Odisha Link
Bridging the Missing Links in Odisha
Daily Archives

January 17, 2020

ରାଜକୋଟରେ ରାଜ କଲା ଟିମ୍‌ ଇଣ୍ଡିଆ

ରାଜକୋଟ: ମୁମ୍ବାଇରେ ଶୋଚନୀୟ ପରାଜୟ ପରେ ରାଜକୋଟରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ରାଜ କଲା ଟିମ୍‌ ଇଣ୍ଡିଆ। ଆଜିର ‘କର ବା ମର’ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିବାରେ ସକ୍ଷମ ହେଲା ଟିମ୍‌ ଇଣ୍ଡିଆ।…

ମୋଦୀ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ…

ଭୁବନେଶ୍ବର: ଭୁବନେଶ୍ବରରେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ପ୍ରେସ୍‌ମିଟ୍। ପ୍ରେସ୍‌ମିଟ୍‌ରେ ମୋଦୀ ଓ ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ଦିଗ୍‌ବିଜୟ। ଓଡିଶାରେ ଜଣେ ପ୍ରଶାସକ ପାଣ୍ଡିଆନ୍‌ ରାଜ୍ୟ ଚଳାଉଛନ୍ତି। ଦିଗ୍‌ବିଜୟ କହିଛନ୍ତି, ପାଣ୍ଡିଆନ୍‌ଙ୍କ ଶକ୍ତିକୁ ମୁ ଅନ୍ଦାଜ ଲଗାଇ ପାରୁନି। ସେ…

ଘରୋଇ କମ୍ପାନୀ ହାତକୁ ଯିବ ଭୁବନେଶ୍ବର…

ଭୁବନେଶ୍ବର: ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଦେଶର ଆଉ ୫ଟି ବିମାନବନ୍ଦରର ଘରୋଇକରଣ କରାଯିବାକୁ ପ୍ରସ୍ତାବ ରଖିଛି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ)। ଏ ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏଏଆଇର ନବନିଯୁକ୍ତ ଅଧ୍ୟକ୍ଷ ଅରବିନ୍ଦ ସିଂହ। ଏକ ଜାତୀୟ ଗଣମାଧ୍ୟମ…

ଆମକୁ ମିଳିଲା ତାରିଖ ପରେ ତାରିଖ :…

ନୂଆଦିଲ୍ଲୀ : ଆଜି ନିର୍ଭୟା ଦୋଶୀଙ୍କ ଫାଶି ତାରିଖ ଘୋଷଣା କରାଯାଇଛି । ଫେବୃଆରୀ ୧ ସକାଳ୬ରେ ଦୋଶୀଙ୍କୁ ଫାଶୀ ଦିଆଯିବ । ଦ୍ବିତୀୟ ଦେଥ୍ ୱାରେଣ୍ଟି ପରେ ନିର୍ଭୟାଙ୍କ ମା' ଆଶା ଦେବୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଜଣା ଥିଲେ । ବିଚରା ପ୍ରକ୍ରିୟା , ମାନବାଧିକାର କର୍ମୀଙ୍କୁ ଅଙ୍ଗୁଳି ଉଠାଇଲେ ଆଶା…

ଅଷ୍ଟ୍ରେଲିଆ ଆଗରେ ୩୪୧ ରନର ଟାର୍ଗେଟ୍

ରାଜକୋଟ୍‌: ମୁମ୍ବାଇରେ ଖେଳାଯାଇଥିବା ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଜି ରାଜକୋଟରେ ଜବରଦସ୍ତ କମବ୍ୟାକ୍ କରିଛି ଇଣ୍ଡିଆ ଟିମ୍। ଆଜି ମ୍ୟାଚ୍‌ରେ ଶିଖର ଧୱନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆକର୍ଷଣୀୟ ବ୍ୟାଟିଂ ପରେ ଶେଷଭାଗରେ ଲୋକେଶ ରାହୁଲଙ୍କ ଧୂଆଁଧାର ପ୍ରଦର୍ଶନ ବଳରେ…

ଏକ ନମ୍ବରରେ ରହିଲା ଏହି ଟେଲିକମ କମ୍ପାନୀ

ମୁମ୍ବାଇ: ଜିଓ ଟେଲିକମ କମ୍ପାନୀ ସମସ୍ତ କମ୍ପାନୀଙ୍କ ଉପରେ ରାଜକରୁଛି । ଲୋକଙ୍କୁ ମାଗଣାରେ ଡାଟା ସହ କଲିଂ ସୁବିଧା ଦେଇ ଆକୃଷ୍ଟ କରିଥିଲା ଜିଓ ।ଜିଓର ଶସ୍ତା ପ୍ଲାନ ଦ୍ୱାରା ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସକ୍ଷମ ମଧ୍ୟ ହୋଇଥିଲା । ଏହି କାରଣରୁ ଅନ୍ୟ ଟେଲିକମ କମ୍ପାନୀଙ୍କ ମଧ୍ୟରେ…

ନିର୍ଭୟା ମାମଲା : ଘୁଞ୍ଚିଲା ଫାଶି ତାରିଖ

ନୂଆଦିଲ୍ଲୀ: ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶି ତାରିଖ। ଦୋଷୀଙ୍କ ଲାଗି ଧାର୍ଯ୍ୟ ହେଲା ସାନି ଫାଶି ତାରିଖ। ଫେବୃୟାରୀ ୧ ତାରଖ ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯିବ। ଆଜି ପୁନଃ ଡେଥ୍‌ ଓ୍ବାରେଣ୍ଟି ଜାରି କରିଛି ପଟିଆଲା ହାଉସ୍। ଆଜି ଦୋଷୀ ମୁକେଶର ରାଜକ୍ଷମା ଖାରଜ ହେବା ପରେ ପୁନଃ ଡେଥ୍‌…

ନାଗରିକ ହିଁ ଗଣତନ୍ତ୍ରର ଆଧାର : ନବୀନ

ଭୁବନେଶ୍ୱର : ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ମୋ ପରିବାର ଏବଂ ସବୁ ଗଣତାନ୍ତ୍ରିକ ଅନୁଷ୍ଠାନରେ ପ୍ରତ୍ୟେକଙ୍କୁ ମର୍ଯ୍ୟାଦାର ସହିତ ସେବା ମିଳିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପୂର୍ବାହ୍ନରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସମ୍ମିଳନୀ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ…

ଟିକ୍‌ଟକ୍ ଜରିଆରେ ପାଠ ପଢିବେ…

ଇନ୍ଦୋର: ଏଣିକି ଟିକ୍‌ଟକ୍ ଜରିଆରେ ପାଠ ପଢିବେ ଛାତ୍ରଛାତ୍ରୀ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଟିକଟକ ପ୍ରତି ଥିବା ଆଗ୍ରହକୁ ଦେଖି ମନୋରଞ୍ଜନ ବ୍ୟତୀତ ଟିକ୍‌ଟକ୍ ଜରିଆରେ ଶିକ୍ଷାଦାନ ପାଇଁ ପ୍ରୟାସ ଆରମ୍ଭ କରିଛିନ୍ତି ଆଇଆଇଏମ ଆଇଆଇଏମ ଇନ୍ଦୋର…

‘ପରୀକ୍ଷା ପେ ଚର୍ଚ୍ଚା’ରେ…

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ଚର୍ଚିତ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ରେ ଭାଗ ନେବେ ଓଡିଶାର ୨୮ ଜଣ ଛାତ୍ରଛାତ୍ରୀ। ଚଳିତ ମାସ ୨୦ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀଙ୍କ ସହ ଚାପ ମୁକ୍ତ ପରୀକ୍ଷା…