisha
Browsing Tag

tweet

ଜଗନ୍ନାଥଙ୍କୁ ଅପମାନ କଲେ ବିଜେପି ନେତା,…

ଓଏଲ୍‌ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ବଡ଼ଦାଣ୍ଡରେ ବିଶାଳ ରୋଡ ଶୋ' କରିଥିଲେ। ତାଙ୍କ ସାଥିରେ ବିଜେପିର ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ହେଲେ ସେ ଗଣମାଧ୍ୟମକୁ ଏଭଳି କିଛି ପ୍ରତିକ୍ରିୟା…

ଅପରାଜିତାଙ୍କ ଟ୍ବିଟର ପାଲଟା ଜବାବ ଦେଲା…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି। ଆଜି ସକାଳେ ଭୁବନେଶ୍ବର ସାଂସଦ ଅପରାଜତି ଷଡ଼ଙ୍ଗୀ ଟ୍ବିଟ୍‌ କରି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ରଖିଛନ୍ତି ଜବାବ। ପ୍ରଶାନ୍ତ ମୁଦୁଲି…

ମୋଦିଙ୍କ ଆମେରିକା ଗସ୍ତକୁ ବିଜେପି…

ଓଏଲ୍‌ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଥିର ଚାଇନା ପ୍ରସଙ୍ଗ ଉଠାଇ ନିଜ ସରକାରଙ୍କୁ ହିଁ ଘେରିଛନ୍ତି ସୁବ୍ରମଣ୍ୟମ ସ୍ବାମୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ…

ବର୍ଷାଙ୍କୁ ପୁଣି ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ନୂଆ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ଆଉ ତାଙ୍କୁ ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଅନୁଭବ ମହାନ୍ତି। ନୂଆ ଫିଲ୍ମ ପାଇଁ ଅନୁଭବ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ଅନୁଭବ ଟ୍ବିଟ୍‌ କରି ଲେଖିଛନ୍ତି,…

ବିବାଦରେ ‘ବର୍ଗର କିଙ୍ଗ୍‌’: ଲିଙ୍ଗଗତ…

ଲଣ୍ଡନ: ଅନ୍ତର୍ଜାତୀୟ ମହିଳା ଦିବସରେ ଲିଙ୍ଗଗତ ବିଭେଦକୁ ପ୍ରୋତ୍ସାହନା ଦେଇ ବିବାଦରେ ‘ବର୍ଗର କିଙ୍ଗ୍‌’। ଗତକାଲି ବିଶ୍ବସ୍ତରୀୟ ମହିଳା ଦିବସ ପାଳନ ଅବସରରେ ମହିଳାମାନଙ୍କୁ ନେଇ ‘ବର୍ଗର କିଙ୍ଗ୍‌’ ତା’ର ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ଟ୍ବିଟ୍‌ କରି ଲେଖିଥିଲା, ‘ଓମେନ୍‌ ବିଲଙ୍ଗ୍‌ ଇନ୍‌ ଦ କିଚେନ୍‌’।…

ମୋଦିଙ୍କ ବିରୋଧରେ ଟ୍ୱିଟ୍ କରି ପାଇଲଟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ କରିବା ଜଣେ ପାଇଲଟଙ୍କୁ ମହଙ୍ଗା ପଡ଼ିଛି। ମୋଦିଙ୍କୁ ନେଇ ଟ୍ୱିଟ କରିଥିବାରୁ ତାଙ୍କୁ ଗୋ ଏୟାର ଚାକିରିରୁ ବହିଷ୍କୃତ କରିଛି। ଜାନୁଆରୀ ୭ରେ ପାଇଲଟ ଜଣଙ୍କ ମୋଦିଙ୍କ ବିଷୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଟ୍ୱିଟ୍ କରିଥିଲେ।…

ଭାରତ ବନ୍ଦକୁ ନେଇ କଟାକ୍ଷ କଲେ କଙ୍ଗନା,…

ମୁମ୍ବାଇ: ନିଜର ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାରେ‌ କଙ୍ଗନା ରଣାୱତ। କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା କଙ୍ଗନା ଏବେ ଭାରତ ବନ୍ଦକୁ ନେଇ କଟାକ୍ଷ କରିଛନ୍ତି। ସେ ମଜାଳିଆ ଢ଼ଙ୍ଗରେ ଭାରତ ବନ୍ଦକୁ ନେଇ ଏକ ଟ୍ବିଟ କରିଛନ୍ତି।…

ବିବାଦରେ ବୈଜୟନ୍ତଙ୍କ ଟ୍ୱିଟ୍

ଭୁବନେଶ୍ବର: ଅଶ୍ଲୀଳ ଭିଡ଼ିଓ ଭାଇରାଲ ମାମଲାରେ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେବା ଓ ପଚାରଉଚରା କରିବା ଘଟଣାକୁ ପାକିସ୍ତାନର ଆଇନ ସହ ତୁଳନା କରି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବିଜେପିର ଉପସଭାପତି ବୈଜୟନ୍ତ ପଣ୍ଡା। ଓଡ଼ିଶା ସହ ପାକିସ୍ତାନକୁ ତୁଳନା କରିବାକୁ ମଧ୍ୟ ପଛାଇଲେ ନାହିଁ । ନିଜ…

କରୋନା କାଳରେ ଗରିବ ଓ ଅସହାୟଙ୍କ ପାଇଁ…

ନୂଆଦିଲ୍ଲୀ: କରୋନା ମହାମାରୀର ଆହ୍ୱାନମୂଳକ ସମୟରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା(ପିଏମଜିକେୱାଇ) ମାଧ୍ୟମରେ କୋଭିଡ-୧୯ ଦ୍ୱାରା ଆର୍ଥିକ  ପ୍ରଭାବିତ ହୋଇଥିବା ଲୋକଙ୍କୁ ଆର୍ଥିକ ସହାୟତା ସ୍ୱରୂପ ସିଧାସଳଖ ବ୍ୟାଙ୍କ୍‌ ଆକାଉଂଟକୁ ଟଙ୍କା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭାରତରେ ରାଫେଲ୍, ସଂସ୍କୃତରେ ଶ୍ଲୋକ ଲେଖି…

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଲ୍ୟାଣ୍ଡିଂ କରିଛି ରାଫେଲ୍‌ ବିମାନ। ସୋମବାରରୁ ଉଡ଼ାଣ ଆରମ୍ଭ କରିଥିବା ରାଫେଲ ବିମାନ ୭ହଜାର କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ଆଜି ଭାରରେ ପହଁଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ରାଫେଲ…