Odisha Link
Bridging the Missing Links in Odisha
Daily Archives

April 3, 2020

ଭୁବନେଶ୍ବର ବମିଖାଲରେ ୩ କରୋନା…

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସକାଳେ କଟକର ଜଣେ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ଭୁବନେଶ୍ବର ବମିଖାଲ ଅଞ୍ଚଳରେ ୩ ଜଣଙ୍କ ଦେହରା କୋଭିଡ୍-୧୯ ପଜିଟିଭ୍‌ ବାହାରିଛି। ଏମାନଙ୍କୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି।…

କ୍ରିକେଟରୁ କେବେ ସନ୍ୟାସ ନେବେ ବିରାଟ,…

ନୂଆଦିଲ୍ଲୀ: ଲକ୍‌ ଡାଉନ୍‌ ଯୋଗୁଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଏପ୍ରିଲ ୧୫ ଯାଏ ସ୍ଥଗିତ ରିହିଛି। ହେଲେ ଏହି ଲକ ଡାଉନ ସମୟରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବେଶ୍‌ ଚର୍ଚ୍ଚାରେ। କାରଣ ଲକ ଡାଉନ ପାଇଁ ଆଇପିଏଲ ସ୍ଥଗିତ ରହିଛି। ଫଳରେ ଅନ୍ତର୍ଜାତୀୟ କ୍ରିକେଟ୍ ୯ମାସ ଦୂରରେ ଥିବା…

‘ରାମାୟଣ’: ରଚିଲା ଇତିହାସ,…

ନୂଆଦିଲ୍ଲୀ: ଏପ୍ରିଲ ୧୪ ଯାଏ ପୁରା ଦେଶ ଲକ୍‌ ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏବେ ଘର ରହିବାକୁ ଜନସାଧାରଣଙ୍କୁ କହିଛନ୍ତି ସରକାର। ଲକଡାଉନ ସମୟରେ ଟିଭି ଦର୍ଶକଙ୍କ ପାଇଁ ୮୦ ଓ ୯୦ ଦଶକର କିଛି ସୁପରହିଟ୍‌ ଟିଭି କାର୍ଯ୍ୟକ୍ରମକୁ ପୁନରାବୃତ୍ତି ଟେଲିକାଷ୍ଟ କରିବା ପାଇଁ…

୬ଷ୍ଟ କରୋନା ଆକ୍ରାନ୍ତ ନିଜାମୁଦ୍ଦିନ…

ଭୁବନେଶ୍ବର: ଆଜି ସକାଳେ କଟକରୁ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ସେ ଦିଲ୍ଲୀର ନିଜାମୁଦ୍ଦିନ ତବ୍ଲିଘ୍‌ ଜମାତରେ ଯୋଗଦେଇ ଫେରିଥିଲେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ରାଜ୍ୟରୁ ମୋଟ ୬୭…

ଦିଲ୍ଲୀ: ଲକଡାଉନ ସମୟରେ ମସଜିଦରେ ଜମା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ ଡାଉନ୍। ଏହି ସଙ୍କଟ ସମୟରେ ସାମାଜିକ ଦ୍ବରତ୍ବ ରଖିବା ପାଇଁ ପରାମର୍ଶ ଦେଉଛନ୍ତି ସରକାର, ସ୍ବାସ୍ଥ୍ୟ ବିଭାଗ। ଏହି ଲକ ଡାଉନକୁ ଜନସାଧାରଣ ମାନୁଥିବା ବେଳେ ଆଉ କିଛି ବ୍ୟକ୍ତି ଏହି ଲକ ଡାଉନ ନିୟମକୁ ଅବମାନନା…

ଦେଶରେ ପ୍ରଥମ: ପଶୁପକ୍ଷୀଙ୍କ ପାଇଁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ "ହିରୋ ଅଫ୍‌ ଆନିମଲ" ପୁରସ୍କାର ଦେବ ପେଟା ଇଣ୍ଡିଆ। ପୁଣି ଦେଶରେ ଏକ ଉଦାହରଣ ସୃଷ୍ଟି କରି ସମ୍ମାନର ହକଦାର ହୋଇଛି ଓଡ଼ିଶା। କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ଜନବସତି ମାନଙ୍କରେ ଥିବା ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ଲାଗି ସ୍ବତନ୍ତ୍ର ବ୍ୟବୟବରାଦ କରି କେବଳ…

କରୋନା ମୁକାବିଲା: କ୍ରୀଡ଼ାବିତଙ୍କ ସହ କଥା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତାରେ ବିଶ୍ବବାସୀ। ଏହି ଭାଇରସକୁ ନେଇ ସାରା ବିଶ୍ବରେ ଭୟର ପରିବେଶ ସୃଷ୍ଟି ହୋଇଛି। ଭାରତ ମଧ୍ୟ ଏହି ଭାଇରସର ଶିକାର ହୋଇଛି। ଏହି ମହାମାରୀ ପାଇଁ ଭାରତରେ ୫୬ଜଣଙ୍କ ମୃତ୍ୟୁ ହେଲାଣି। ଅପରପକ୍ଷେ କରୋନାର ମୁକାବିଲା କରିବା ପାଇଁ ବିିଭିନ୍ନ ପଦକ୍ଷେପ…

କରୋନା ମୁକାବିଲା: ସରକାର ଲଞ୍ଚ କଲେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସରକାର ବିିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ଭାଇରସ୍‌ ସଂପର୍କରେ ଲୋକଙ୍କୁ ‌ସଚେତନ କରାଇବା ପାଇଁ ସରକାର ଏକ ଆପ୍‌ ଲଞ୍ଚ୍‌ କରିଛନ୍ତି ଯାହାର ନାମ ‘ଆରୋଗ୍ୟ ସେତୁ’। ସ୍ମାର୍ଟଫୋନ୍‌ରେ ଏହି ଆପ୍‌ ରହିଲେ ଆଖପାଖରେ କେହି କରୋନା…

କଟକରେ ରାଜ୍ୟର ୬ଷ୍ଟ କରୋନା ଆକ୍ରାନ୍ତ…

କଟକ: ଆଜି ରାଜ୍ୟରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପୀଡ଼ିତଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। https://twitter.com/HFWOdisha/status/1245991616994619392 ପୂର୍ବରୁ ଭୁବନେଶ୍ବରରେ ୪ ଜଣ ଓ…

ଅନ୍‌ଲାଇନ୍‌ରେ ମଦ କିଣି ୧୯,୦୦୦ ଟଙ୍କା…

ଭୁବନେଶ୍ବର: ସାରା ଦେଶ କରୋନା ସହ ଲଢ଼ୁଥିବା ବେଳେ ୨୧ ଦିନର ଲକ୍‌ଡାଉନ୍‌ ଜାରି ହୋଇଛି। କେବଳ ଜରୁରୀ ସାମଗ୍ରୀ ମିଳୁଥିବା ଦୋକାନକୁ ଛାଡ଼ିଦେଲେ ବାକି ସବୁ ବନ୍ଦ ରହିଛି। ତେବେ ମଦ ପିଇବାକୁ ହାଇଁପାଇଁ ଲୋକଙ୍କ ପାଇଁ ଠକେଇର ନୂଆ ଉପାୟ ପାଞ୍ଚିଛନ୍ତି ଅନ୍‌ଲାଇନ୍‌ ଡକାୟତ। ଭୁବନେଶ୍ବରର ଜଣେ ଯୁବକଙ୍କୁ…