Odisha Link
Bridging the Missing Links in Odisha

ଆମକୁ ମିଳିଲା ତାରିଖ ପରେ ତାରିଖ : ନିର୍ଭୟା ମା’

ନୂଆଦିଲ୍ଲୀ : ଆଜି ନିର୍ଭୟା ଦୋଶୀଙ୍କ ଫାଶି ତାରିଖ ଘୋଷଣା କରାଯାଇଛି । ଫେବୃଆରୀ ୧ ସକାଳ୬ରେ ଦୋଶୀଙ୍କୁ ଫାଶୀ ଦିଆଯିବ । ଦ୍ବିତୀୟ ଦେଥ୍ ୱାରେଣ୍ଟି ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଜଣା ଥିଲେ । ବିଚରା ପ୍ରକ୍ରିୟା , ମାନବାଧିକାର କର୍ମୀଙ୍କୁ ଅଙ୍ଗୁଳି ଉଠାଇଲେ ଆଶା ଦେବୀ ।

ଆଉ କହିଲେ , ଆମକୁ ମିଳିଲା କଣ, କେବଳ ତାରିଖ ପରେ ତାରିଖ । ଏବଂ ଦୋଷୀଙ୍କ ଅଧିରକାର ପାଇଁ ବ୍ୟସ୍ତ ରହିଲେ ମାନବଅଧିକାର କର୍ମୀ , ମୋ ଝିଅର ଅଧିକାର ପାଇଁ ପାଟି ଫିଟେଇଲେନି ମାନବଅଧିକାର କର୍ମୀ ।

Comments are closed.