Odisha Link
Bridging the Missing Links in Odisha
Daily Archives

February 8, 2020

ଆଦିବାସୀ ମେଳାରେ ଜୈବିକ କୃଷି ସାମଗ୍ରୀର…

ଭୁବନେଶ୍ୱର : ଆଦିବାସୀମେଳାକୁ ବୁଲି ଆସୁଥିବା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି ଜୈବିକ କୃଷି ସାମଗ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନଜାତି ସମ୍ପ୍ରଦାୟଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରୋତ୍ସାହନରେ ଅଣାଯାଇଥିବା ଜୈବିକ କୃଷି ଉତ୍ପାଦ ଗୁଡିକୁ ଲୋକେ ଆଗ୍ରହର ସହ ଖରିଦ କରୁଛନ୍ତି । ଏଥି…

ତଥ୍ୟ ପ୍ରମାଣ ନଷ୍ଟ କରି ଅଭିଯୁକ୍ତକୁ…

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରଠାରେ ଯେଉଁ ବେଆଇନ ରଙ୍ଗଶାଳାରେ ପିଇଓ ସ୍ମିତାରାଣୀର ହତ୍ୟା କରାଯାଇଥିଲା ଗତକାଲି ସେହି ଘରକୁ ସରକାର ଭାଙ୍ଗିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା କି, ଯଦି ୨୦୧୮ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଧର୍ମଶାଳାକୁ ଭଙ୍ଗାଯାଇଥାନ୍ତା ତେବେ…

ଚିଲିକାରେ ଫସିଲା ଭସାପୋଲ

ଚିଲିକା: ଚିଲିକା ମଝିରେ ଫସି ଅଟକି ରହିଛି ଭସାପୋଲ। ପ୍ରବଳ ବର୍ଷା ଯୋଗୁଁ ଚାନେଲରୁ ବାହାରି ଯାଇଥିବା ନେଇ ସୂଚନା ମିଳିଛି। ଭସାପୋଲରେ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଛନ୍ତି। ପୋଲରେ ଗୋଟିଏ ବସ୍‌ ସହ କିଛି ବାଇକ୍‌ ମଧ୍ୟ ଫସି ରହିଛି। ଚାନେଲରୁ ବାହାରି ଯାଇଥିବାରୁ ଆସିପାରୁନଥିବା ସୂଚନା ମିଳିଛି।…

ଶାଢ଼ୀ ଭାଙ୍ଗିଦେଲା ବାହାଘର

ବେଙ୍ଗାଲୁରୁ: ଶାଢ଼ୀ ପାଇଁ ଭାଙ୍ଗିଗଲା ବାହାଘର। ବହୁ କାରଣରୁ ବାହାଘର ଭାଙ୍ଗି ଯାଏ ମାତ୍ର ଶାଢ଼ୀ ପାଇଁ ବାହାଘର ଭାଙ୍ଗିବା କଥା ଆପଣ ପୂର୍ବରୁ ଶୁଣିନଥିବେ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ବରର ମାତା-ପିତାଙ୍କୁ କନ୍ୟାର ଶାଢ଼ୀ ପସନ୍ଦ ନ…

ପ୍ରଥମଥର ଭୋଟ ଦେଲେ ପ୍ରିୟଙ୍କାଙ୍କ ପୁଅ,…

ନୂଆଦିଲ୍ଲୀ: ଚାଲିଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆଉ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ପ୍ରଥମ ଥର ପାଇଁ ଭୋଟ ଦେଇଛନ୍ତି। ଆଜି ସେ ଦିଲ୍ଲୀ ବିଧାନସଭା ପାଇଁ ହେଉଥିବା ଭୋଟିଂରେ ନିଜ ବାପା ରବର୍ଟ ଭଦ୍ରା ଓ ମା’ ପ୍ରିୟଙ୍କାଙ୍କ ସହ ବୁଥକୁ ଯାଇ ଭୋଟ…

ନିଅଁ ଖୋଳୁ ଖୋଳୁ ଭୁଶୁଡି ପଡିଲା ୩ ମହଲାର…

ମୋହାଲି: ପଞ୍ଜାବର ମୋହାଲିର ଖରାର-ଲାଣ୍ଡ୍ରାରା ରାସ୍ତା ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ମୂଳଦୁଆ ବା ନିଅଁ ଖୋଳା ହେଉଥିବା ସମୟରେ ନିକଟରେ ଥିବା ଅନ୍ୟ ଏକ ୩ ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଶୁଡି ପଡିଛି। ଅଟ୍ଟାଳିକା ଭାଙ୍ଗିବା ଫଳରେ ଭଗ୍ନାବଶେଷରେ ପ୍ରାୟ ୬ ଜଣ ଲୋକ ଦବି ରହିଥିବା…

କ୍ଷେତ୍ରକୁ ଓହ୍ଲାଇଲେ ଟି.ଜି.ସ୍ୱୀକୃତି…

ଭୁବନେଶ୍ୱର : ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ୱୀକୃତି ଏସ୍‌.ଏଚ୍‌.ଜି ଗ୍ରୁପ୍‌କୁ ଏକ ବୁଝାମଣା ପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା ବେଳେ ଆଜି ଉକ୍ତ ଗ୍ରୁପ୍‌ର କ୍ଷେତ୍ର କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି…

ଫେସବୁକର ଇନଷ୍ଟାଗ୍ରାମ, ଟ୍ଵିଟର ଆକାଉଣ୍ଟ…

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ ସୋସିଆଲ ମିଡିଆ ସାଇଡ୍ ଫେସବୁକ, ଇନଷ୍ଟାଗ୍ରାମ, ମେସେଞ୍ଜର ଏବଂ ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ହ୍ୟାକିଂ ଗ୍ରୁପ୍ ଆୱାର ମାଇନ୍ ଏହି ହ୍ୟାକ୍ କରିଥିବା ଜଣାପଡିଛି। ବର୍ତ୍ତମାନ ଏହି ସବୁ ଆକାଉଣ୍ଟକୁ ରି-ଷ୍ଟୋର କରାଯାଇଛି। ଏହା ପୂର୍ବରୁ ଆୱାର…

ଦ୍ବିତୀୟ ଦିନିକିଆ: ହାରିଲା ଭାରତ, ସିରିଜ…

ଅକ୍‌ଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ ମ୍ୟାଚ୍‌ରେ ୨୨ ରନ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେଲା ଭାରତ। ଭାରତ ସମ୍ମୁଖରେ ୨୭୪ରନ୍‌ର ଟାର୍ଗେଟ ଥିବା ବେଳେ ଭାରତ ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ରେ ଯୁବ ଖେଳାଳୀ ଶ୍ରେୟସ୍‌ ଆୟନ୍‌ (୫୨), ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (୫୫),…

ସିନେମା ଦେଖି କାନ୍ଦି ପକାଇଲେ ଆଡଭାନି

ମୁମ୍ବାଇ : ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ସିନେମା 'ଶିକାରା' ଗତ କାଲି ରିଲିଜ ହୋଇ ଯାଇଛି । ଏହା ଏକ ଲଭ୍‌ ଷ୍ଟୋରୀ, ଯାହା କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ନିର୍ଯାତନାର କାହାଣୀ ଉପରେ ଆଧାରିତ। ଏହି ସିନେମାଟିକୁ ଦେଖିବାକୁ ବିଜେପିର ବରିଷ୍ଠ ନେତା ଏଲ୍‌କେ ଆଡଭାନୀ ଯାଇଥିଲେ ।…