Odisha Link
Bridging the Missing Links in Odisha
Daily Archives

March 19, 2020

କରୋନା: ଓଡ଼ିଶାରେ ଦ୍ୱିତୀୟ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଭାରତରେ ଦିନକୁ ଦିନ କାୟା ମେଲାଉଛି କରୋନା ଭାଇରସ । ଏଥି ସହିତ ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପରୀକ୍ଷା ହୋଇଥିବା ୧୪ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱର RMRCରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ…

ପୁରୀ: ଜଳିଗଲା ନୀଳଚକ୍ରରେ ଲାଗିଥିବା…

ପୁରୀ : ଆଜି ଶ୍ରୀମନ୍ଦିରରେ ଅଭାବନୀୟ ଅଘଟଣ ଘିଟିଛି। ମହାଦୀପ ଉଠିବା ବେଳେ ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି। ଆଜି ପାପମୋଚନ ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ସେତେବେଳେ ଝିପି ଝିପି ବର୍ଷାହେବା ସହ ପବନ ବହୁଥିଲା। ସେ ଦୀପ ରଖୁଥିବା…

ମାର୍ଚ୍ଚ ୨୨ରେ ଦେଶବ୍ୟାପୀ ଜନତା କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି। ଏଥିସହିତ ୪ଜଣ ଭାରତୀୟ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ମିଳିମିଶି କରୋନାର…

କରୋନା: ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି…

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତରେ କରୋନା ଭାଇରସ ରୋଗୀ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କରୋନା ଭାଇରସରେ ୪ଜଣ ଭାରତୀୟ ଏପର୍ଯ୍ୟନ୍ତ ମୃତ୍ୟୁବରଣ କରିଛନ୍ତି। ଏହି ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି…

ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଛନ୍ତି…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ଆପଣାଉଛନ୍ତି ଅନେକ ପଦକ୍ଷେପ। ଏଥିସହିତ ଦିନକୁ ଦିନ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ବର୍ତ୍ତମାାନ ସମୟରେ  ଭାରତରେ ଏବେ ଅଧିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। କାରଣ ଭାରତର ବହୁ…

ବୃକ୍ଷ ରୋପଣ କରି ସବୁଜ ବାର୍ତ୍ତା ଦେଲେ…

ହାଟଡିହୀ: ବୃକ୍ଷ ହିଁ ଜୀବନ ଜୀବନ ହିଁ ବୃକ୍ଷ ଏକଥା କୁ ଭଲଭାବେ ବୁଝିଛନ୍ତି ସମଣା ଗ୍ରାମର ନବ ଦମ୍ପତ୍ତି ରଞ୍ଜନ କୁମାର ପଣ୍ଡା ଓ ଜୟନ୍ତୀ ମହାପାତ୍ର । ବିବାହ ର ପ୍ରୀତିଭୋଜନ ପୂର୍ବରୁ ସମସ୍ତ ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ସମଣା ନଈକୂଳ ବନ୍ଧରେ ୨୦ ରୁ ଉର୍ଦ୍ଧ୍ୱ ଆମ୍ବ ଗଛ ଲଗାଇଛନ୍ତି…

ମଧ୍ୟପ୍ରଦେଶ ରାଜନୀତି: ଶୁକ୍ରବାର ହେବ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜନୀତିରେ ନୂଆ ମୋଡ। ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ଗୁରୁବାର ସୁପ୍ରିମକୋର୍ଟରେ କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବା ମାମଲାରେ ଶୁଣାଣି ହୋଇଥିଲା। କୋର୍ଟ କହିଛନ୍ତି ଯେ, ମଧ୍ୟପ୍ରଦେଶ ବିଧାନସଭାରେ ଶୁକ୍ରବାର ଦିନ ହିଁ ଆସ୍ଥା ଭୋଟ…

କରୋନା ଭାଇରସ୍: ଭାରତରେ ମୃତ୍ୟୁସଂଖ୍ୟା…

ଅମୃତସର: କରୋନା ଭାଇରସ ଆସ୍ତେ ଆସ୍ତେ ଭାରତରେ କାୟା ବିସ୍ତାର କରୁଛି। ଏହାରି ମଧ୍ୟରେ ଆଉ ଜଣକ ପ୍ରାଣ ନେଇଛି କରୋନା ଭାଇରସ୍। ପଞ୍ଜାବର ବାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସ୍‌ ଆକ୍ରାନ୍ତରୁ ତାଙ୍କର ମ୍ୟତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।…

ଶହୀଦ ରଘୁ ସର୍ଦ୍ଦାର ସିନେମାରେ ନଜର…

ଭୁବନେଶ୍ବର : ଓଡ଼ିଆ ସିନେମାରେ ହେବାକୁ ଯାଉଛି ଅଉ ଏକ ବାୟୋପିକ । ଆମ ରାଜ୍ୟର ସ୍ବାଧୀନତା ସଂଗ୍ରାମୀ ଶହୀଦ ରଘୁ ସର୍ଦ୍ଦାରଙ୍କ ଉପରେ ପ୍ରସ୍ତୁତ ହେବ ଏହି ସିନେମା । ଶହୀଦ ରଘୁ ସର୍ଦ୍ଦାରଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ଦେଖିବାକୁ ମିଳିବ । ଏହାକୁ ପ୍ରଯୋଜନା ଡା. ବିଶ୍ୱନାଥ ପଟ୍ଟନାୟକ ଦେବା…

ସାହିଦ ଏବଂ ମୀରାଙ୍କ ପାଇଁ ସିଲ୍‌ ହେଲା…

ମୁମ୍ବାଇ : କରୋନା ଭୂତାଣୁ କାରଣରୁ ସରକାର ସିନେମା ହଲ, ସ୍କୁଲ , କଲେଜ, ଜିମ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଲିଉଡ ଅଭିନେତା ସାହିଦ କପୁର ଏବଂ ପତ୍ନୀ ମୀରା ରାଜପୁତଙ୍କ ସହ ଜିମ୍‌ ବାହାରେ ଦେଖିବାକୁ ମିଳିଥିଲା ।  ଆଣ୍ଟି ଗ୍ରୋଭିଟି କ୍ଲବର ଜିମ୍‌ ବାହାରେ ଦେଖିବାକୁ ମିଳିଛି ଏହି…