Odisha Link
Bridging the Missing Links in Odisha
Daily Archives

March 19, 2020

ହାତ ଧୋଇବାବେଳେ ପାଣି ନଳ ବନ୍ଦ କରିବାକୁ…

ମୁମ୍ବାଇ:  କରୋନା ନିଜର କାୟା ବିସ୍ତା କରିବାରେ ଲାଗିଛି । ସୋସିଆଲ ମିଡିଆରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସେଫ୍‌ ହ୍ୟାଣ୍ଡସ୍‌ ଚ୍ୟାଲେଞ୍ଜ ଚାଲୁଛି । ତେବେ ଟିଏମସି ସାଂସଦ ଏବଂ ଅଭିନେତ୍ରୀ ନୁସରତ ଜହାଁ ନିଜର ଇନଷ୍ଟାଗ୍ରାମ ପେଜରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯାହା ଦ୍ବାରା ତାଙ୍କୁ ଟ୍ରୋଲ…

ନିର୍ଭୟା ମାମଲା: ଦୋଷୀଙ୍କ ସବୁ ଚାଲ୍‌…

ନୂଆଦିଲ୍ଲୀ: ଫାଶୀ ପାଇଁ ସଫା ହେଲା ରାସ୍ତା । ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। କାଲି ସକାଳ ୫.୩୦ରେ ୪ ଜଣ ‘ନିର୍ଭୟା ଦୋଷୀ’ଙ୍କୁ ଫାଶୀ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛି ଏବଂ ଡେଥ୍ ୱାରେଂଟ ରୋକ୍ ଆବେଦନକୁ ଖାରଜ…

କରୋନା ଭୟରେ ଘରେ ରହି କ’ଣ…

ମୁମ୍ବାଇ : ଚୀନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ପ୍ରକୋପ ଏବେ ୧୭୦ରୁ ଅଧିକ ଦେଶକୁ ବ୍ୟାପିଥିବା ବେଳେ ଅନେକ ଦେଶରେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଗଲାଣି । ଅନେକ ଲୋକ ନିଜ କାମ ଘରେ ରହି କରିବାକୁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇ ସାରିଲେଣି । ଅନେକ ସେଲିବ୍ରେଟି ନିଜର ଶୁଟିଂ କାମ ବନ୍ଦ କରି ଘରେ…

କରୋନା : ଘରେ ରହି କାମ କରିବେ ରିଜର୍ଭ…

ମୁମ୍ବାଇ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଲଗାତାର ବଢୁଥିବାରୁ କରୋନା ସଂକ୍ରମଣର ମୁକାବିଲା କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍‌ ଏକ ବଡ ନିଷ୍ପତ୍ତି ନେଇଛି। ଆଜି ରିଜର୍ଭ ବ୍ୟାଙ୍କ୍‌ ତା’ର କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଜାରି କରିଛି। ମହାରାଷ୍ଟ୍ରର ମୁମ୍ବାଇରେ ଥିବା…

କରୋନା ଭାଇରସ୍‌ : କେନ୍ଦ୍ରମନ୍ତ୍ରୀ ଦେଲେ…

ନୂଆଦିଲ୍ଲୀ: ବିଶ୍ବ ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବବାସୀ ଚିନ୍ତିତ। ଏଥିସହିତ କରୋନାର ପ୍ରଭାବ ଆସ୍ତେ ଆସ୍ତେ ଭାରତରେ କାୟା ମେଲାଉଛି। ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି କରୋନା ଭାଇରସକୁ ନେଇ ଚର୍ଚ୍ଚା। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସମସ୍ତେ କେବେ ଔଷଧ ବାହାରିବ…

ଟାଇଗର ,ସଲମାନଙ୍କ ବ୍ରେସ୍‌ଲେଟ୍‌କୁ…

ମୁମ୍ବାଇ : ବଲିଉଡରେ ସଲମାନ ଖାନଙ୍କୁ କିଏବା ନଜାଣନ୍ତି । ତାଙ୍କର ଷ୍ଟାଇଲ ହେଉକି ଅଭିନୟ ଦର୍ଶକ ଖୁବ ପସନ୍ଦ କରିଥାନ୍ତି । ସଲୁଙ୍କ ବ୍ରେସଲେଟ୍ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ନିକଟରେ ଏକ ସାକ୍ଷାତ୍‌କାରରେ ଟାଇଗର୍‌ ଶ୍ରଫ୍‌ ସଲୁଙ୍କ ବ୍ରେସଲେଟକୁ ବହୁତ ପ୍ରଶଂସା କରିଛନ୍ତି । ସେ କହିଛନ୍ତି…

କରୋନା: କେନ୍ଦ୍ର ସରକାରଙ୍କ ନୂଆ ନିୟମ,…

ନୂଆଦିଲ୍ଲୀ : କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ବି ଓ ସି ଶ୍ରେଣୀର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହି ଅଫିସ କାମ କରିବାକୁ ଆଦେଶ ଦେଇଛନ୍ତି। ବାକି ୫୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ…

ଭୋକର ଭୂତାଣୁ ବନାମ କରୋନା

ଶୁଭ୍ରାଂଶୁ ପଣ୍ଡାଙ୍କ ଅନିୟମିତ ସ୍ତମ୍ଭ ଶୁଭସ୍ବର ଭୋକର ଭୂତାଣୁ ବନାମ କରୋନା ଚୀନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ପ୍ରକୋପ ଏବେ ୧୭୦ରୁ ଅଧିକ ଦେଶକୁ ବ୍ୟାପିଥିବା ବେଳେ ଅନେକ ଦେଶରେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଗଲାଣି। ଏଯାବତ୍‌ ୭୦୦୦ରୁ ଅଧିକ ଲୋକଙ୍କର କରୋନା କାରଣରୁ ଜୀବନହାନି ହେଲାଣି।…

ରାସ୍ତା କଡ଼କୁ ଓଲଟିଲା ଟ୍ରାକ୍ଟର : ୮ଆହାତ

ଲମତାପୁଟ :ଆଜି ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା। ଏହି ଦୁର୍ଘଟଣାଟି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟାମପୁଟ ନିକଟରେ ଘଟିଛି ।  ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଶ୍ରମିକଙ୍କ ଘର ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ବୋଲି ବୋଲି ଜଣାପଡ଼ିଛି । ଆଜି…

ନିର୍ଭୟା ମାମଲା: ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ଗତକାଲି ୪ ନିର୍ଭାୟା ଦୋଷୀଙ୍କୁ ଫାଶୀ ହେବାକୁ ଥିବା ବେଳେ ଏହାର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ମୁକେଶର ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲା ଦୋଷୀ ମୁକେଶ। ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।…